Odisha Elections 2024

Video

ଓଡ଼ିଶାର ଲଦାଖ – ତାପଙ୍ଗ

ଆକଶମାର୍ଗରୁ ଦେଖିଲେ ଲାଗିବ ଯେମିତି ଆପଣ କେଉଁ ବାହାର ରାଜ୍ୟରେ ଅଛନ୍ତି । ଡ୍ରୋନ କ୍ୟାମେରା ଭିଜୁଆଲ ହେଉ କି ମୋବାଇଲ ସେଲଫି, ବିଭିନ୍ନ ଭେରାଇଟ୍ କ୍ୟାପସନ୍ ସହ ସୋସିଆଲ ମିଡ଼ିଆରେ ଏଭଳି ଅନେକ ଫଟୋ ଆପଣ ଦେଖିବାକୁ ପାଇବେ...

ଆଜିଠୁ ଖୋଲିଲା ତାଜମହଲ

କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ୧୭ରୁ ବନ୍ଦ ରହିଥିବା ତାଜମହଲ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । ହେଲେ ଏଥର କରୋନା କଟକଣା ମଧ୍ୟରେ ତାଜମହଲ ବୁଲିବାର ମଜା ଉଠାଇପାରିବେ ପର୍ଯ୍ୟଟକ ।

କୋରାପୁଟରୁ କଟକ ଷ୍ଟୁଡିଓ- ନମିତାଙ୍କ କାହାଣୀ | Meet tribal singing sensation Namita

ବଣମଲ୍ଲୀ, ବଣରେ ମଉଳି ଯାଇନି । ସୁଦୁର କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କାନାଗାଁ ପଂଚାୟତ ଚିନ୍ତାଗୁଡା ଗ୍ରାମର ଆଦିବାସୀ ଝିଅ ନମିତା ମେଲକା ଏବେ କଟକ ସିଡ଼ିଏ ସ୍ଥିତ ନ୍ୟୁ ରେକଡିଂ ଷ୍ଟୁଡିଓ ବୁଥରେ ଗୀତ ରେକଡିଂରେ ବ୍ୟସ୍ତ...

ଆଜିଠୁ ଆଇପିଏଲ- ମୁମ୍ବାଇ VS ଚେନ୍ନାଇ ଫାଇଟ୍

ଆଜିଠୁ ଘରେ ବସି ଫଟାଫଟ୍ କ୍ରିକେଟର ମଜା ନେବେ କ୍ରିକେଟପ୍ରେମୀ । ଆଜିଠୁ ଆରମ୍ଭ ହେଉଛି ଆଇପିଏଲ ସିଜିନ୍‌-୧୩ । ଏଥିପାଇଁ ପ୍ରସ୍ତୁତ ହୋଇସାରିଛି ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମ୍ । ଭାରତୀୟ ସମୟ ସନ୍ଧ୍ୟା ସାଢେ ୭ଟାରେ ଖେଳାଯିବ...

ତ୍ରିରଙ୍ଗା ଭଳି ହେବ ନୂଆ ସଂସଦ ଭବନର ଡିଜାଇନ୍

ନୂଆ ସଂସଦର ଦାୟିତ୍ୱ ଦେଶର ଅଗ୍ରଣୀ କମ୍ପାନୀ ଟାଟା ପ୍ରୋଜେକ୍ଟ ଲିମିଟେଡ ହାତକୁ ଯାଇଛି । ବୁଧବାର ଏନେଇ ସୂଚନା ମିଳିଛି । କମ୍ପାନୀ ଏଥିପାଇଁ ୮୬୧.୯କୋଟି ଟଙ୍କାରେ ଚୁକ୍ତି କରିଛି । ଚଳିତ ମୌସୁମୀ ଅଧିବେଶନ ପରେ ଏକ...

ବାବୁ ମହଲ: କାର କିଣିଲେ ମାଝିବାବୁ

କଥାରେ ଅଛି ‘ଶସ୍ତା ରୁ ହିନସ୍ତା’। ଠିକ୍ ଭାବରେ ଅନୁଧ୍ୟାନ ନ କରି ଶସ୍ତାରେ ଜିନିଷ କିଣିବା ଦ୍ୱାରା ଅନେକ ସମୟରେ ହଇରାଣ ହେବାକୁ ପଡ଼ିଥାଏ। ଏଥର ବାବୁ ମହଲ ର ପ୍ରସଙ୍ଗ ହେଉଛି “କାର କିଣିଲେ ମାଝିବାବୁ” ।...

