Video

ହୃଦ୍‌ଘାତରୁ କିଭଳି ଦୂରେଇ ରହିବେ

ହୃଦଘାତ ବା ହାର୍ଟ ଆଟାକ୍ ଏକ ମାରାତ୍ମକ ରୋଗ । ଏହା ଅନ୍ୟ ରୋଗ ଅଥବା ଡାଇବେଟିସ୍, ବ୍ଲଡପ୍ରେସର ଭଳି ପୂର୍ବରୁ ସୂଚନା ଦେଇ ଆସିନଥାଏ । ଛାତିରେ ହଠାତ ଖୁବ ଯନ୍ତ୍ରଣା ହେବା, ଝାଳ ବୋହିବା, ଧଇଁ ସଇଁ...

ଏନସିବିରେ ହାଜର ହେଲେ ଦୀପିକା

ଡ୍ରଗ୍ସ ଲିଙ୍କ ମାମଲାରେ ଦୀପିକା ପାଦୁକୋନଙ୍କୁ ପଚରାଉଚରା କରିବାକୁ ସମନ କରିଥିଲା ଏନସିବି । ଏନେଇ ଏନସିବିରେ ହାଜର ହୋଇଛନ୍ତି ଦୀପିକା । ଆଜି ଦୀପିକାଙ୍କୁ ଏନସିବିରେ ମାରାଥନ ଜେରା କରାଯାଉଛି । ଦୀପିକାଙ୍କୁ ପ୍ରଶ୍ନ କରୁଛନ୍ତି ଏନସିବିର ୫...

କାହିଁକି ଧୋନୀଙ୍କୁ ନମସ୍କାର କରିଲେ ଯଶସ୍ୱୀ

ଆଜିର ଏପିସୋଡରେ ଦେଖିବା ଆଇପିଏଲ୍ ସିଜନ-୧୩ରେ ଆଜି ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ । କେଉଁ କାରଣ ପାଇଁ ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ନେଇ ପ୍ରଶ୍ନ କରିଲେ ଗୌତମ ଗମ୍ଭୀର । ଆଇପିଏଲ୍‌ରେ ଡେବ୍ୟୁ କରିଥିବା ଯଶସ୍ୱୀ ଜୟସ୍ୱାଲ...

ବାବୁ ମହଲ: ସନିଆର ଆଖିଦୋଷ

ଦୈନନ୍ଦିନ ଜୀବନରେ ସୁସ୍ଥ ରହିବା ପାଇଁ ସବୁଜ ପନିପରିବା ଖାଇବା ନିହାତି ଦରକାର, କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଖାଇବା ଦ୍ଵାରା ତାହା ଆମ ଶରୀର ପ୍ରତି ହାନିକାରକ ହୋଇପାରେ । ଏଥର “ବାବୁ ମହଲ” ର ପ୍ରସଙ୍ଗ ହେଉଛି...

ଓଡ଼ିଶାର ଲଦାଖ – ତାପଙ୍ଗ

ଆକଶମାର୍ଗରୁ ଦେଖିଲେ ଲାଗିବ ଯେମିତି ଆପଣ କେଉଁ ବାହାର ରାଜ୍ୟରେ ଅଛନ୍ତି । ଡ୍ରୋନ କ୍ୟାମେରା ଭିଜୁଆଲ ହେଉ କି ମୋବାଇଲ ସେଲଫି, ବିଭିନ୍ନ ଭେରାଇଟ୍ କ୍ୟାପସନ୍ ସହ ସୋସିଆଲ ମିଡ଼ିଆରେ ଏଭଳି ଅନେକ ଫଟୋ ଆପଣ ଦେଖିବାକୁ ପାଇବେ...

ଆଜିଠୁ ଖୋଲିଲା ତାଜମହଲ

କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ୧୭ରୁ ବନ୍ଦ ରହିଥିବା ତାଜମହଲ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । ହେଲେ ଏଥର କରୋନା କଟକଣା ମଧ୍ୟରେ ତାଜମହଲ ବୁଲିବାର ମଜା ଉଠାଇପାରିବେ ପର୍ଯ୍ୟଟକ ।

କୋରାପୁଟରୁ କଟକ ଷ୍ଟୁଡିଓ- ନମିତାଙ୍କ କାହାଣୀ | Meet tribal singing sensation Namita

ବଣମଲ୍ଲୀ, ବଣରେ ମଉଳି ଯାଇନି । ସୁଦୁର କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କାନାଗାଁ ପଂଚାୟତ ଚିନ୍ତାଗୁଡା ଗ୍ରାମର ଆଦିବାସୀ ଝିଅ ନମିତା ମେଲକା ଏବେ କଟକ ସିଡ଼ିଏ ସ୍ଥିତ ନ୍ୟୁ ରେକଡିଂ ଷ୍ଟୁଡିଓ ବୁଥରେ ଗୀତ ରେକଡିଂରେ ବ୍ୟସ୍ତ...

ଆଜିଠୁ ଆଇପିଏଲ- ମୁମ୍ବାଇ VS ଚେନ୍ନାଇ ଫାଇଟ୍

ଆଜିଠୁ ଘରେ ବସି ଫଟାଫଟ୍ କ୍ରିକେଟର ମଜା ନେବେ କ୍ରିକେଟପ୍ରେମୀ । ଆଜିଠୁ ଆରମ୍ଭ ହେଉଛି ଆଇପିଏଲ ସିଜିନ୍‌-୧୩ । ଏଥିପାଇଁ ପ୍ରସ୍ତୁତ ହୋଇସାରିଛି ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମ୍ । ଭାରତୀୟ ସମୟ ସନ୍ଧ୍ୟା ସାଢେ ୭ଟାରେ ଖେଳାଯିବ...

ତ୍ରିରଙ୍ଗା ଭଳି ହେବ ନୂଆ ସଂସଦ ଭବନର ଡିଜାଇନ୍

ନୂଆ ସଂସଦର ଦାୟିତ୍ୱ ଦେଶର ଅଗ୍ରଣୀ କମ୍ପାନୀ ଟାଟା ପ୍ରୋଜେକ୍ଟ ଲିମିଟେଡ ହାତକୁ ଯାଇଛି । ବୁଧବାର ଏନେଇ ସୂଚନା ମିଳିଛି । କମ୍ପାନୀ ଏଥିପାଇଁ ୮୬୧.୯କୋଟି ଟଙ୍କାରେ ଚୁକ୍ତି କରିଛି । ଚଳିତ ମୌସୁମୀ ଅଧିବେଶନ ପରେ ଏକ...

ବାବୁ ମହଲ: କାର କିଣିଲେ ମାଝିବାବୁ

କଥାରେ ଅଛି ‘ଶସ୍ତା ରୁ ହିନସ୍ତା’। ଠିକ୍ ଭାବରେ ଅନୁଧ୍ୟାନ ନ କରି ଶସ୍ତାରେ ଜିନିଷ କିଣିବା ଦ୍ୱାରା ଅନେକ ସମୟରେ ହଇରାଣ ହେବାକୁ ପଡ଼ିଥାଏ। ଏଥର ବାବୁ ମହଲ ର ପ୍ରସଙ୍ଗ ହେଉଛି “କାର କିଣିଲେ ମାଝିବାବୁ” ।...

ରାଜ୍ୟର ୭ଟି ସହରରେ ନିଟ୍ ପରୀକ୍ଷା

ଆଜି ଅନୁଷ୍ଠିତ ହେଉଛି ନିଟ୍ ପରୀକ୍ଷା। କୋଭିଡ୍-୧୯ କଟକଣା ମଧ୍ୟରେ ଅଫଲାଇନରେ ହେଉଥିବା ଏହି ପରୀକ୍ଷାରେ ଦେଶର ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ ଥିବା ବେଳେ ଓଡ଼ିଶାରୁ ୩୭ ହଜାର ୪୫୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଓଡ଼ିଶାର...

ଆସିଲେଣି ଅତିଥି, ଚଳଚଞ୍ଚଳ ପୁରୀ

ଦେଶରେ ଅନଲକ୍‌-୪ ଆରମ୍ଭ ହେବା ପରେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଛି । ଏହାରି ଭିତରେ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ମଧ୍ୟ ପର୍ଯ୍ୟଟକ ମାନେ ଆସୁଥିବା ଦେଖିବାକୁ ମିଳିଛି । ପୁରୀରେ କିଭଳି ରହିଛି ବର୍ତମାନ ସ୍ଥିତି ଦେଖନ୍ତୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri