କମ୍ ଜନସଂଖ୍ୟାକୁ ନେଇ ଚିନ୍ତାରେ ଚାଇନା ସରକାର, ଜନସଂଖ୍ୟା ବୃଦ୍ଧି ପାଇଁ ଲାଗୁ ହେବ ଯୋଜନା

ବେଜିଂ,୨୨ ।୨: ଚାଇନାରେ ବେଳକୁ ବେଳ ଜନସଂଖ୍ୟା କମ୍ ହେବାରେ ଲାଗିଛି । ଆଉ ଏବେ ଏହା ଜିନପିଙ୍ଗ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଦେଶରେ ଜନ୍ମହାରକୁ ବୃଦ୍ଧି କରିବାକୁ ଏବେ ନୂଆ ସ୍କିମ ଲାଗୁ କରାଯିବ । ଏହି କ୍ରମରେ ଏବେ ଚାଇନାରେ ନବବିବାହିତ ଯୋଡିଙ୍କୁ ୩୦ ଦିନିଆ ପେଡ ମ୍ୟାରେଜ ଲିଭ ଦିଆଯିବ । ଫଳରେ ପତ୍ନୀପତି ଏକାଠି ସମୟ କାଟିବା ସହ ଜନସଂଖ୍ୟା ବୃଦ୍ଧିରେ ସହଯୋଗ କରିପାରିବେ । ସୂଚନଯୋଗ୍ୟ, ପୂର୍ବରୁ ଚାଇନାରେ ବିବାହ ପାଇଁ କେବଳ ୩ ଦିନିଆ ପେଡ ଲିଭ ମିଳୁଥିଲା । ହେଲେ ଯେତେବେଳେ ଦେଶରେ ଜନସଂଖ୍ୟା ହ୍ରାସ ହେବାରେ ଲାଗିଲା ସେତେବେଳେ ସରକାର ତାଙ୍କର ନୀତିରେ ପରିବର୍ତ୍ତନ କରିଛନ୍ତି ।
ସୂଚନାଯୋଗ୍ୟ, ୧୯୮୦ରୁ ୨୦୧୫ ପର୍ଯ୍ୟନ୍ତ ଗୋଟିଏ ସନ୍ତାନ ନୀତି ଲାଗୁ କରାଯିବାରୁ ଚାଇନାରେ ଜନସଂଖ୍ୟା ହ୍ରାସ ପାଇଥିଲା । ୨୦୨୨ରେ ପ୍ରତି ୧,୦୦୦ ଲୋକରେ ଜନ୍ମ ହାର ଥିଲା ୬.୭୭ ପ୍ରତିଶତ ଯାହା ସବୁଠାରୁ କମ୍ । ଏହାପରେ ବିଶେଷଜ୍ଞମାନେ କହିଥିଲେ କି ଏହା ଦେଶର ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଇବ । ଚାଇନା ଦ୍ୱାରା ଘୋଷଣା କରାଯାଇଥିବା ଜନସଂଖ୍ୟା ଅନୁଯାୟୀ ଗତ ବର୍ଷ ଜନସଂଖ୍ୟା ୮.୫ ଲକ୍ଷ କମ୍ ହୋଇଥିଲା । ୧୯୬୦ ପରେ ଚାଇନା ଜନସଂଖ୍ୟାରେ ଏମିତି ହ୍ରାସ ପ୍ରଥମ ଥର ସାମ୍ନାକୁ ଆସିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘ ଅର୍ଥନୀତି ବିଶେଷଜ୍ଞଙ୍କ ପ୍ରଶଂସା

ଜାତିସଂଘ,୧୫।୫(ପି.ଟି.): କରୋନା ମହାମାରୀ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତିକୁ ସଜାଡିବା ଲାଗି ଭାରତ ସରକାର ଆଣିଥିବା ୨୦ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜକୁ ଜାତିସଂଘର...

ଭାରତୀୟ ବଂଶୋଦ୍ଭବ ନିଲ ମୋହନ ୟୁଟ୍ୟୁବ୍‌ର ନୂଆ ସିଇଓ

କାଲିଫର୍ନିଆ,୧୭।୨: ୟୁଟ୍ୟୁବ୍‌ ସିଇଓ ସୁସାନ ୱୋଜିକ୍କି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ତାଙ୍କ ସ୍ଥାନ ଭାରତୀୟ ମୂଳ ଆମେରିକୀୟ ନିଲ ମୋହନ ନେବେ ବୋଲି...

ହ୍ୱାଇଟ ହାଉସ ବାହାରେ ବଜ୍ରପାତ: ୩ ମୃତ

ୱାଶିଂଟନ,୬ ।୮: ଆମେରିକାର ରାଜଧାନୀ ୱାଶିଂଟନରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ ହାଉସ ବାହାରେ ବଜ୍ରପାତରେ ୩ ଜଣଙ୍କ...

ଟପ୍‌ଲେସ୍‌ ଫଟୋ ପୋଷ୍ଟ କରି ବିବାଦକୁ ଆସିଥିଲେ ଏହି ପର୍ନଷ୍ଟାର: ରହସ୍ୟଜନକ ଭାବେ ଘରୁ ମିଳିଲା ମୃତଦେହ

କାଲିଫର୍ନିଆ,୧୨ା୬: ୩୦୦ରୁ ଅଧିକ ପର୍ନ ଫିଲ୍ମରେ କାମ କରିଥିବା ଡାକୋଟା ସ୍କାଏଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଛି। ୨୭ ବର୍ଷୀୟା ଡାକୋଟାଙ୍କ ମୃତଦେହ ତାଙ୍କ ଘରୁ...

ଇମ୍ରାନଙ୍କୁ ମରିୟମଙ୍କ ଚେତାବନୀ

ଇସଲାମାବାଦ,୧୬ା୫: ପାକିସ୍ତାନର ଶାସକ ଦଳ ମୁସ୍‌ଲିମ ଲିଗ୍‌-ନଓ୍ବାଜ (ପିଏମଏଲ-ଏନ୍‌) ନେତ୍ରୀ ମରିୟମ ନଓ୍ବାଜ କହିଛନ୍ତି ଯେ, ଯଦି ଇମ୍ରାନ ତାଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରର ପ୍ରମାଣ ଦେଖାନ୍ତି...

ଆଲୋଚନା ପାଇଁ ପୁଟିନ୍‌ ରାଜି

ମସ୍କୋ/କିଭ୍‌,୩ା୧୨: ଦୀର୍ଘ ୯ ମାସ ଧରି ଚାଲିଥିବା ୟୁକ୍ରେନ୍‌ ଯୁଦ୍ଧର ଅବସାନ ଘଟିପାରେ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏକ ସମ୍ଭାବ୍ୟ ସମାଧାନ ପାଇଁ ଆଲୋଚନା...

ଗ୍ୟାସ ବିସ୍ଫୋରଣ: ଜଣେ ମୃତ ୧୨ ଆହତ

ବେଜିଂ,୨୦ା୭: ଚାଇନା ବନ୍ଦର ସହର ତିଆଞ୍ଜିନସ୍ଥିତ ଏକ ୬ ମହଲା ବିଶିଷ୍ଟ ଆବାସିକ କୋଠାରେ ଗ୍ୟାସ୍‌ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨...

ସେଲ୍‌ ଚାବି ହାତେଇ ୯ କଏଦୀ ଫେରାର

କୋହିମା,୨୦।୧୧: ନାଗାଲାଣ୍ଡର ମୋନ୍‌ ଜିଲା କାରାଗାରରୁ ୯ଜଣ ଅନ୍ତେବାସୀ ଫେରାର ଥିବା ଜଣାପଡିଛି। ପୋଲିସ ସେମାନଙ୍କୁ ଧରିବାକୁ ତଲାସି ଅଭିଯାନ ଜାରି ରଖିଛି। ଫେରାର କଏଦୀଙ୍କ...

Advertisement
Archives

Model This Week