ରାଜ୍ୟର ୭ଟି ସହରରେ ନିଟ୍ ପରୀକ୍ଷା

ଆଜି ଅନୁଷ୍ଠିତ ହେଉଛି ନିଟ୍ ପରୀକ୍ଷା। କୋଭିଡ୍-୧୯ କଟକଣା ମଧ୍ୟରେ ଅଫଲାଇନରେ ହେଉଥିବା ଏହି ପରୀକ୍ଷାରେ ଦେଶର ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ ଥିବା ବେଳେ ଓଡ଼ିଶାରୁ ୩୭ ହଜାର ୪୫୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଓଡ଼ିଶାର...

ଆସିଲେଣି ଅତିଥି, ଚଳଚଞ୍ଚଳ ପୁରୀ

ଦେଶରେ ଅନଲକ୍‌-୪ ଆରମ୍ଭ ହେବା ପରେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଛି । ଏହାରି ଭିତରେ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ମଧ୍ୟ ପର୍ଯ୍ୟଟକ ମାନେ ଆସୁଥିବା ଦେଖିବାକୁ ମିଳିଛି । ପୁରୀରେ କିଭଳି ରହିଛି ବର୍ତମାନ ସ୍ଥିତି ଦେଖନ୍ତୁ...

ରିୟାଙ୍କୁ ଟାର୍ଗେଟ କରି କ’ଣ କହିଲେ ଅଙ୍କିତା l This is what Ankita said targeting Rhea

ଆଜିର ଏପିସୋଡରେ ଦେଖିବା କାହା ବିରୋଧରେ କ୍ରିମିନାଲ୍ ଆକ୍ସନ ନେବେ କଙ୍ଗନା । କ’ଣ କଙ୍ଗନା ସତରେ ଭାଜପାରେ ଯୋଗ ଦେଉଛନ୍ତି । ରିୟାଙ୍କୁ ଟାର୍ଗେଟ କରି କ’ଣ କହିଲେ ଅଙ୍କିତା । କାହିଁକି ଗୁରୁଙ୍କ ଆବଶ୍ୟକ ପଡିଲା ବଲିଉଡ୍...

କାହିଁକି ହାତ ଯୋଡିଥିଲେ ସଚିନ | Here’s why Sachin folded hands | Sports Roundup

ଆଜିର ଏପିସୋଡରେ ଦେଖିବା କ୍ରିକେଟ ଖେଳିବାକୁ ଇଛାପ୍ରକାଶ କଲେ ଯୁବରାଜ । କୋହଲିଙ୍କ ଘଣ୍ଟାର ଦାମ୍ କେତେ । ଫ୍ୟାମିଲି ସହ କ୍ବାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି ରୋହିତ ଶର୍ମା । କାହିଁକି ଓ କେବେ ହାତ ଯୋଡିଥିଲେ ସଚିନ୍...

ବାୟୁସେନାରେ ସାମିଲ ହେଲା ରାଫେଲ

ଆଜି ଭାରତୀୟ ବାୟୁସେନାରେ ସାମିଲ ହେଲା ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ । ପଂଜାବର ଅମ୍ୱାଲା ଏୟାରବେସ୍ ରେ ବିଶେଷ ପୂଜାର୍ଚନା ପରେ ବାୟୁସେନାରେ ସାମିଲ ହୋଇଛି ବାହୁବଳି ରାଫେଲ୍ । ସମସ୍ତ ଧର୍ମର ପୂଜକଙ୍କ ଦ୍ୱାରା ପୂଜାର୍ଚନା ଓ...

ଆପଣ ସ୍ଲିମ୍ ହେବାକୁ ଚାହୁଁଛନ୍ତି କି | Simple ways to get slim

ଆଜିର ଏପିସୋଡରେ ଆମେ ଜାଣିବା ଯଦି ଆପଣ ଅଧିକ ମୋଟା ହୋଇଛନ୍ତି ଏବଂ ଶରୀରର ଓଜନ କମାଇବାକୁ ଚାହୁଁଛନ୍ତି ତେବେ କଣ କରିବା ଦରକାର। ଏବଂ ଆପଣଙ୍କ ଶରୀରରେ ଚର୍ବି କିଭଳି କମାଇବେ। ଏଥିପାଇଁ ନଜର ପକାଇବା ଆଜିର ଡାଏଟ୍...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri