Posted inଜାତୀୟ

ତେଲଙ୍ଗାନାରେ ପ୍ରଥମ ଥର ପାଇଁ କଂଗ୍ରେସ କ୍ଷମତା ଦଖଲ ମୁହାଁ…

ହାଇଦ୍ରାବାଦ,୩।୧୨ : ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳର ପ୍ରାଥମିକ ଗଣତିରୁ ଜଣାପଡ଼ିଛି କଂଗ୍ରେସ ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତା ଦଖଲ କରିବାକୁ ଯାଉଛି। ତେଲଙ୍ଗାନାରେ କଂଗ୍ରେସ ମ୍ୟାଜିକ ନମ୍ବର ଛୁଇଁଛି। ତେଲଙ୍ଗାନାରେ ମୋଟ ଆସନ ସଂଖ୍ୟା ୧୧୯ ରହିଛି। ଏଠାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ୬୦ ରହିଛି। କଂଗ୍ରେସ ତେଲଙ୍ଗାନାରେ ୬୫ ଆସନରେ ଆଗୁଆ ରହିଛି। ଏଠାରେ ବିଆରଏସ ୪୦ ଏବଂ ଭାଜପା ୯ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟାନ୍ୟ ୫ ଆସନରେ ଆଗୁଆ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଓଡିଶା ଆସୁଛନ୍ତି ରାଜନାଥ ସିଂ

ଭୁବନେଶ୍ୱର,୨୨।୨: ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଦିନିକିଆ ଗସ୍ତରେ ଆସି ରାଜନାଥ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।...

ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ଏହି ମହିଳା, ଟିକେଟ୍‌ ପାଇଁ ଦିଗ୍‌ବିଜୟ ସିଂଙ୍କ ଶରଣରେ ପଶିଲେ: ଆଉ ତା’ପରେ…

ଭୋପାଳ,୨୨।୧: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଏମ୍‌ପି (ରାଜ୍ୟସଭାରୁ) ଦିଗ୍‌ବିଜୟ ସିଂ ବର୍ତ୍ତମାନ ଏହି ଚର୍ଚ୍ଚାରେ ଅଛନ୍ତି। କାରଣ- ରାଜନୀତି ନୁହେଁ ବରଂ ତାଙ୍କ...

ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୨।୧: କୃଷକଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ରର ମୋଦି ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଆଖୁର ଉଚିତ ତଥା ପାରିଶ୍ରମିକ(FRP)ମୂଲ୍ୟ କ୍ୱିଣ୍ଟାଲ ପିଛା ୨୫ ରୁ...

ପୋଲିସ ଗୁଳିରେ ଚାଷୀ ମୃତ

ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୨ା୨:ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନ ପ୍ରଣୟନ ଏବଂ ଅନ୍ୟାନ୍ୟ ଦାବିରେ ଅଡ଼ି ବସିଥିବା କୃଷକମାନେ ଦିଲ୍ଲୀ ଅଭିମୁଖେ ଅଗ୍ରସର ହେଉଥିବାବେଳେ...

ଭାଜପାରେ ଯୋଗଦେବେ ଯୁବରାଜ! ଏହି ଆସନରୁ ଲଢିପାରନ୍ତି

ନୂଆଦିଲ୍ଲୀ,୨୨।୨:ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଜାବର ରାଜନୀତିରେ ଗତ କିଛି ଦିନ ହେବ ଚର୍ଚ୍ଚାର ବଜାର ଗରମ ହୋଇଛି। ଅନେକ ନେତାଙ୍କ ଗୋଟିଏ ଦଳ ଛାଡି...

ଆଖୁ ଏଫଆରପି ୮% ବୃଦ୍ଧି, ସ୍ପେସ୍ ସେକ୍ଟରରେ ଏଫଡିଆଇକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

ନୂଆଦିଲ୍ଲୀ,୨୧ା୨: ବୁଧବାର କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଖୁରେ ଫେୟାର ଆଣ୍ଡ ରିମ୍ୟୁନେରେଟିଭ୍ ପ୍ରାଇସ୍ (ଏଫଆରପି) ରେ ୮% ବୃଦ୍ଧି କ୍ୱିଣ୍ଟାଲ ପିଛା ୩୧୫ ରୁ କ୍ୱିଣ୍ଟାଲ...

Video: ହଠାତ୍ ସିକ୍କିମରେ ହେଲା ପ୍ରବଳ ତୁଷାରପାତ, ଶତାଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ସେନା

ନୂଆଦିଲ୍ଲୀ,୨୧।୨: ସିକ୍କିମର ନାତୁ ଲା ରେ ବୁଧବାର ହଠାତ୍ ପ୍ରବଳ ତୁଷାରପାତ ହେତୁ ୫୦୦ ରୁ ଅଧିକ ପର୍ଯ୍ୟଟକଙ୍କ ସହିତ ପ୍ରାୟ ୧୭୫ ଟି ଗାଡି...

ଶୁଖିଲା ଲଙ୍କାରେ ନିଆଁ ଲଗାଇଲେ କୃଷକ, ଲୌହ ଗ୍ୟାସ ପ୍ରୟୋଗ କରି ପରିସ୍ଥିତି ନିୟନ୍ତ୍ରଣ କଲା ପୋଲିସ

ନୂଆଦିଲ୍ଲୀ,୨୧ା୨: କେନ୍ଦ୍ର ସରକାରଙ୍କ ସହ ଆଲୋଚନା ମଧ୍ୟରେ କୃଷକମାନେ ବୁଧବାର ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ କହିଛନ୍ତି। ଦିଲ୍ଲୀକୁ କୃଷକ ପଦଯାତ୍ରା ଘୋଷଣାର ଏକ ଅଂଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri