କୋରାପୁଟରେ ୧ ଲକ୍ଷ ଏକରରେ ହେବ କଫି ଚାଷ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ବଡ଼ ପରାମର୍ଶ ଦେଇଛନ୍ତି। ଜୈବିକ ପ୍ରଣାଳୀରେ ଚାଷ କରିବାକୁ ଚାଷୀଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଧାନ ଉତ୍ପାଦନ ପରିମାଣ ବଢିଛି। କେରଳ, ବିହାର ଆମଠୁ ଚାଉଳ ନେଉଥିଲେ, ଏବେ ତାଙ୍କ ଉତ୍ପାଦନ ବଢିଥିବାରୁ ଅନ୍ୟ ରାଜ୍ୟକୁ ଚାଉଳ ଦେବା ପାଇଁ କେନ୍ଦ୍ର ସହ ଆଲୋଚନା କରାଯାଉଛି।

ବର୍ତ୍ତମାନ ଅର୍ଗାନିକ ଚାଉଳରୁ ପ୍ରସ୍ତୁତ ଭୋଗ ଶ୍ରୀମନ୍ଦିରରେ ଲାଗୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏପରକି ରାଜ୍ୟରେ କୃଷକ ସମୃଦ୍ଧ ଯୋଜନାରେ ଚାଷୀଙ୍କୁ ୩୧୦୦ ଟଙ୍କା ଦିଆଯାଉଛି। ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ସବୁ ସବଡିଭିଜନରେ ଶୀତଳ ଭଣ୍ଡାର ପାଇଁ ବ୍ୟବସ୍ଥା କରୁଛନ୍ତି। ଅନ୍ୟପକ୍ଷେ ୨ ବର୍ଷ ମଧ୍ୟରେ କୋରାପୁଟରେ ୧ ଲକ୍ଷ ଏକର ଜମିରେ କଫି ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ହିଟ୍‌ ଆଣ୍ଡ ରନ୍‌ : ବାଇକ୍‌ ଚାଳକଙ୍କୁ ଧକ୍କା ଦେଇ ଘୋଷାଡ଼ିନେଲା ଫର୍ଚୁନର୍‌

ଭୁବନେଶ୍ବର,୧୯।୫: ରାଜଧାନୀ ଭୁବନେଶ୍ବରରେ ଏକ ହିଟ୍‌ ଆଣ୍ଡ ରନ୍‌ ଘଟଣା ଘଟିଛି, ଯାହା ସହରବାସୀଙ୍କ ମଧ୍ୟରେ ଚିନ୍ତା ଓ କ୍ଷୋଭ ସୃଷ୍ଟି କରିଛି। ବିଳମ୍ବିତ ରାତିରେ ଏକ…

ଆଉ କେତେ ବଢିବ ପେଟ୍ରୋଲ-ଡିଜେଲ ରେଟ୍‌? ରିପୋର୍ଟରେ ଆଶ୍ଚର୍ଯ୍ୟ କରିଦେବା ଭଳି ଖୁଲାସା!

ନୂଆଦିଲ୍ଲୀ,୧୯।୫: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ପ୍ରାୟ ୪ଟଙ୍କା ପ୍ରତି ଲିଟର ବୃଦ୍ଧି ଘଟିଛି। ଯଦିଓ ଏହି ବୃଦ୍ଧି ସାଧାରଣ ଲୋକଙ୍କ ବଜେଟ ଉପରେ ପ୍ରଭାବ ପକାଇବ,…

ଦେଶରେ ଆସିବାକୁ ଯାଉଛି ଅର୍ଥନୈତିକ ଝଡ: ଚେତାବନୀ ଦେଲେ ରାହୁଲ

ନୂଆଦିଲ୍ଲୀ,୧୯।୫: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ନୀତି ଉପରେ କଡ଼ା ଆକ୍ରମଣ କରିଛନ୍ତି। ଦେଶ ଖୁବଶୀଘ୍ର ଏକ ବଡ଼ ‘ଆର୍ଥିକ…

ଅଚଳ ହୋଇପଡିଛି ସୋଲାର ନଳକୂପ : ପାଣି ଲାଗି ଡହଳବିକଳ ଗ୍ରାମବାସୀ

ରିଷିଡା , ୧୯।୫(ସୁଶାନ୍ତ ମଲ୍ଲିକ): ଗ୍ରାମରେ ପିଇବା ପାଣି ପାଇଁ ସମସ୍ୟା ଦିନକୁ ଦିନ ଜଟିଳ ହେବାକୁ ଲାଗିଛି । ନଳକୂପ ମରାମତି ଅଭାବରୁ ପିଇବା ପାଣି…

୬ ବଲ୍‌ରୁ ୬ ଉଇକେଟ୍‌ ନେଇ ଚମତ୍କାର କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୯।୫: କ୍ରିକେଟରେ ହ୍ୟାଟ୍ରିକ ନେବା ଏକ ପ୍ରମୁଖ ସଫଳତା ବୋଲି ବିବେଚନା କରାଯାଏ। କିନ୍ତୁ ଦୁଇ ଜଣ ଅଷ୍ଟ୍ରେଲିୟ ବୋଲର ଏପରି ଏକ ସଫଳତା ହାସଲ କରିଥିଲେ…

ଭୋଟ ଦେବାର ୪୮ ଘଣ୍ଟା ପୂର୍ବରୁ ମୁଣ୍ଡ ନୁଆଁଇଲେ ‘ପୁଷ୍ପା’; ଫଲଟା ଉପନିର୍ବାଚନ ଦୌଡ଼ରୁ ଓହରିଗଲେ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ

କୋଲକାତା,୧୯।୫: ପଶ୍ଚିମବଙ୍ଗର ଫଲଟା ବିଧାନସଭା ଆସନ ପାଇଁ ଆଗାମୀ ଉପନିର୍ବାଚନର ମାତ୍ର ଦୁଇ ଦିନ ପୂର୍ବରୁ ରାଜ୍ୟ ରାଜନୀତି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ମୋଡ଼ ନେଇଛି। ଜାହାଙ୍ଗୀର ଖାନ…

ଇନଷ୍ଟାଗ୍ରାମରୁ ଯୁବକଙ୍କୁ ପ୍ରେମ କରି ଶ୍ବଶୁର ଘରୁ ଫେରାର୍‌ ହୋଇଗଲେ ବିବାହିତା ମହିଳା, ଥାନାରେ ସ୍ବାମୀ ପହଞ୍ଚି…

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗାଁରୁ ଜଣେ ବିବାହିତା ମହିଳା ସୋମବାର ଫେରାର୍‌ ହୋଇଯାଇଥିବା ଅଭିଯୋଗ ହୋଇଛି।ଏନେଇ ତାଙ୍କ ସ୍ବାମୀ ଦିଗପହଣ୍ଡି…

ଅଙ୍ଗନୱାଡ଼ିରୁ ମିଳୁଥିବା ବାଦାମ ଚିକି ଖାଇ ଗର୍ଭବତୀ ଗୁରୁତର, ସିଡିପିଓ ଅଫିସରେ ଧାରଣା ଦେଲେ ଲୋକେ

ବନ୍ତ,୧୯।୫(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ବନ୍ତ ପଞ୍ଚାୟତର ସଖୀପାଟଣା ଅଙ୍ଗନୱାଡ଼ି କେନ୍ଦ୍ରରୁ ମିଳିଥିବା ଅସ୍ବାସ୍ଥ୍ୟକର ପୃଷ୍ଟିକର ଖାଦ୍ୟ ଖାଇ ଜଣେ ଗର୍ଭବତୀ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri