Video

ଆଉ ଗୋଟେ ଘାତକ ରୋଗ

କରୋନାର ଏହି ସଂଙ୍କଟ କାଳରୁ ମଣିଷ ଏବେ ମୁକୁଳିବାକୁ ଚେଷ୍ଟା କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ରୋଗ ମଣିଷକୁ ଆଶଙ୍କା ଭିତରକୁ ଟାଣି ନେଉଛି । ଏଇ ନିକଟରେ କରୋନା ସଂକ୍ରମିତଙ୍କ ଠାରେ ବ୍ଲାକ୍ ଫଙ୍ଗସ୍ ରୋଗ ଦେଖା ଦେଇଥିବା…

ରୁଟି ପୋଡିଗଲା ପରେ

ରୁଟି ପୋଡି ଯାଇଛି ବୋଲି ଅଫିସରୁ ଆସିଲା ବେଳଠାରୁ ସୁବାଶିଷ ବାବୁ ତାଙ୍କ ସ୍ତ୍ରୀ ସନ୍ଧ୍ୟା ଭାଉଜଙ୍କ ଉପରେ ଗେରଗେର ହେଉଛନ୍ତି । ସ୍ତ୍ରୀଙ୍କୁ ତାଗିଦ୍ କରି କହୁଛନ୍ତି, ମୁଁ ତମକୁ କେତେଥର କହିଲେଣି ତମେ ରୁଟି କଲାବେଳେ ଜମା ଅନ୍ୟମନସ୍କ…

ଘରେ ରହି କରିହେବ କରୋନା ଟେଷ୍ଟ୍

ଏଣିକି ଘରେ ରହି କରିପାରିବେ କରୋନା ଟେଷ୍ଟ୍ । ମାଇଁ ଲାବ୍ ଡିସ୍କୋଭରି ସଲ୍ୟୁସନ୍ ଦ୍ୱାରା ପ୍ରସ୍ତୁତ ଟେଷ୍ଟ୍ କିଟ୍କୁ ଏବେ ସବୁଜ ସଂଙ୍କେତ ଦେଇଛନ୍ତି ଆଇସିଏମ୍ଆର୍ । ଯାହା ଫଳରେ ଏବେ ଜଣେ ବ୍ୟକ୍ତି ଘରେ ରହି ଏକ ସ୍ୱତନ୍ତ୍ର…

ଖବରଦାତାଙ୍କୁ ପୋଲିସର ଆକ୍ରମଣ

ପୁରୀରେ ଆଜି ଦେଖିବାକୁ ମିଳିଛି ପୋଲିସ୍‌ର ବର୍ବରତା । ଜଣେ କାର୍ଯ୍ୟରତ ଖବରଦାତାଙ୍କ ଉପରେ ହୋଇଛି ଆକ୍ରମଣ। ପୋଲିସ୍‌ର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ପଚାରିବାରୁ ପୋଲିସ୍ ଆକ୍ରୋଶର ଶିକାର ହୋଇଛନ୍ତି ଧରିତ୍ରୀ ଜିଲା ପ୍ରତିନିଧି ଦତ୍ତାତ୍ରେୟ ନାୟକ।

ରାଜ୍ୟରେ ବଢିଲା ଲକ୍‌ଡାଉନ୍‌ ଅବଧି

ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି । ଜୁନ୍ ୧ ସକାଳ ୫ଟା ଯାଏ ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ବଳବତ୍ତର ରହିବ । ଏନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ…

ଲକଡାଉନ୍ ବଢିବା ଦରକାର

ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ୧୦ହଜାର ଉପରେ ରହୁଛି । ଆଜି ରାଜ୍ୟରୁ ୧୦ହଜାର ୩୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧ହଜାର ୫୬୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ ଲକଡାଉନ…

ଟିକା କେଉଁଠି ଦିଆ ହେଉଛି ମୁଁ ଜାଣିନି

ଦେଶରେ ଏବେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାଠାରୁ ମୁକ୍ତି ପାଇବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଟିକା କରଣକୁ ବ୍ୟାପକ କରିଛନ୍ତି । ଟିକା ନେବା ପାଇଁ ସରକାରଙ୍କ ପକ୍ଷରୁ ଲୋକ…

ଶବ ସହ ଷଡଯନ୍ତ୍ର !

କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶରେ ତାର ତାଣ୍ଡବ ରଚୁଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ ଏବେ ସେଇ ଗୋଟିଏ ଖବର ସାମ୍ନାକୁ ଆସୁଛି ତା ହେଉଛି ଅକ୍ସିଜେନ୍ ଅଭାବ।…

ବ୍ଲାକ ଫଙ୍ଗସ୍ କ’ଣ

ଆଜିର ଭିଡ଼ିଓରେ ଜାଣିବା Mucormycosis ବା ବ୍ଲାକ ଫଙ୍ଗସ୍ କ’ଣ? କରୋନା ଭଳି ମହାମାରୀ ସମୟରେ ବ୍ଲାକ୍ ଫଙ୍ଗସ ରୋଗର ନାଁ ଶୁଣି ଏବେ ଲୋକଙ୍କ ମନରେ ଆଉ ଏକ ଭୟ ସୃଷ୍ଟି ହୋଇଛି। ତେବେ କଣ ଏହି ବ୍ଲାକ ଫଙ୍ଗସ୍…

ମୋ ମା’

ମା’ ଖାଲି ଡାକଟିଏ ନୁହେଁ କି ଶବ୍ଦଟିଏ ନୁହେଁ। ମା ହେଉଛି ସ୍ନେହ, ପ୍ରେମ ତ୍ୟାଗ ଓ ତପସ୍ୟାର ସୀମାହୀନ ସାଗର। ଯାହାକୁ ଯେତେ ମାପିଲେ ବି ମାପି ହୁଏନି, ଯେତେ ଦେଖିଲେ ବି ଆଖି ପାଏନି।

ଜୋରସୋରରେ ଚାଲିଛି କାମ

ଓଡ଼ିଶାରେ ଟିକା ନିର୍ମାଣ କାର୍ଯ୍ୟ ପାଇଁ ଯୋରଦାର କାର୍ଯ୍ୟ ଚାଲିଛି । ପାଖାପାଖି ୨୫୦ ରୁ ଅଧିକ ଶ୍ରମିକ ଏଠାରେ କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଲକ୍ଷ୍ୟ ରହିଛି ଆସନ୍ତା ବର୍ଷ ଜୁନ ସୁଦ୍ଧା କାର୍ଯ୍ୟ ସାରିବାକୁ । ଏହି ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?