Video: ସୁପରମ୍ୟାନ ଭାବେ ଏମିତି କ୍ୟାଚ୍ ଧରିଲେ ମେଣ୍ଡିସ, ମାଲିକାଣୀ ହୋଇଗଲେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ
ଚେନ୍ନାଇ,୨୬।୪: ସନରାଇଜର୍ସ ହାଇଦ୍ରାବାଦର କାମିନ୍ଦୁ ମେଣ୍ଡିସ ଚମତ୍କାର କ୍ୟାଚ୍ ଧରିଛନ୍ତି। ସେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ସୁପରମ୍ୟାନ ଭଳି ଏକ କ୍ୟାଚ ନେଇଥିଲେ। ଫଳରେ ସେ IPL 2025 ରେ ‘କ୍ୟାଚ ଅଫ ଦି ଟୁର୍ନାମେଣ୍ଟ’ ପାଇଁ ଦାବିଦାର ହୋଇଛନ୍ତି।…
Sachin Tendulkar Birthday: ସଚିନ ତେନ୍ଦୁଲକରଙ୍କ ଏହି ୫ ରେକର୍ଡ ଭାଙ୍ଗିବା ଅସମ୍ଭବ
ମାଷ୍ଟର ବ୍ଲାଷ୍ଟର ଭାବରେ ଜଣାଶୁଣା ସଚିନ ତେନ୍ଦୁଲକର ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ସଚିନଙ୍କୁ କେବଳ କ୍ରିକେଟର ଭଗବାନର ମାନ୍ୟତା ଦିଆଯାଇ ନାହିଁ, ସେ ଅନେକ ସ୍ମରଣୀୟ ଇନିଂସ ଖେଳି ଭାରତକୁ ବିଶ୍ୱରେ ଗର୍ବିତ କରିଥିଲେ। ତାଙ୍କ ୨୪ ବର୍ଷର…
ବଳିଦାନର ମହତ୍ତ୍ୱ
ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ସର୍ବଶ୍ରେଷ୍ଠ ବଳିଦାନ, କ୍ଷମା ଓ ତ୍ୟାଗର ଜୀବନକୁ ଶୁଭ ଶୁକ୍ରବାର ମନେପକାଇଦିଏ। ୨୦୦୦ରୁ ଅଧିକ ବର୍ଷ ତଳେ ମିଥ୍ୟା ଓ କପୋଳକଳ୍ପିତ ଷଡ଼ଯନ୍ତ୍ରର ଶିକାର ହୋଇ ପ୍ରଭୁ ଯିଶୁ କ୍ରୁଶବିଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ। ବାଇବେଲ କହେ, ‘ସମସ୍ତେ…
ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼
କୋଣାର୍କ,୧୮।୪(ଜ୍ୟୋତିରାଜ ମହାନ୍ତି):ବିଶ୍ୱ ଐତିହ୍ୟ ଦିବସ ଅବସରରେ ଏଏସ୍ଆଇ ପକ୍ଷରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଲାଗି ଶୁକ୍ରବାର ଜନସାଧାରଣଙ୍କ ନିମନ୍ତେ ନିଃଶୁଳ୍କ ଘୋଷଣା କରାଯାଇଛି। ଏହି ପ୍ରାଚୀନ କଳାକୃତି ସମ୍ପନ୍ନ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଐତିହ୍ୟ କରିଡର ଯୋଜନାରେ ଏହାର ଚତୁଃପାର୍ଶ୍ୱର…
ଭୁବନେଶ୍ୱରରେ ରୁପା କିଲୋ ୧.୧୦ ଲକ୍ଷ
ଭୁବନେଶ୍ୱର,୧୩।୪ (ଅଭୟ ଦାଶ): ଘରୋଇ ବଜାରରେ କ୍ରମାଗତ ଭାବେ ସୁନା ଓ ରୁପାର ମୂଲ୍ୟ ବୃଦ୍ଧି ପାଇଚାଲିଛି। ଏପରିକି ସୁନା ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ବେଳେ ରୁପା ଦର କିଲୋଗ୍ରାମ ପିଛା ୧.୧୦ ଲକ୍ଷ (୧,୧୦,୦୦୦ ଟଙ୍କା)ରେ କାରବାର ହେଉଛି।…
ଛଦ୍ମ ଭିକାରି
ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ। ସମୟ ଥିଲା, କୃଷିଜୀବୀମାନେ ଥିଲେ ଏ ଦେଶର ପୃଷ୍ଠପୋଷକ। କୃଷକଟି ବିଲରେ ଖଟି ହିଡ଼ମାଟି ହିଡ଼ରେ ଲଦି ଯାହା ଅମଳ କରୁଥିଲା, ସେଥିରେ ଯେନତେନ ପ୍ରକାରେ ଚଳିଯାଉଥିଲା। ବର୍ଷତମାମ କୃଷି କର୍ମରେ ଲିପ୍ତ ରହି ମଧ୍ୟ…
ଘରେ ଅସରପା ହେଉଛନ୍ତି କି? ତଡ଼ିବା ଲାଗି ଆପଣାନ୍ତୁ ଏହି ଉପାୟ…
ଘର ଅପରିଷ୍କାର ରହିଲେ ବିଭିନ୍ନ ପ୍ରକାରର କୀଟପତଙ୍ଗ ସୃଷ୍ଟି ହେବା ସ୍ବାଭାବିକ କଥା, ଯେମିତିକି ଅସରପା। ଅସରପା ଦେଖିବାକୁ ସିନା ଛୋଟ ଆକାରର ହୋଇଥାଏ; କିନ୍ତୁ ବେଳେବେଳେ ଏମାନଙ୍କ କାର୍ଯ୍ୟକଳାପ ମୁଣ୍ଡ ବିନ୍ଧାର କାରଣ ସାଜେ। କେଉଁଠି ଏମାନେ ପୋଷାକପତ୍ର ଭିତରେ…
‘ବିଧାନସଭା ଇତିହାସରେ କଳଙ୍କିତ ଇତିହାସ’
ଭୁବନେଶ୍ୱର,୨୬।୩:ରାଜ୍ୟରେ ମହିଳା ଅସୁରକ୍ଷିତ ଦର୍ଶାଇ ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ପ୍ରତିବାଦ କରିଆସୁଛି । ଏହି ଘଟଣାକୁ ନେଇ ବିଧାନସଭାକୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତ ହୋଇଛି। କଂଗ୍ରେସର ଏହି କାର୍ଯ୍ୟକ୍ରମକୁ…
ଏଡାଉଛନ୍ତି କି ସକାଳ ଜଳଖିଆ, ଦେଖାଦେଇ ପାରେ…
ଅଧିକାଂଶ ମହିଳା ସକାଳ ଜଳଖିଆ ସ୍କିପ୍ କରୁଥିବା ଦେଖିବାକୁ ମିଳେ। ଅପରପକ୍ଷେ କାର୍ଯ୍ୟବ୍ୟସ୍ତତା ହେଉ ଅବା ଅନ୍ୟ କାରଣ ପାଇଁ ଏପରି ବଦଭ୍ୟାସ ଗ୍ୟାସ୍, ଏସିଡିଟିଠାରୁ ଆରମ୍ଭ କରି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ଦିନସାରା ଶରୀରକୁ ଏନର୍ଜେଟିକ୍…
୩୬୫ ଦିନରେ ୩୫୦ କୋଟି ରୋଜଗାର କରିଛନ୍ତି ଅମିତାଭ ବଚ୍ଚନ: ଜାଣନ୍ତୁ କେତେ ଦେଲେ ଟ୍ୟାକ୍ସ
ହିନ୍ଦୀ ସିନେମାର ସୁପରଷ୍ଟାର ଅମିତାଭ ବଚ୍ଚନ କେବଳ ତାଙ୍କ ଫିଲ୍ମ ସହିତ ନୁହେଁ ବରଂ ତାଙ୍କ ଟିଭି ଶୋ ‘କୌନ ବନେଗା କରୋଡପତି’ ସହିତ ମଧ୍ୟ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ୮୨ ବର୍ଷ ବୟସ ଅତିକ୍ରମ କରିସାରିଥିବା ଅମିତାଭ ଏହି…
ହଠାତ୍ ବଡ଼ ନିଷ୍ପତ୍ତି ନେଇ ଚମକାଇଦେଲେ ଚହଲ, ଏଣିକି…
ନୂଆଦିଲ୍ଲୀ,୧୪।୩: ଭାରତର କିମ୍ବଦନ୍ତୀ ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୟୁଜଭେନ୍ଦ୍ର ଚହଲ ଏବେ ଅନ୍ୟ ଦେଶକୁ ଯାଇ କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଚହଲ ୨୦୨୫ କାଉଣ୍ଟି ଚାମ୍ପିୟନସିପରେ ପୁଣିଥରେ ନର୍ଥାମ୍ପଟନଶାୟାର ପାଇଁ ଖେଳିବାକୁ ପ୍ରସ୍ତୁତ…
ଟ୍ରମ୍ପଙ୍କ ସହ ବନ୍ଧୁତା ଯୋଗୁ ବରବାଦ୍ ହେଉଛନ୍ତି ଏଲନ ମସ୍କ: ୯ ଲକ୍ଷ କୋଟି ଟଙ୍କା ସହିଲେଣି କ୍ଷତି
ଓ୍ବାଶିଂଟନ୍,୧୦।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସବୁଠାରୁ ନିକଟତମ ବନ୍ଧୁ ଏବଂ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଆଜିକାଲି ତାଙ୍କ ବନ୍ଧୁଙ୍କ କାରଣରୁ ଚିନ୍ତାରେ ଅଛନ୍ତି। ଯେତେବେଳେ ବିଶ୍ୱ ଭାବୁଥିଲା ଯେ ଟ୍ରମ୍ପଙ୍କ ସହ ବନ୍ଧୁତାରୁ ମସ୍କ କେବଳ…
Archives


