Posted inଜାତୀୟ

ଚାର୍‌ ଧାମ ଯାତ୍ରା ବାତିଲ

ଡେରାଡୁନ୍‌,୨୯ା୪: କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥକୁ ୪ ଧାମ୍‌ ଯାତ୍ରା ବାତିଲ କରିଛନ୍ତି। ଗୁରୁବାର ସରକାରଙ୍କ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ମେ ମାସରେ ଏହି ଯାତ୍ରା ଆରମ୍ଭ ହେବାକୁ ଥିଲା। ଭାରତରେ କରୋନର ଦ୍ୱିତୀୟ ଲହର ଜାରିଥିବା ସତ୍ତ୍ୱେ କୁମ୍ଭମେଳା ଆୟୋଜନକୁ ନେଇ ଉତ୍ତରାଖଣ୍ଡ ହାଇକୋର୍ଟ ତିରଥ ସିଂ ରାଓ୍ବତଙ୍କ ସରକାରକୁ ଭର୍ତ୍ସନା କରିବା ପରେ ଚାର୍‌ ଧାମ ଯାତ୍ରା ବାତିଲ କରାଯାଇଛି। ଏହି ସମୟରେ କେବଳ ପୂଜକ ଉପସ୍ଥିତ ରହି ନୀତିକାନ୍ତି କରିବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଜ ପ୍ରତାପଙ୍କ ଗାଡି ଉପରକୁ ଆକ୍ରମଣ

ପାଟନା,୧୯।୫: ବିହାରର ଆର୍‌ଜେଡି ନେତା ତେଜ ପ୍ରତାପଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ରବିବାର ଅନ୍ତିମ ପର୍ଯ୍ୟାୟ ମତଦାନ ଅବସରରେ ସେ ଭୋଟ...

ଧାରଣା ଦେଉଥିବା ୮ ଏମ୍‌ପିଙ୍କ ପାଇଁ ଚା’ ନେଇ ପହଞ୍ଚିଲେ ଉପବାଚସ୍ପତି ହରିବଂଶ

ନୂଆଦିଲ୍ଲୀ, ୨୨।୯: ରାଜ୍ୟ ସଭାରେ ଶୃଙ୍ଖଳା ଭଙ୍ଗ କରିଥିବାରୁ ୮ ଏମ୍‌ପିଙ୍କୁ ନିଲମ୍ବିତ କରାଯାଇଛି। ଏମ୍‌ପିମାନେ ସଂସଦ ଭବନ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ମୂର୍ତ୍ତି ସମ୍ମୁଖରେ...

ଭୂକମ୍ପରେ ଥରିଲା ଦିଲ୍ଲୀ-ଏନ୍‌ସିଆର

ନୂଆଦିଲ୍ଲୀ,୩।୭: ଦିଲ୍ଲୀ-ଏନ୍‌ସିଆରରେ ଶୁକ୍ରବାର ସନ୍ଧ୍ୟା ୭ଟାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରହିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହରିଆଣାର...

ବୋଲେରୋରେ ମଦ ଚାମ୍ବର, ଏମିତି ହେଲା ପର୍ଦ୍ଦାଫାସ

ଲକ୍ଷ୍ନୌ,୩୧ା୭: ଜଣେ ନେପାଳୀ ଯୁବକଙ୍କୁ ଉତ୍ତରପ୍ରଦେଶର ଚନ୍ଦୋଲି ପୋଲିସ ମଦ ଚାଲାଣ ଅଭିଯୋଗରେ ଗିରଫ କରିଛି। ମାତ୍ର ଯୁବକଙ୍କ ବୁଦ୍ଧିକୁ ଦେଖି ପୋଲିସର ଅକଲ ଗୁଡୁମ୍‌...

ଜିଲାପାଳଙ୍କୁ ଦାଦାଗିରି ପଡିଲା ମହଙ୍ଗା

ଅଗରତାଲା,୩।୫: କୋଭିଡ ନିୟମକୁ ପାଳନ କରିବା ଆଳରେ ପଶ୍ଚିମ ତ୍ରିପୁରା ଜିଲାପାଳ ଦାଦାଗିରି କରିବା ତାଙ୍କୁ ମହଙ୍ଗା ପଡିଛି। ଜିଲାପାଳ ଶୈଳେଶ କୁମାର ଯାଦବ ବିବାହ...

ଆର୍ମି କ୍ୟାମ୍ପରେ ଫୁଟିଲା ଗୁଳି

ଶ୍ରୀନଗର,୧୫।୭: ଜମ୍ମୁ-କଶ୍ମୀରର ପୁଞ୍ଛ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଞ୍ଛ ଜିଲାର ସୁରାନକୋଟର ଆର୍ମି କ୍ୟାମ୍ପ ଭିତରେ ଗୁଳି ଫୁଟିଛି। ଏହି ଘଟଣାରେ ୨ଜଣ...

ଥମିନି କରୋନା ଡରାଇଲାଣି ଜିକା ଭାଇରସ

ମୁମ୍ବାଇ,୧ ।୮: କରୋନା ଭାଇରସ ଦ୍ୱାରା ସବୁଠାରୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଏବେ ଜିକା ଭାଇରସ ଦେଖା ଦେଲାଣି । ମହାରାଷ୍ଟ୍ର ସ୍ୱାସ୍ଥ୍ୟ...

ଆମେ କାହା ହାତରେ ଚାଲୁଥିବା କଣ୍ଡେଇ ନୁହେଁ: ଫାରୁଖ

ନୂଆଦିଲ୍ଲୀ,୩୦।୮: ପଡୋଶୀ ଦେଶ ପାକିସ୍ତାନ ଉପରେ ବର୍ଷିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନସର ନେତା ଫାରୁକ ଅବଦୁଲ୍ଲା। ସେ କହିଛନ୍ତି ସେମାନେ...

Advertisement
Archives

Model This Week