କଂଗ୍ରେସ ନେତାଙ୍କ ପରଲୋକ: ହସ୍ପିଟାଲ୍‌ ନେବା ବାଟରେ…

ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠାର ଜଣାଶୁଣା କଂଗ୍ରେସ ନେତା ତଥା ଭଞ୍ଜନଗର ଦିବ୍ୟଶକ୍ତି ଇଂରାଜୀ ମିଡିୟମ ସ୍କୁଲର ଚେୟାରମ୍ୟାନ ସନ୍ତୋଷ କୁମାର ପଟ୍ଟନାୟକ ଶୁକ୍ରବାର ସକାଳେ ପରଲୋକ ଘଟିଛି। ସନ୍ତୋଷଙ୍କ ଆଜି ସକାଳେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ଏଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ନେଉଥିଲେ। ବାଟରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ସନ୍ତୋଷଙ୍କ ଶେଷ ଦର୍ଶନ ପାଇଁ ବେଲଗୁଣ୍ଠା ମୁଖ୍ୟ ସଡକସ୍ଥିତ ବାସଭବନରେ ବହୁ ଲୋକଙ୍କ ଭିଡ ଜମିଛି। ସେ ରାଜନୀତି ସହ ସମାଜସେବା କାର୍ଯ୍ୟର ଜଡ଼ିତ ଥିଲେ। ତାଙ୍କର ବିୟୋଗରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଗୁଣ ବଢିଯିବ ପେଟ୍ରୋଲ-ଡିଜେଲ ଦର! ତେଲ ଦର ବୃଦ୍ଧି ପଛରେ ରହିଛି ଏହି କାରଣ…

ନୂଆଦିଲ୍ଲୀ,୧୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ତେଲ ଦର ବୃଦ୍ଧି ପାଇଛି। ଏହା ଭାରତକୁ ମଧ୍ୟ ପ୍ରଭାବିତ କରିଛି। ଶୁକ୍ରବାର (୧୫…

ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ଆସନ୍ତାବର୍ଷଠୁ NEET ପରୀକ୍ଷା ହେବ ଏମିତି

ନୂଆଦିଲ୍ଲୀ,୧୫।୫: NEET ପେପର ଲିକ୍ ମାମଲା ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ଛାତ୍ରୀଛାତ୍ରଙ୍କ…

ନଦୀରେ ବୁଲୁଛି କୁମ୍ଭୀର, ଜୀବିକା ପାଇଁ ବିପଦରେ ଜୀବନ

ମହାକାଳପଡ଼ା, ୧୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀନାଳରେ ମାଳମାଳ କୁମ୍ଭୀର ଖାଦ୍ୟ ଅନ୍ବେଷଣରେ ଘୂରି ବୁଲୁଛନ୍ତି। ଏହାରି ଭିତରେ ମହାନଦୀ,…

ଚାଲୁଥିଲା ଟ୍ରେନ୍‌, ହଠାତ୍‌ ପଶିଆସିଲା ଗଜରାଜ: ଆଉ ତା’ପରେ ଯାହା ଘଟିଲା…

କେନ୍ଦୁଝର,୧୫।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ସିତାବିଞ୍ଜ ବସନ୍ତପୁର ରେଲଲାଇନରେ ଗୋଟିଏ ଦନ୍ତା ହାତୀ ରେଳ ଲାଇନ ଅତିକ୍ରମ କରୁଥିବାବେଳେ ଏକ ମାଲବାହୀ…

ମୌନି ରୟଙ୍କ ସହ ଛାଡପତ୍ର ଭିତରେ ବିବାହ ଫଟୋ ଡିଲିଟ କଲେ ସ୍ବାମୀ, ଖୁଲାସା କଲେ….

ନୂଆଦିଲ୍ଲୀ,୧୫।୫: ଅଭିନେତ୍ରୀ ମୌନି ରୟ ତାଙ୍କ ସ୍ୱାମୀ ସୂରଜ ନାମ୍ବିଆରଙ୍କଠାରୁ ଅଲଗା ହେଉଥିବା କଥା ନିଶ୍ଚିତ କରିଛନ୍ତି । ଚାରି ବର୍ଷ ବିବାହ ପରେ ଏହି ନିଷ୍ପତ୍ତି…

ତେଲ ସଙ୍କଟ ମଧ୍ୟରେ ଚାଷୀଙ୍କ ପାଇଁ ଆସିଲା ଖୁସି ଖବର: ଆଜିଠାରୁ ସରକାର…

ନୂଆଦିଲ୍ଲୀ, ୧୫।୫: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି, ଯାହା ନିଶ୍ଚିତ ଭାବରେ ଚାଷୀମାନଙ୍କୁ ଚିନ୍ତିତ କରୁଛି, କିନ୍ତୁ ସେମାନଙ୍କ ପାଇଁ ଏକ…

ଘରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ

କୋକସରା,୧୫।୫: (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଟେମେରା ପଞ୍ଚାୟତ ସିର୍ଲିିଗୁଡା ଗ୍ରାମର ଜଣେ ଯୁବକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ…

ଘରେ ପଶି ସଂଘବଦ୍ଧ ହତ୍ୟା ମାମଲା: ଅଭିଯୁକ୍ତ ଶିବଙ୍କୁ ଆଜୀବନ ଜେଲ୍‌

ଛତ୍ରପୁର,୧୫।୫(ଦିଲ୍ଲୀପ ସାମଲ):ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା କେ. ଏନ. ପୁର ଗ୍ରାମର ୨୦୧୩ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri