Uncategorized

୧ କ୍ୱିଣ୍ଟାଲ ନକଲି ପନିର୍‌ ଜବତ

କଟକ ଅଫିସ୍‌,୩୦।୧୨: ନକଲି ମସଲା, ଘିଅ, ହଳଦୀ ପରେ ଏବେ ଜବତ ହୋଇଛି ୧ କ୍ୱିଣ୍ଟାଲ ନକଲି ପନିର୍‌। କଟକର ଚାଉଳିଆଗଞ୍ଜ ପୋଲିସ ଏବଂ ସିଏମସି ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଚଢାଉ କରି ୧ କ୍ୱିଣ୍ଟାଲରୁ ଅଧିକ ନକଲି ପନିର…

ନନ୍ଦନକାନନ ପାଇଁ ୬୦୦ କୋଟିର ଯୋଜନା

ବାରଙ୍ଗ,୩୦।୧୨(ଡି.ଏନ୍‌.ଏ.): ଦେଶର ବୃହତ୍ତମ ଚିଡିଆଖାନା ନନ୍ଦନକାନନ ଖୁବଶୀଘ୍ର ଅନ୍ତର୍ଜୀତୀୟ ସ୍ତରରେ ମାନ୍ୟତା ପାଇବାକୁ ଯାଉଛି। କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ ଏଥିପାଇଁ ପ୍ରସ୍ତୁତିପର୍ବ ଆରମ୍ଭ କରିଦେଇଛନ୍ତି। ଏପରିକି ନନ୍ଦନକାନନର ଉନ୍ନତି ସକାଶେ ୬୦୦କୋଟି ଟଙ୍କାର ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଛି ବୋଲି ନନ୍ଦନକାନନର ୬୧ତମ…

ପଡିଆକୁ ଆସିବା ପୂର୍ବରୁ ମଦ ପିଉଥିଲେ ଏହି ୪ ଖେଳାଳି

କିଛି ଖେଳାଳି ଅଛନ୍ତି ଯେଉଁମାନେ ନିଜ ପରିଶ୍ରମରେ କ୍ରିକେଟରେ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। ଆଉ କିଛି ଖେଳାଳି ଅଛନ୍ତି ପ୍ରାରମ୍ଭରେ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ନିଜ ଖରାପ ଅଭ୍ୟାସ ଯୋଗୁ ଦର୍ଶକ ତାଙ୍କୁ…

ନୂଆ ବର୍ଷରେ ଭ୍ରମଣ

ନୂଆ ବର୍ଷର ଖୁସିକୁ ଦ୍ବିଗୁଣିତ କରିବା ପାଇଁ ଅନେକେ ଏହି ସମୟରେ ପାର୍ଟି, ଫଙ୍କସନ୍‌, ପିକ୍‌ନିକ୍‌ ଇତ୍ୟାଦିର ପ୍ଲାନିଂ କରିଥାନ୍ତି। କିନ୍ତୁ ଏହି ପ୍ଲାନିଂ କରିବା ପୂର୍ବରୁ ଜାଣି ରଖିବା ଦରକାର ଯେ, ନୂଆ ବର୍ଷର ଛୁଟି କଟାଇବା ପାଇଁ କେଉଁ…

ଚୟନରେ ସ୍ବଚ୍ଛତାକୁ ଦେବାଶିଷଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୨୬।୧୨(କ୍ରୀଡ଼ା ପ୍ରତିନିଧି)-”ଓଡ଼ିଶାରେ ବହୁ ପ୍ରତିଭାସମ୍ପନ୍ନ କ୍ରିକେଟର ଅଛନ୍ତି, ମାତ୍ର ସେମାନଙ୍କୁ ତାହା ପ୍ରଦର୍ଶନ ମାଧ୍ୟମରେ ଦେଖାଇବାକୁ ପଡ଼ିବ। ତା’ ହେଲେ ଯାଇ ଜାତୀୟ ଦଳପାଇଁ ସୁଯୋଗ ସୃଷ୍ଟି ହୋଇପାରିବ। ନ ହେଲେ ଚୟନକର୍ତ୍ତା କିଛି କରିପାରିବେନି। କୋଭିଡ୍‌ ପାଇଁ ଯଦିଓ…

୭୧ ବର୍ଷୀୟ ପ୍ରଯୋଜକଙ୍କ ହାତ ଧରିଥିଲେ ୩୬ ବର୍ଷୀୟ ପ୍ରସିଦ୍ଧ ଗାୟିକା: ଏବେ ସ୍ବାମୀଙ୍କ ଷଷ୍ଠ, ନିଜର ପ୍ରଥମ ସନ୍ତାନକୁ ନେଇ ଚର୍ଚ୍ଚାରେ

ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ଗାୟିକା କ୍ୟାଥରିନ ମ୍ୟାକଫି ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ୩୬ ବର୍ଷର । କ୍ୟାଥରିନ ଏବଂ ୭୧ ବର୍ଷର ଡେଭିଡ ଫୋଷ୍ଟର, ଡିସେମ୍ବର ମାସରେ ସେମାନଙ୍କ ପିଲାଙ୍କୁ ସ୍ବାଗତ କରିପାରନ୍ତି। ୨୦୧୯ରେ, କ୍ୟାଥରିନ ସଙ୍ଗୀତ…

ପୁଣି କାନ୍ଦିଲେ ବାବା

ସୋସିଆଲ ମିଡିଆରେ ଦିଲ୍ଲୀର ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ନିଜ ଜୀବନ ଜୀବନ ବଞ୍ଚାଇବା ପ୍ରାର୍ଥନା କରିଛନ୍ତି। ସେ ଏତେ ଭୟରେ ଅଛନ୍ତି ଯେ ଘରୁ ବାହାରକୁ ଯିବାକୁ ଡରୁଛନ୍ତି। ବାବା…

ଶୀତଦିନେ ତ୍ୱଚାର ଯତ୍ନ

ଶୀତ ଦିନରେ ଥଣ୍ଡା ବଢ଼ିବା କାରଣରୁ ତ୍ୱଚା ଅଧିକ ଶୁଷ୍କ ପଡ଼ିଯାଏ। ଫଳରେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଯାଏ। ବିଶେଷ କରି ତ୍ୱଚା ଶୁଖିଯିବା ଠାରୁ ଆରମ୍ଭ କରି ଓଠ ଫାଟିବା, ଗୋଡ଼ ଫାଟିବା ପାଇଁ ଆମେ ସଭିଏଁ ଚିନ୍ତିତ ହୋଇପଡ଼ନ୍ତି।…

ଏହିରାଶିର ମହିଳାମାନେ ହୋଇଥାନ୍ତି ସବୁଠାରୁ ଅଧିକ ଚାପଗ୍ରସ୍ତ: ଏହି ଉପାୟରେ କରନ୍ତୁ ଦୂର

ଯଦି ମହିଳା ରହିବେ ନାହିଁ ତେବେ ସୃଷ୍ଟି କଳ୍ପନା କରାଯାଇପାରିବ ନାହିଁ। ମହିଳାମାନେ ଆମ ଜୀବନ, ସମାଜ ଏବଂ ପରିବାରର ମୂଳ। ଘର ଏବଂ ପରିବାରକୁ ଯୋଡ଼ି ରଖିବା ପାଇଁ ସେମାନଙ୍କୁ ମଧ୍ୟ ଅନେକ ଚାପ ଦେଇ ଗତି କରିବାକୁ ପଡିବ…

ପୁରୀ ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ କାରବାର

ପୁରୀ ଅଫିସ, ୮।୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା ପାଇଁ ଲାଞ୍ଚ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଜଣେ ରୋଗୀଙ୍କ ସମ୍ପର୍କୀୟ ଚିକିତ୍ସା ବାବଦକୁ ଟଙ୍କା ଦେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ଏହାର ତଦନ୍ତ ଦାବି କରି…

କେନ୍ଦ୍ରୀୟ ଯାଞ୍ଚ କେନ୍ଦ୍ରୀୟ ନୁହେଁ

ନୂଆଦିଲ୍ଲୀ,୨୦ା୧୧(ପି.ଟି.):କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏଣିକି ମନଇଚ୍ଛା କୌଣସି ରାଜ୍ୟକୁ ଯାଇ ଯାଞ୍ଚ କରିପାରିବ ନାହିଁ। ରାଜ୍ୟ ଭିତରେ କୌଣସି ମାମଲାର ତଦନ୍ତ କରିବାକୁ ହେଲେ ସମ୍ପୃକ୍ତ ରାଜ୍ୟ ସରକାରଙ୍କଠାରୁ ଆଗୁଆ ଅନୁମତି ନେବାକୁ ପଡ଼ିବ। ରାଜ୍ୟର ବିନା ସହମତିରେ କେନ୍ଦ୍ର…

ବସ୍ ଓଲଟି ୨ ମୃତ:ଚାପିହୋଇ ରହିଛନ୍ତି ଅନେକ ଯାତ୍ରୀ

ବିଷମକଟକ,୧୬ା୧୧: କୋରାପୁଟ ଜିଲା ଲକ୍ଷ୍ମୀପୁରରୁ କଟକ ଯାଉଥତ୍ବା ଫର୍ଚୁନର ବସ୍ ସୋମବାର ରାତି ପ୍ରାୟ ୧୦.୩୦ରେ ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍ ହଜାରିଡାଙ୍ଗ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡ଼ିଛି ବସ୍ତଳେ ଚାପିହୋଇ ଡ୍ରାଇଭରଙ୍କ ସମେତ ୨ଜଣଙ୍କ ମୃତୁ୍ୟ ହୋଇଛି ଅନେକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri