Posted inଜାତୀୟ

ମୃତ୍ୟୁବି ଏମାନଙ୍କୁ କରିପାରିଲାନି ଅଲଗା

ନୂଆଦିଲ୍ଲୀ,୧୦ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପାର୍ଥିବ ଶରୀର ଆଉ କିଛି ସମୟ ପରେ ପଞ୍ଚଭୂତରେ ବିଲିନ ହେବାକୁ ଯାଉଛି । ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାରେ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସହ ଅନ୍ୟ ୧୧ ବୀର ସୁପୁତ୍ରଙ୍କୁ ଦେଶ ହରାଇଛି । ବୁଧବାରର ଏହି ଘଟଣା ଦେଶବାସୀଙ୍କ ମନରୁ କେବେବି ଲିଭିବ ନାହିଁ । ଏବେ ଏହି ୧୩ ଜଣଙ୍କୁ ସାରା ଦେଶ ଲୁହ ଭିଜା ଆଖିରେ ଦେଇଛି ଶେଷ ବିଦାୟ । ଶୋକାକୂଳ ପରିବେଶ ମଧ୍ୟରେ ସମସ୍ତଙ୍କଠାରୁ ବିଦାୟ ନେଇଛନ୍ତି ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା । ୧୯୮୬ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଅଗ୍ନିକୁ ସାକ୍ଷି ରଖି ସାତ ଜନ୍ମ ପର୍ଯ୍ୟନ୍ତ ଏକାଠି ରହିବାକୁ ପରସ୍ପରକୁ କଥା ଦେଇଥଲେ । ଆଉ ଆଜି ମୃତ୍ୟୁ ବି ଏମାନଙ୍କୁ ଅଲଗା କରିପାରି ନାହିଁ । ଉଭୟ ପତ୍ନୀ-ପତି ଏକା ସାଙ୍ଗରେ ଶୋଇ ଯାଇଛନ୍ତି ଚିର ନିଦ୍ରାରେ ।


Enter your email to get our daily news in your inbox.

All Right Reserved By Dharitri.Com

ସର୍‌ନେମ ଉଧାର ଆଣିଛନ୍ତି ରାହୁଲ: ଗିରିରାଜ ସିଂ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ରେପ୍‌ ଇନ୍‌ ଇଣ୍ଡିଆ ’ ବୟାନକୁ ନେଇ ବିବାଦ ଥମିବାର ନାଁ ନେଉନି। ଶନିବାର ପୁଣିଥରେ ରାହୁଲ ଏଥିପାଇଁ...

ଆଜମ ଖାନ୍‌ଙ୍କୁ ଝଟକା: ଅନ୍ତରୀଣ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୨୮।୮: ସମାଜବାଦୀ ପାର୍ଟି(ଏସ୍‌ପି)ର ଏମ୍‌ପି ଆଜମ ଖାନ୍‌ଙ୍କ ବଢ଼ୁଛି ଅଡ଼ୁଆ। ଜିଲା ଅଦାଲତ ଆଜମଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ବୁଧବାର ଶୁଣାଣି କରିଛନ୍ତି। ଏହି...

୧୩ ଅଭିଯୁକ୍ତଙ୍କୁ ଅର୍ଦ୍ଧଉଲଗ୍ନ କରି ପରେଡ କରାଇଲା ପୋଲିସ

କୋଲକାତା,୨୪ା୯(ପି.ଟି.): ବେହରୋର ଥାନା ଉପରେ ଗତ ୬ ତାରିଖରେ ଗୁଳି ଚଳାଇ ହରିୟାଣାର ଗ୍ୟାଙ୍ଗଷ୍ଟର ବିକ୍ରମ ଓରଫ ପାପଲା ଗୁଜ୍ରାରଙ୍କୁ ଖସାଇନେବା ଅଭିଯୋଗରେ ଗିରଫ ହୋଇଥିବା...

ଓମିକ୍ରନ୍‌ ଯୋଗୁ ବେକାରୀ ହାର ୭.୯ ପ୍ରତିଶତ…

ନୂଆଦିଲ୍ଲୀ, ୩।୧ : ଦେଶରେ ବେକାରୀ ହାର ୨୦୨୧ ଡିସେମ୍ବରରେ ୭.୯ ପ୍ରତିଶତ ଛୁଇଁଛି। ଏନେଇ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମଆଇଇ) ପକ୍ଷରୁ...

ଜନସ୍ବାର୍ଥ ନୁହେଁ, ପ୍ରଚାର ସ୍ବାର୍ଥ ମାମଲା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୧୦: ତାଜମହଲ ଇତିହାସର ତଥ୍ୟାନ୍ବେଷୀ ଅନୁଧ୍ୟାନ ସହ ଏହା ପରିସରରେ ଥିବା ୨୨ଟି ପ୍ରକୋଷ୍ଠକୁ ଖୋଲିବା ଲାଗି ଦାଏର ଏକ ଜନସ୍ବାର୍ଥ ମାମଲାକୁ ସୁପ୍ରିମକୋର୍ଟ ଶୁକ୍ରବାର...

ଭାରତରେ ବିଏଫ୍‌.୭ ଭାରିଆଣ୍ଟର ୪ ମାମଲା ଚିହ୍ନଟ…

ନୂଆଦିଲ୍ଲୀ,୨୨।୧୨ : ସମଗ୍ର ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିଛି। ଚାଇନାରେ ବଢୁଥିବା କରୋନା ଓମିକ୍ରନର ସବ-ଭାରିଆଣ୍ଟ ବିଏଫ୍‌.୭ ଏବଂ ବିଏଫ୍‌.୧୨ ମାମଲା କାୟା...

ଉଦ୍ଧବଙ୍କ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ:ଶିବସେନାକୁ ଗୃହ, ଏନ୍‌ସିପିକୁ ଅର୍ଥ

ମୁମ୍ବାଇ, ୧୩ା୧୨(ପି.ଟି.):ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଗୁରୁବାର ତାଙ୍କ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ କରିଛନ୍ତି। ଶିବସେନାକୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ମିଳିଥିବାବେଳେ ସହଯୋଗୀ ଏନ୍‌ସିପିକୁ ଅର୍ଥ ଓ...

୨୫୦୦ରେ ମିଳୁଛି କରୋନା ନେଗେଟିଭ୍‌ ସାର୍ଟିଫିକେଟ

ମିରଠ,୭।୭: କରୋନା ଭାଇରସ୍‌ ସଂକ୍ରମଣ ଦେଶର ପ୍ରାୟ ସବୁ ସ୍ଥାନରେ ବ୍ୟାପିସାରିଛି। ଏହାର ମୁକାବିଲା ପାଇଁ ସାରା ବିଶ୍ୱ ଏକ ହୋଇଥିବା ବେଳେ ଯେଉଠିଁ କେନ୍ଦ୍ର...

Advertisement
Archives

Model This Week