Posted inଜାତୀୟ

ଗୁଜରାଟ ବିପର୍ଯ୍ୟୟର ମୁକାବିଲା କରିବା ବେଳେ ଆରମ୍ଭ ହୋଇଗଲା ଷଡଯନ୍ତ୍ର: ମୋଦି

କଚ୍ଛ,୨୮ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଥିବା ବେଳେ ରବିବାର ଭୁଜରେ ସ୍ମୃତି ସ୍ମାରକର ଉଦ୍‌ଘାଟନ କରିଛନ୍ତି । ୨୦୦୧ରେ ଭୁଜରେ ହାଇଥିବା ଭୟଙ୍କର ଭୂକମ୍ପରେ ପ୍ରାଣ ହାରାଇଥିବା ୧୩ ହଜାର ଲୋକଙ୍କ ସ୍ମୃତିରେ ଏହି ସ୍ମାରକ ନିର୍ମାଣ କରାଯାଇଛି । ଏହାସହ ୪୭୦ ଏକର ପରିସରରେ ନିର୍ମାଣ କରାଯାଇଥିବା ଏହି ସ୍ମାରକି ମଧ୍ୟ ହୃଦୟ ବିଦାରକ ଘଟଣାରୁ ମକ୍ତି ପାଇବା ପାଇଁ ଲୋକଙ୍କ ସାହସକୁ ଦର୍ଶାଉଛି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କଚ୍ଛର ବିକାଶ, ସମସ୍ତଙ୍କ ପ୍ରୟାସରେ ସାର୍ଥକ ପରିବର୍ତ୍ତନର ଏକ ଭିନ୍ନ ଉଦାହରଣ । କଚ୍ଛ କେବଳ ଏକ ସ୍ଥାନ ନୁହେଁ, ବରଂ ଏହା ଏକ ସ୍ପିରିଟ, ଏକ ଜୀବନ୍ତ ଭାବନା । ଏ ହେଉଛି ସେହି ଭାବନା ଯିଏ ଆମକୁ ସ୍ୱାଧିନତାର ଅମୃତ ମହୋତ୍ସବରେ ବିରାଟ ସଂକଳ୍ପର ସିଦ୍ଧିର ରାସ୍ତା ଦେଖାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୁଦାନରେ ସେନା-ଅର୍ଦ୍ଧସାମରିକ ବଳଙ୍କ ମଧ୍ୟରେ ସଂଘର୍ଷରେ ଏବେ ପର୍ଯ୍ୟନ୍ତ ୧୦୮ ଜଣଙ୍କ ମୃତ୍ୟୁ, ଭାରତ ପୁଣି ଜାରିକଲା ଚେତାବନୀ

ନୂଆଦିଲ୍ଲୀ,୧୮।୪: ସୁଦାନ ଉପରେ ନିୟନ୍ତ୍ରଣକୁ ନେଇ ଦେଶର ସେନା ତଥା ଏକ ଶନ୍ତିଶାଳୀ ଅର୍ଦ୍ଧସାମରିକ ବଳଙ୍କ ମଧ୍ୟରେ ସୋମବାର ଲଗାତାର ତୃତୀୟ ଦିନରେ ବି ସଂଘର୍ଷ...

ପରସ୍ପରକୁ ବିବାହ କଲେ ଦୁଇ ଭଉଣୀ

ରାଞ୍ଚି,୬।୧୨: ଝାଡଖଣ୍ଡର ରାଜଧାନୀ ରାଞ୍ଚିଠାରୁ ୧୬୦ କିମି ଦୂର କୋଡରମା ଜିଲାରେ ଏକ ନିଆରା ଘଟଣା ଘଟିଛି। ଏଠାରୁ ଦୁଇ ସମ୍ପର୍କୀୟ ଭଉଣୀ ସାତ ଜନମର...

ହରିୟାଣାରେ କରୋନା ବିସ୍ଫୋରଣ, ୫ ଜିଲାରେ ମହାମାରୀ ଆଲର୍ଟ, ସିନେମାହଲରେ ତାଲା

ଚଣ୍ଡିଗଡ଼,୨ ।୧: ଦେଶରେ ପୁଣିଥରେ ବଢିବାରେ ଲାଗିଲାଣି କରୋନା ସଂକ୍ରମଣ । ଏହାକୁ ନେଇ ବିଭିନ୍ନ ରାଜ୍ୟ ସରକାର ନୂଆ ନୂଆ ଗାଇଡ ଲାଇନ୍ ଜାରି...

ମରାଠା କୋଟା ଆଇନ : ଜରୁରୀ ଶୁଣାଣି ଆବେଦନରବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦ା୭(ପି.ଟି.)-ମରାଠା ସମ୍ପ୍ରଦାୟକୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେଇଥିବା ମହାରାଷ୍ଟ୍ର ଆଇନର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ବେଳେ ମାମଲାର ଜରୁରୀ...

ପ୍ରଚାର ଅଧାରୁ ଦିଲ୍ଲୀ ଫେରିଲେ ଅମିତ ଶାହା

ନୂଆଦିଲ୍ଲୀ,୪।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସାମରେ ନିର୍ବାଚନ ପ୍ରଚାର ଅଧାରୁ ରବିବାର ଦିଲ୍ଲୀ ଫେରିଛନ୍ତି। ଶାହାଙ୍କ ଆସାମରେ ୩ଟି ରାଲି ରହିଥିଲା। ଗୋଟିଏ...

ଭଗବାନ ରାମ କେବଳ ହିନ୍ଦୁଙ୍କର ନୁହେଁ, ସମସ୍ତଙ୍କର: ଫାରୁକ ଅବଦ୍ଦୁଲ୍ଲା

ଶ୍ରୀନଗର,୨୦।୧୧: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏକ ସାଧାରଣ ସଭାରେ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ଜମ୍ମୁ କଶ୍ମୀରର ଅଖନୁର ଜିଲାରେ ଏକ ସାଧାରଣ...

ଦେବୀ ଦୁର୍ଗାଙ୍କ ହାତରେ ତ୍ରିଶୂଳ ବଦଳରେ ଟିଏମସି ପତାକା, ଭାଜପା କଲା ନିନ୍ଦା…

କୋଲକାତା,୧।୧୦ : ଦୁର୍ଗା ପୂଜାର ମହାଷଷ୍ଠୀ ପୂଜା ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି। ବିଭିନ୍ନ ପୂଜା ପେଣ୍ଡାଲ ଭିନ୍ନ ଭିନ୍ନ ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ ହୋଇଛି।...

ମମତା ସରକାରଙ୍କୁ ବଡ଼ ଝଟ୍‌କା: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୧୧: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ହେଲେ ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ସରଗରମ ହୋଇଛି। ଶୁକ୍ରବାର ମମତା ବାନାର୍ଜୀଙ୍କ ସରକାରଙ୍କୁ...

Advertisement
Archives

Model This Week