ନଭେମ୍ବର ପହିଲାରୁ ବଦଳିଯିବ ବ୍ୟାଙ୍କ ଆକାଉଣ୍ଟର ପୁରା ସିଷ୍ଟମ, ନୋମିନିଠାରୁ ନେଇ ୩୧ ପୁରୁଣା ଆଇନ …
ନୂଆଦିଲ୍ଲୀ,୩୦।୧୦: ଯେତେବେଳେ ଆପଣ କୌଣସି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ଯାଆନ୍ତି, ଆପଣଙ୍କୁ ଏକ ଫର୍ମ ଦିଆଯାଏ ଯେଉଁଥିରେ ଆପଣଙ୍କ ବିବରଣୀ ସହିତ ନୋମିନି ଡିଟେଲ୍ ପଚରାଯାଏ। ପ୍ରତ୍ୟେକ ଆକାଉଣ୍ଟ ପାଇଁ ନୋମିନି ଆବଶ୍ୟକ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି,…
୭ ବର୍ଷର ପୁଅକୁ ଛାଡ଼ିବାକୁ ରାଜିହେଲେନି ପ୍ରେମିକା: ଏମିତି କାଣ୍ଡ କରିଦେଲେ ପ୍ରେମିକ
କାନପୁର,୨୫।୧୦: ଉତ୍ତର ପ୍ରଦେଶର କାନପୁରରେ ଅନ୍ଧ ପ୍ରେମ ଏକ ନିଷ୍ପାପ ଶିଶୁର ଜୀବନ ନେଇଛି। ବାର୍ରା ଅଞ୍ଚଳରେ ଜଣେ ୭ ବର୍ଷର ବାଳକର ହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଅଭିଯୁକ୍ତ ଯୁବକକୁ ରାତିସାରା ଏନକାଉଣ୍ଟର ପରେ ପୋଲିସ…
ଛତ୍ରପୁରରେ ପୋଲିସ ଶହୀଦ ସ୍ମୃତି ଦିବସ
ଛତ୍ରପୁର,୨୧ା୧୦(ଦିଲୀପ ସାମଲ): ଛତ୍ରପୁର ରିଜର୍ଭ ପୋଲିସ ପଡିଆଠାରେ ଗଞ୍ଜାମ ପୋଲିସ ଜିଲା ତରଫରୁ ୬୬ତମ ପୋଲିସ ଶହୀଦ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ଶହୀଦ ସ୍ମୃତି ସ୍ମାରକୀରେ ପୁଷ୍ପଗୁଚ୍ଛ…
ବଡ଼ ଭାଇଙ୍କୁ ନିଜ ପ୍ରପର୍ଟି ଦେଇଦେଲେ ବିରାଟ କୋହଲି: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୬।୧୦: ବିରାଟ କୋହଲି ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳ ସହିତ ପର୍ଥରେ ଅଛନ୍ତି। ଏଠାରେ ଭାରତ ବନାମ ଅଷ୍ଟ୍ରେଲିଆ ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଚଳିତ ବର୍ଷ ମାର୍ଚ୍ଚରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପରେ ଏହା କୋହଲିଙ୍କ…
‘କୁମ୍ଭୀର ବ୍ୟାଟେରି ଫାର୍ମିଂ’ କାହିଁକି ବିସ୍ମୃତ
ଦୈନିକ ଧରିତ୍ରୀରେ ୭ ଅକ୍ଟୋବର୨୦୨୫ରେ ପ୍ରକାଶିତ ‘କାରଖାନା କୃଷି ….’ ଲେଖାଟି ପଢ଼ିବା ପରେ କେଇ ଦଶନ୍ଧି ପଛକୁ ଫେରିଗଲି। ଓଡ଼ିଶାରେ ୧୯୭୫ ମସିହାରୁ ପ୍ରଥମ କରି ଯେତେବେଳେ କୁମ୍ଭୀର ଯୋଜନା ଆରମ୍ଭ କରାଗଲା, ସେତିକି ବେଳଠୁ ଫୁଡ ଆଣ୍ଡ୍ ଏଗ୍ରିକଲଚର…
ବିହାର ବିଧାନସଭା ନିର୍ବାଚନକୁ ନେଇ ବଡ଼ ଘୋଷଣା କଲେ ପଓ୍ବନ ସିଂ
ନୂଆଦିଲ୍ଲୀ,୧୧।୧୦: ପ୍ରସିଦ୍ଧ ଭୋଜପୁରୀ ଗାୟକ ଏବଂ ସୁପରଷ୍ଟାର ପଓ୍ବନ ସିଂ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସେ ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ନୁହଁନ୍ତି ଏବଂ କେବଳ ଦଳର ଜଣେ…
ଦଳରୁ ବିଦା ହେଲେ ସୂର୍ଯ୍ୟକୁମାର, ତାଙ୍କ ସ୍ଥାନରେ ଅଧିନାୟକ ହେଲେ…
ମୁମ୍ବାଇ,୧୧।୧୦: ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ତାଙ୍କ କ୍ୟାରିୟରର ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଯଦିଓ ଭାରତ ତାଙ୍କ ଅଧିନାୟକତ୍ୱରେ ଏସିଆ କପ ୨୦୨୫ ଜିତିଥିଲା, କିନ୍ତୁ ତାଙ୍କ ବ୍ୟାଟ ସମଗ୍ର ଟୁର୍ନାମେଣ୍ଟରେ ନୀରବ ରହିଥିଲା। ବର୍ତ୍ତମାନ,…
ଓଡ଼ିଶାର ଶିରିଷ ଚନ୍ଦ୍ର ମୁର୍ମୁ RBI ଡେପୁଟି ଗଭର୍ଣ୍ଣର ନିଯୁକ୍ତ; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୨୯।୯: କେନ୍ଦ୍ର ସରକାର ଓଡ଼ିଶାର ଶିରିଷ ଚନ୍ଦ୍ର ମୁର୍ମୁଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ କରିଛନ୍ତି। ମନ୍ତ୍ରୀମଣ୍ଡଳର ନିଯୁକ୍ତି କମିଟି ତାଙ୍କୁ ୯ ଅକ୍ଟୋବର କିମ୍ବା ତା’ପରେ ଯୋଗଦେବା ତାରିଖଠାରୁ ତିନି ବର୍ଷ ପାଇଁ ଏହି…
ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଖବର: ଏମ୍ସ ନିର୍ଦ୍ଦେଶକ କହିଲେ…
ଭୁବନେଶ୍ୱର, ୧୩।୯: ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଅପଡେଟ୍ ଆସିଛି। ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁନି ବୋଲି ସୂଚନା ମିଳିଛି। ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ କହିଛନ୍ତି। କ୍ରିଟିକାଲ ଭେଣ୍ଟିଲେଟର ସହଯୋଗରେ ଅଛନ୍ତି ଅଭିଜିତ…
ସାରା ବିଶ୍ୱରେ ଗୁଗୁଲ୍ ସେବା ଠପ୍; ଖୋଲୁନି ସର୍ଚ୍ଚ, ୟୁଟ୍ୟୁବ, କ’ଣ ଆପଣଙ୍କୁ ବି…
ନୂଆଦିଲ୍ଲୀ,୪।୯: ବିଶ୍ୱର କିଛି ଦେଶରେ ଠପ୍ ହୋଇଛି ଗୂଗଲର ମୁଖ୍ୟ ସେବା, ଯେପରିକି ଗୂଗଲ ସର୍ଚ୍ଚ ଓ ୟୁଟ୍ୟୁବ। ଏହା ଫଳରେ ବୁଧବାର ଶତାଧିକ ଉପଭୋକ୍ତା ଏହି ପ୍ଲାଟଫର୍ମଗୁଡ଼ିକୁ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା କୌଣସି ଦେଶର…
ସୌରଜଗତରେ ଆନ୍ତଃନାକ୍ଷତ୍ରିକ ଅତିଥି
ସୌରଜଗତରେ ସମସ୍ତ ଗ୍ରହ, ଗ୍ରହାଣୁ, ବାମନ ଗ୍ରହ, ଧୂମକେତୁ ଆଦି ସୂର୍ଯ୍ୟଙ୍କୁ ପରିକ୍ରମା କରିଥାଆନ୍ତି। ଏହିସବୁ ବସ୍ତୁପିଣ୍ଡ ଉପରେ ସୂର୍ଯ୍ୟର ମାଧ୍ୟାକର୍ଷଣ ପ୍ରଭାବ ରହିଛି। ସୌରଜଗତର ଶେଷ ଗ୍ରହ ନେପଚୁନ ପରେ ଅନେକ ଦୂର ପର୍ଯ୍ୟନ୍ତ କୁଇପର ବଳୟ ରହିଛି, ଯେଉଁଥିରେ…
ମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ଜିଲାରେ ପ୍ରତିଷ୍ଠା ହେବ…
ଭୁବନେଶ୍ୱର,୨୩ା୮: ରାଜ୍ୟର ପ୍ରତି ଜିଲାରେ ବିଜ୍ଞାନ କ୍ଷେତ୍ରରେ ହେବ ପ୍ରୋଜେକ୍ଟ। ଏନେଇ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଏବେ ରାଜ୍ୟର ପ୍ରତ୍ୟେକ ଜିଲାରେ ପ୍ଲାନେଟୋରିୟମ କାମ ଚାଲିଛି। ଅନେକ ଜାଗାରେ କାମ ସରିଆସିଲାଣି, ଖୁବ୍ଶୀଘ୍ର…
Archives


