Video

ଜୋରଦାରରେ ଚାଲିଛି ରଥନିର୍ମାଣ

ପୁରୀରେ କଟକଣା ମଧ୍ୟରେ ରଥ ନିର୍ମାଣ କାମ କରାଯାଉଛି । ବର୍ତମାନ ରଥ ଚକା କାମ ଶେଷ ହେବାକୁ ଯାଉଥିବା ବେଳେ ଦଣ୍ଡା କାମ ଆରମ୍ଭ ହୋଇଛି । ସେପଟେ କୁମ୍ଭାର ଶାଳାରେ ଲୁହାର କଣ୍ଟା ମଧ୍ୟ ପ୍ରସ୍ତୁତ କରାଯାଉଛି ।…

ସାବିତ୍ରୀ ପାଇଁ ଗହଳି

ଆସନ୍ତାକାଲି ସାବିତ୍ରୀ ବ୍ରତ । ଏଥିପାଇଁ ମାର୍କେଟରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଲକଡାଉନ କଟକଣା ପାଇଁ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଥିବାରୁ କମ ସମୟରେ କିଣାକିଣି କରିବାରେ ଲାଗିପଡିଛନ୍ତି ଲୋକେ । ତେବେ…

କୋର୍ଟରେ 5G

ଟେକନୋଲୋଜି ଯେତେ ଆଗଉଛି ଟେକ୍‌ନୋଲୋଜି ସହିତ ମଣିଷ ମଧ୍ୟ ସବୁବେଳେ ନିଜକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି । ବଡବଡ ଜଟିଳ ସମସ୍ୟାର ସହଜ ସମାଧାନ କରିବା ପାଇଁ ନୂଆନୂଆ ଟେକ୍‌ନୋଲୋଜିକୁ ବ୍ୟବହାର କରୁଛି । ପ୍ରଥମେ ୨ଜି, ୩ଜି ଓ…

କବାଟ ଖୋଲିଲେ ମୃତ୍ୟୁ

ଭାରତରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ସେଥିମଧ୍ୟରୁ ଅନେକ ମନ୍ଦିର ବେଶ୍ ରହସ୍ୟମୟ। ସେହିପରି ଏକ ମନ୍ଦିର ହେଉଛି କେରଳର ଥିରୁବନନ୍ତପୁରମ୍‌ରେ ଅବସ୍ଥିତ ପଦ୍ମନାଭସ୍ବାମୀ ମନ୍ଦିର। ଏହି ମନ୍ଦିରକୁ ଭାରତର ସବୁଠାରୁ ଧନୀ ମନ୍ଦିର କୁହାଯାଏ । ଏହି ମନ୍ଦିର ମଧ୍ୟରେ…

କୋଟିଏରୁ ଅଧିକ ହରାଇଲେ ରୋଜଗାର

କରୋନାର ଦ୍ୱିତୀୟ ଲହର ଏବେ ପୁରା ଦେଶକୁ ବେହାଲ କରି ଦେଇଛି। ଏମିତିକି ଦେଶର ଜିଡିପି ଅଭିବୃଦ୍ଧି ୭.୩ ପ୍ରତିଶତ ହ୍ରାସ ପାଇଛି। ସିଧା କଥାରେ କହିବାକୁ ଗଲେ ମହାମାରୀ ସମୟରେ ଲୋକଙ୍କ ଆୟ ବହୁମାତ୍ରାରେ କମିଛି। ବର୍ତ୍ତମାନ ଦେଶର ଅର୍ଥନୀତି…

ସହାୟତା ପାଇଁ ୧୮୧

ସହାୟତା ପାଇଁ ୧୮୧ଏଣିକି ଘରୋଇ ହିଂସାର ଶିକାର ମହିଳା ଓ ଶିଶୁଙ୍କୁ ସହାୟତା ଯୋଗାଇବ ନଂ ୧୮୧ । ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ସେବା ଯୋଗାଇଦେବାକୁ ଜାରି ହୋଇଛି ୧୮୧…

ବନ୍ଦ ହେବକି ସୋସିଆଲ୍ ମିଡିଆ !

ଭାରତରେ ଫେସବୁକ୍, ଟ୍ୱିଟର, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ୍ ଭଳି ସୋସିଆଲ ମିଡିଆ କମ୍ପାନୀ କାମ କରିବା ବନ୍ଦ କରିବେ କି? ଏନେଇ ୟୁଜର୍ସଙ୍କ ଗହଣରେ ଖୁବ୍ ଚର୍ଚ୍ଚା ହେଉଛି ।

ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ

ବାଲେଶ୍ୱରରେ ବାତ୍ୟା ୟାସ୍ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବାତ୍ୟା ଚାଲିଯିବା ପରେ ଏବେ ରିଲିଫ ଓ ଉଦ୍ଧାର କାମକୁ ଜୋରଦାର କରିଛି ଜିଲା ପ୍ରଶାସନ। ବିଭିନ୍ନ ସ୍ଥାନରେ ବଡ ବଡ ଗଛସବୁ ଉପୁଡି ପଡିବା ସହ ବିଦ୍ୟୁତ ଖୁଣ୍ଟ ଭାଙ୍ଗି…

ବାହାନଗାରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ

ବାଲେଶ୍ୱର ଜିଲାରେ ତାଣ୍ଡବ ରଚିଯାଇଛି ବାତ୍ୟା ୟାସ୍। ଜିଲାର ବାହାନାଗା ବ୍ଲକ ରୂପଖଣ୍ଡ ଗାଁର ଏହି ଦୃଶ୍ୟ ଆପଣ ଦେଖୁଛନ୍ତି। ଯେଉଁଠି ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ୟାସ୍ । ବଡ ବଡ ଗଛ ଉପୁଡିବା ସହ ଘର ଦ୍ୱାର ଭାଙ୍ଗି ଚୁରମାର…

ଭାଇଜାଗରୁ ଆସିଲା ଜେନେରେଟର

ବାତ୍ୟା ୟାସ୍ ର ମୁକାବିଲା ପାଇଁ ଭାଇଜାଗରୁ ଭୁବନେଶ୍ୱର ଆସିଛି ୩୦ ଟି ଜେନେରେଟର । ଏହି ସବୁ ଜେନେରେଟର ଗୁଡିକ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଖୁବ୍ ଶୀଘ୍ର ପଠାଯିବ ।

ବାଲେଶ୍ୱରରେ ବାତ୍ୟା ବିତ୍ପାତ, ଘରେ ଘରେ ପଶିଲା ପାଣି

ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହାର ପ୍ରଭାବରେ ପବନର ବେଗ ଅଧିକରୁ ଅଧିକ ହେବାରେ ଲାଗିଛି । ବାଲେଶ୍ୱର ଚାନ୍ଦୁପୁର ଅଂଚଳରେ ସୋନପୁର ୧୦ ନଂ ୱାର୍ଡରେ ଥିବା ଘର ଗୁଡିକରେ ପାଣି ପଶିଛି । ଲୋକେ…

ବାତ୍ୟା ୟାସ୍ ପ୍ରଭାବରେ ୨ମୃତ

ବାତ୍ୟା ୟାସ୍ ପ୍ରଭାବରେ ରାଜ୍ୟରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେନ୍ଦୁଝର ଜିଲାରେ ଗଛ ଡାଳ ପଡି ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ବାଲେଶ୍ୱର ଜିଲା ରେଲୱେ କଲୋନୀରେ ଗଛ ପଡି ୨୨ ବର୍ଷୀୟ ଯୁବକଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri