ଆଜି ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନିକିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡର ଦୁଇଟି ବିଧାନସଭା କ୍ଷେତ୍ର ଷଢ଼େଇକଳା ଖରସୁଆଁ ଓ ସିଂହଭୂମରେ ଆୟୋଜିତ ଦୁଇଟି ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଲୋକଙ୍କ ଭୋଟ୍‌ ହାତେଇବା ସକାଶେ ମୁଖ୍ୟମନ୍ତ୍ରୀ ଭାଜପା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଝାଡ଼ଖଣ୍ଡ ନିର୍ବାଚନ ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୁଇ ଦିନିଆ ଗସ୍ତରେ ଯାଇ ପ୍ରଚାର କରିଥିଲେ। ଅନ୍ୟପଟେ ଭାଜପାର ବହୁ ନେତା ଏବେ ଝାଡ଼ଖଣ୍ଡ ଯାଇ ଭାଜପା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କାମରେ ଲାଗି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ମହିଳା ନିଖୋଜ, ୭ ଦିନ ପରେ ବି ମିଳୁନି ପତ୍ତା

ପୁରୁଷୋତ୍ତମପୁର,୨୮ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କେଏନପୁର ଗ୍ରାମରେ ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ଭାସିଯାଇ ନିଖୋଜ ହେବାର ୭…

ବାପାଙ୍କ ଜୁଇ ନଲିଭୁଣୁ ପୁଅର ଜୀବନ ଚାଲିଗଲା: ୨୪ ଘଣ୍ଟାରେ ଦୁଇ ମୃତ୍ୟୁରେ ସ୍ତବ୍ଧ ଗାଁ

ଛେଣ୍ଡିପଦା,୨୮।୧୧(ଅଜିତ୍ ଧଳ): ଗୋଟିଏ ପରିବାର ଉପରେ ଦୁଇ ଦିନରେ ଦୁଇ ଦୁଃଖଦ ଘଟଣା। ପ୍ରଥମେ ବାପାଙ୍କ ମୃତ୍ୟୁ, ଆଉ ତାଙ୍କ ମୃତ୍ୟୁର ୨୪ ଘଣ୍ଟା ନପୂରୁଣୁ ପୁଅର…

ଚେତିଲା ପ୍ରଶାସନ: ବନ୍ୟାର କାରଣ ଖୋଜିବା ସହ ସ୍ଥାୟୀ ସମାଧାନର ବ୍ଲୁ ପ୍ରିଣ୍ଟ୍‌ ଲାଗି ବୈଷୟିକ ଟିମ୍‌ର ଅନୁଧ୍ୟାନ

ପୁରୁଷୋତ୍ତମପୁର,୨୮ା୧୧(ସବିତା ମିଶ୍ର): ଅର୍ଣ୍ଣବ ବାତ୍ୟା ପରବର୍ତ୍ତୀ ପ୍ରଳୟଙ୍କରୀ ବନ୍ୟାର ଦୁଃଖ ଏବେ ବି ଭୁଲିନାହାନ୍ତି ପୁରୁଷୋତ୍ତମପୁରବାସୀ। ଋଷିକୁଲ୍ୟା ନଦୀର ଉଛୁଳା ଜଳ ନଦୀବନ୍ଧ ଡେଇଁବା ସହ ବିଭିନ୍ନ…

IPLରେ ସର୍ବାଧିକ ବିଜୟ ହାସଲ କରିଥିବା ଅଧିନାୟକ: ଧୋନୀ ଶୀର୍ଷରେ, ରୋହିତ ଦ୍ୱିତୀୟ ସ୍ଥାନରେ, ବିରାଟଙ୍କ ଆଗରେ ରହିଛନ୍ତି…

ନୂଆଦିଲ୍ଲୀ,୨୮।୧୧: ଇଣ୍ଡିଆନ ପ୍ରିମିୟର୍‌ ଲିଗ (IPL) ର ୧୯ ବର୍ଷର ଇତିହାସରେ ସବୁଠାରୁ ସଫଳ ଅଧିନାୟକ କିଏ? ଏହି ପ୍ରଶ୍ନ ଆସିବା ମାତ୍ରେ ମନକୁ ପ୍ରଥମେ ଏମ.ଏସ.…

ଯୁବତୀଙ୍କ ବିବାହ ଭାଙ୍ଗିବାକୁ ଅଶ୍ଳୀଳ ଭିଡିଓ ଭାଇରାଲ କରିଦେଲେ ଯୁବକ, ପଛରେ ଥିଲା ଏହି କାରଣ…

ଭୁବନେଶ୍ୱର,୨୮।୧୧(ତ୍ରିନାଥ ମହାନ୍ତି): ଜଣେ ୨୮ ବର୍ଷୀୟା ଯୁବତୀଙ୍କ ବିବାହ ପ୍ରସ୍ତାବ ଭାଙ୍ଗିବା ଉଦ୍ଦେଶ୍ୟରେ ଭାବି ବର ଓ ତାଙ୍କ ପରିବାର ନିକଟକୁ ସମ୍ପୃକ୍ତ ଯୁବତୀଙ୍କ ଅଶ୍ଳୀଳ ଭିଡିଓ…

‘ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ବାଂଲାଦେଶ ଫେରିବେ ନାହିଁ ହସିନା’: ପାକିସ୍ତାନ ପହଞ୍ଚିବା ପରେ ବାଂଲାଦେଶୀ ବାଚସ୍ପତିଙ୍କ ବଡ଼ ଦାବି

ଢାକା,୨୮।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣକୁ ନେଇ ରାଜନୈତିକ ବିବାଦ ତୀବ୍ର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ, ବାଂଲାଦେଶ ସଂସଦର ବାଚସ୍ପତି ହାଫିଜ ଉଦ୍ଦିନ…

‘Delimitation Bill ଗଣତନ୍ତ୍ର ପାଇଁ ଏକ ବିପଦ,’ INDIA ମେଣ୍ଟର ସାମ୍ବାଦିକ ସମ୍ମିଳନୀରେ କହିଲେ କଂଗ୍ରେସ ସଭାପତି ଖାର୍ଗେ

ନୂଆଦିଲ୍ଲୀ,୨୮।୧୧: ’ଡିଲିମିଟେସନ ବିଲ’ (ସୀମା ନିର୍ଦ୍ଧାରଣ ବିଲ) କୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ମଧ୍ୟରେ, ଶନିବାର ‘ଇଣ୍ଡିଆ’ (INDIA) ମେଣ୍ଟ ଏକ ବୈଠକ ଆୟୋଜନ କରିଥିଲା।…

ପୁଣି ଏକାଠି ହେଲେ ଶାହରୁଖ-କରୀନା

ବଲିଉଡ୍‌ର ବହୁପ୍ରତୀକ୍ଷିତ ଫିଲ୍ମ ‘କିଙ୍ଗ’ର ନୂଆ ଗୀତ ‘ଡ୍ୟାଡି କୁଲ’ ରିଲିଜ ହୋଇଛି। ଏହି ଗୀତରେ ଶାହରୁଖ ଖାନ ଓ କରୀନା କପୁର ଖାନଙ୍କ ଲୋକପ୍ରିୟ ଯୋଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?