Posted inVideo

ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ- ସୁରୁଖୁରୁରେ ଚାଲିଛି ମତଦାନ

Featured Video Play Icon

ରାଜ୍ୟର ଦୁଇଟି ଆସନରେ ଚାଲିଛି ଉପନିର୍ବାଚନ ପାଇଁ ମତଦାନ । ଦିନ ଗୋଟାଏ ସୁଦ୍ଧା ଏହି ଦୁଇ ଉପନିର୍ବାଚନ ଆସନରେ ମୋଟ୍ ୪୦ ଦଶମିକ ୫୧ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଚନା ଦେଇଛନ୍ତି । ସେହିଭଳି ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧. ୩୬ ଏବଂ ତିର୍ତ୍ତୋଲରେ ୩୯.୬୮ ପ୍ରତିଶତ ଭୋଟ୍ ପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

Disorganised marine police makes coastal security porous | ଉପକୂଳ ଅଞ୍ଚଳରେ ସୁରକ୍ଷା ଢିଲା

If the report of the central investigation department is anything to go by, Puri is in the target of...

Featured Video Play Icon

ପୁରୀ ରଥଯାତ୍ରା କଟକଣାକୁ ଭକ୍ତମାନେ ମାନନ୍ତୁ – ମୁଖ୍ୟମନ୍ତ୍ରୀ

ପୁରୀ ରଥଯାତ୍ରା ପାଇଁ ସୋମବାର ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ରଥଯାତ୍ରା...

Featured Video Play Icon

କୋରାପୁଟରୁ କଟକ ଷ୍ଟୁଡିଓ- ନମିତାଙ୍କ କାହାଣୀ | Meet tribal singing sensation Namita

ବଣମଲ୍ଲୀ, ବଣରେ ମଉଳି ଯାଇନି । ସୁଦୁର କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କାନାଗାଁ ପଂଚାୟତ ଚିନ୍ତାଗୁଡା ଗ୍ରାମର ଆଦିବାସୀ ଝିଅ ନମିତା ମେଲକା ଏବେ...

Featured Video Play Icon

କାନ୍ଦିକାନ୍ଦି କହିଲେ ପ୍ରଭୁ ରକ୍ଷାକର

ଭାବ ବିହ୍ୱଳ ହୋଇ ପଡିଲେ ଶ୍ରଦ୍ଧାଳୁ। ଦୁଇ ବର୍ଷ ହେଲା ଭଗବାନଙ୍କ ଏହି ନୀତିକାନ୍ତି ଦେଖିନଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଦୁଃଖ। କେମିତି ସେମାନେ ତାଙ୍କ କାଳିଆ...

Featured Video Play Icon

ଜାଣନ୍ତୁ କେବେ ପୁଣି ପଡିଆକୁ ଓହ୍ଲାଇବେ ମାହି

ଆଜିର ଏପିସୋଡରେ ଦେଖିବା – * କେମିତି ଧୋନୀଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ରନ ଆଉଟରୁ ଆରମ୍ଭ ଓ ରନ ଆଉଟରେ ଶେଷ * ଅନ୍ତର୍ଜାତୀୟ...

Featured Video Play Icon

ପରଲୋକରେ ପ୍ରିନ୍ସ ଫିଲିପ୍‌

ଇଂଲଣ୍ଡର କୁଇନ୍ ଏଲିଜାବେଥ୍ ଦ୍ବିତୀୟଙ୍କ ପତି ପ୍ରିନ୍ସ ଫିଲିପ୍‌ଙ୍କ ୯୯ ବର୍ଷ ବୟସରେ ପରଲୋକ ହୋଇଛି । ଏନେଇ ଆଜି ବକିଂହାମ୍ ପ୍ୟାଲେସ୍ ପକ୍ଷରୁ ଘୋଷଣା...

Featured Video Play Icon

ବସ୍‌ରେ ଗଛ ଉଠିଲାଣି

କରୋନା ସଂକ୍ରମଣର ଦ୍ୱିତୀୟ ଲହର ପାଇଁ ଜାରି ରହିଥିବା ଲକ୍‌ଡାଉନ୍‌କୁ ଏବେ ରାଜ୍ୟ ସରକାର ସାମାନ୍ୟ କୋହଳ କରିଛନ୍ତି । ରାଜ୍ୟରେ ଏବେ ଅନ୍‌ଲକ୍ ପ୍ରକ୍ରିୟା...

Advertisement
Archives

Model This Week