Video

ବାବୁ ମହଲ: ସୁପରଷ୍ଟାର୍ ସନିଆ

ଆଜିର ଯୁବକ ଯୁବତୀମାନେ ରାତାରାତି ଷ୍ଟାର୍ ହେବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଚିନ୍ତା କରିଥାଆନ୍ତି, ଯାହା ଫଳରେ ସେମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଥର “ବାବୁମହଲ” ର ପ୍ରସଙ୍ଗ ହେଉଛି “ସୁପରଷ୍ଟାର୍ ସନିଆ”। This...

ସଜେଇ ହେଉଛି ପୁରୀ ବେଳାଭୂମି

ପୁରୀର ସ୍ୱର୍ଣ୍ଣୀମ ବେଳାଭୂମି ଏବେ ତାର ବାସ୍ତବ ରୂପନ ନେଇଛି । ବେଳାଭୂମିକୁ ସବୁଜ ଭରା, ସ୍ୱଚ୍ଛ ଓ ସୌନ୍ଦର୍ଯ୍ୟଭରା କରାଯିବା ସହ କିପରି ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ବେଳାଭୂମିର ମନୋହର ଦୃଶ୍ୟକୁ ଉପଭୋଗ କରିବେ ସେଥିପ୍ରତି ଧ୍ୟାନ ଦିଆଯାଇଛି...

କଟକର ନୂଆ ରୂପ

ଐତିହ୍ୟ ଓ ଭାଇଚାରାର ସହର କଟକ। ଏଠାରେ ଭାଇ ଭାଇ ପରି ମିଶିକି ରହିବା ଏକାଠି ପର୍ବପର୍ବାଣୀ ପାଳନ କରିବା ବାଲି ଯାତ୍ରା ବୁଲିବା ସବୁ କିଛି ନିଆରା। ଆଉ ଏବେ ଏସସିବି ମେଡିକାଲ ଚର୍ତୁପାଶ୍ୱର୍ ସମ୍ପ୍ରସାରଣ କରାଯାଉଥିବା ବେଳେ...

ପରଲୋକରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ

ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି। ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବରିଷ୍ଠ ବିଜେଡ଼ି ନେତା ପ୍ରଦୀପ ମହାରଥୀଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଗୁରୁତର ହୋଇପଡ଼ିଥିଲା। ଏହାପରେ ଭେଣ୍ଟିଲେଟର ସହାୟତାରେ...

ସ୍ମାର୍ଟ ସିଟିର ଫିଟନେସ ଫଣ୍ଡା

ବ୍ରହ୍ମ ମୁହୁର୍ତ୍ତରୁ ଉଠି ପ୍ରାତ ଭ୍ରମଣ ଶରୀର ପାଇଁ ସଞ୍ଜିବନୀ ସଦୃଶ। ସ୍ମାର୍ଟ ସିଟି ଭୁବନେଶ୍ୱରରେ କୋଭିଡ କାୟା ବିସ୍ତାର କରିବା ପରେ ରାଜଧାନୀବାସୀ ସ୍ବାସ୍ଥ୍ୟ ପ୍ରତି ଅଧତ୍କ ଯତ୍ନବାନ ହୋଇଛନ୍ତି। ତେଣୁ ଏକ ସୁସ୍ଥ ଜୀବନ ବଞ୍ଚିବା ପାଇଁ...

ଅନଲକ୍‌-୫: ଖୋଲିବ ସିନେମା ହଲ୍‌, ପାର୍କ, ସୁଇମିଂ ପୁଲ୍

ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ଅନଲକ -୫ । କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଅନଲକ-୫ ପାଇଁ ନୂଆ ଗାଇଡଲାଇନ ଜାରି ହୋଇଛି । ଜାରି କରାଯାଇଥିବା ନୂଆ ନିୟମାବଳୀରେ ଦେଶର ସମସ୍ତ ସିନେମା...

୫ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

ଆନ୍ଧ୍ରପ୍ରଦେଶ ଉପକୂଳ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଗାମୀ 48 ଘଣ୍ଚା ମଧ୍ୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର...

ହୃଦ୍‌ଘାତରୁ କିଭଳି ଦୂରେଇ ରହିବେ

ହୃଦଘାତ ବା ହାର୍ଟ ଆଟାକ୍ ଏକ ମାରାତ୍ମକ ରୋଗ । ଏହା ଅନ୍ୟ ରୋଗ ଅଥବା ଡାଇବେଟିସ୍, ବ୍ଲଡପ୍ରେସର ଭଳି ପୂର୍ବରୁ ସୂଚନା ଦେଇ ଆସିନଥାଏ । ଛାତିରେ ହଠାତ ଖୁବ ଯନ୍ତ୍ରଣା ହେବା, ଝାଳ ବୋହିବା, ଧଇଁ ସଇଁ...

ଏନସିବିରେ ହାଜର ହେଲେ ଦୀପିକା

ଡ୍ରଗ୍ସ ଲିଙ୍କ ମାମଲାରେ ଦୀପିକା ପାଦୁକୋନଙ୍କୁ ପଚରାଉଚରା କରିବାକୁ ସମନ କରିଥିଲା ଏନସିବି । ଏନେଇ ଏନସିବିରେ ହାଜର ହୋଇଛନ୍ତି ଦୀପିକା । ଆଜି ଦୀପିକାଙ୍କୁ ଏନସିବିରେ ମାରାଥନ ଜେରା କରାଯାଉଛି । ଦୀପିକାଙ୍କୁ ପ୍ରଶ୍ନ କରୁଛନ୍ତି ଏନସିବିର ୫...

କାହିଁକି ଧୋନୀଙ୍କୁ ନମସ୍କାର କରିଲେ ଯଶସ୍ୱୀ

ଆଜିର ଏପିସୋଡରେ ଦେଖିବା ଆଇପିଏଲ୍ ସିଜନ-୧୩ରେ ଆଜି ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ । କେଉଁ କାରଣ ପାଇଁ ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ନେଇ ପ୍ରଶ୍ନ କରିଲେ ଗୌତମ ଗମ୍ଭୀର । ଆଇପିଏଲ୍‌ରେ ଡେବ୍ୟୁ କରିଥିବା ଯଶସ୍ୱୀ ଜୟସ୍ୱାଲ...

ବାବୁ ମହଲ: ସନିଆର ଆଖିଦୋଷ

ଦୈନନ୍ଦିନ ଜୀବନରେ ସୁସ୍ଥ ରହିବା ପାଇଁ ସବୁଜ ପନିପରିବା ଖାଇବା ନିହାତି ଦରକାର, କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଖାଇବା ଦ୍ଵାରା ତାହା ଆମ ଶରୀର ପ୍ରତି ହାନିକାରକ ହୋଇପାରେ । ଏଥର “ବାବୁ ମହଲ” ର ପ୍ରସଙ୍ଗ ହେଉଛି...

ଓଡ଼ିଶାର ଲଦାଖ – ତାପଙ୍ଗ

ଆକଶମାର୍ଗରୁ ଦେଖିଲେ ଲାଗିବ ଯେମିତି ଆପଣ କେଉଁ ବାହାର ରାଜ୍ୟରେ ଅଛନ୍ତି । ଡ୍ରୋନ କ୍ୟାମେରା ଭିଜୁଆଲ ହେଉ କି ମୋବାଇଲ ସେଲଫି, ବିଭିନ୍ନ ଭେରାଇଟ୍ କ୍ୟାପସନ୍ ସହ ସୋସିଆଲ ମିଡ଼ିଆରେ ଏଭଳି ଅନେକ ଫଟୋ ଆପଣ ଦେଖିବାକୁ ପାଇବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri