Posted inVideo

କଟକଣାରେ କଟକ ଦଶହରା ପାଳନ

Featured Video Play Icon

ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଜଗତଜନନୀ ମା’ ଦୁର୍ଗା । ମା’ଙ୍କ ଆଗମନରେ ପ୍ରଫୁଲ୍ଲିତ ହୋଇଉଠିଛି ପୁରା ପରିବେଶ । ସବୁଠି କାଶତଣ୍ଡିର ମହକ । ଦଶହରା କଥା କହିଲେ ମନେପଡେ କଟକ କଥା। ତେବେ କରୋନା କଟକଣା ଭିତରେ କେଉଁଭଳି କଟକରେ ମାଆ ଦୁର୍ଗାଙ୍କର ପୂଜା କରାଯାଉଛି ଦେଖନ୍ତୁ ଏହି ଭିଡିଓରେ..

 

 

 


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ନିଆଳି ଛେନା ବ୍ୟବସାୟୀଙ୍କ ନାମରେ ଏତଲା

ନିଆଳି ଛେନା ବ୍ୟବସାୟୀଙ୍କ ନାମରେ ଏତଲା । ନିଆଳି ଛେନା ଖାଦ୍ୟ ଅନୁପଯୋଗୀ ବୋଲି କହିଛନ୍ତି କେଏମସି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?