Uncategorized

Video: ରେଳ ପ୍ଲାଟଫର୍ମ ନିକଟରେ ରିଲ୍ସ କରୁଥିଲେ ଯୁବତୀ, ଟ୍ରେନ୍‌ରେ ଯାଉଥିବା ଜଣେ ଯୁବକ ଏଭଳି କରିବାରୁ ସେ ରାଗରେ…

ଆଜିକାଲିର ଯୁବପୀଢ଼ି ଭାଇରାଲ ହେବା ଲାଗି କିଛି ବି କରିବାକୁ ପ୍ରସ୍ତୁତ। ସେଥିରୁ ଗୋଟିଏ ହେଲା ରିଲ୍ସ। ଅତି ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ସ କରି ଅନେକେ ଚର୍ଚ୍ଚାରେ ମଧ୍ୟ ରହୁଛନ୍ତି। ଏବେ ମେଟ୍ରୋ ଏବଂ ରେଳ ଷ୍ଟେଶନରେ ରିଲ୍ସ କରିବାର ଟ୍ରେଣ୍ଡ…

ଗଣେଶଚନ୍ଦ୍ରଙ୍କ ଶିଖର ଛୁଇଁବାର ନିଶା: ୨୧ ପର୍ବତାରୋହଣ କରିପାରି…

ପର୍ବତ ଶିଖରକୁ ଚଢ଼ିବାର ଦୁର୍ବାର ନିଶା ସବୁବେଳେ ଜଣେ ପର୍ବତାରୋହୀ ମନରେ ରହିଥାଏ। ଆଗକୁ ଅଗ୍ରସର ହେବାର ଉତ୍ସୁକତାରେ ବହୁ ବାଧାବିଘ୍ନକୁ ଆଡ଼େଇ ପର୍ବତାରୋହୀ ଆଗେଇ ଚାଲନ୍ତି ନିଜ ଗନ୍ତବ୍ୟ ପଥରେ। ଯେଉଁ ଦୁଃସାହସିକ ଅଭିଯାନର ପାଦେପାଦେ ରହିଥାଏ ବିପଦ। କିନ୍ତୁ…

ମଧ୍ୟାହ୍ନ ଭୋଜନରେ କ’ଣ ଖାଇଲେ ରାଷ୍ଟ୍ରପତି

ବାରିପଦା,୨୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଗସ୍ତ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍କିଟ ହାଉସ୍‌ରେ ମଧ୍ୟାହ୍ନଭୋଜନ କରିଥିଲେ। ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। ମଧ୍ୟାହ୍ନ ଭୋଜନରେ ରାଷ୍ଟ୍ରପତି ଦେଶୀ ନାଲି ଚାଉଳର ଭାତ, ହରଡ ଡାଲି, ଜହ୍ନି ତରକାରୀ, ପରିବା ସିଝା,…

ପୂଜା ଅଣ୍ଡା ଉପରେ ଗୋରୁ ଚାଲିିଲେ

ପାଟଣା(ବୀର କିଶୋର ଦାଶ)/ ଚମ୍ପୁଆ(ମହେଶ୍ୱର ଦାସ)/କେନ୍ଦୁଝର: (ନରେଶ ଚନ୍ଦ୍ର ପଟ୍ଟନାୟକ), ୧୪।୧୧: ଯେତେବେଳେ ସମସ୍ତେ ଆଲୋକର ପର୍ବ ଦୀପାବଳିକୁ ବାଣ ଫୁଟାଇ, ଦୀପ ଜଳାଇ ଓ ମିଠାଇ ଖୁଆଇ ଧୁମ୍‌ଧାମରେ ପାଳନ କରନ୍ତି ସେତେବେଳେ ମହାନ୍ତ ବା କୁଡୁମୀ ସମ୍ପ୍ରଦାୟର ଲୋକମାନେ…

ବୈତରଣୀ ନଦୀଶଯ୍ୟାରୁ ବାଲି, ପଥର ଉଠାଣ

ଝୁମ୍ପୁରା,୧୪।୧୧(ଶଶିଭୂଷଣ ସାହୁ): କେନ୍ଦୁଝର ଝୁମ୍ପୁରା ତହସିଲ ଅନ୍ତର୍ଗତ ମଲଦା ରାଜସ୍ବ ସର୍କଲରେ ଉନ୍ନୟନମୂଳକ କାମ ଆଳ ଦେଖାଇ ପ୍ରକୃତି ପ୍ରଦତ୍ତ ନଦୀ, ଝରଣା, ଜଙ୍ଗଲ ଆଦି ଲଘୁ ଖଣିଜ ନଷ୍ଟ କରାଯାଉଛି। ରାଜସ୍ବ ବିଭାଗର ନୀରବତା କାରଣରୁ ରାଜସ୍ବ କ୍ଷତି ହେଉଛି।…

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଜାତିସଂଘର ୬ଟି ପ୍ରସ୍ତାବ, ଭାରତ ଦେଲା ୫କୁ ସମର୍ଥନ

ନ୍ୟୁୟର୍କ,୧୨।୧୧: ଇସ୍ରାଏଲର ସାମରିକ କାର୍ଯ୍ୟକଳାପ ଏବଂ ଅଧିକୃତ ପାଲେଷ୍ଟାଇନ ଅଞ୍ଚଳରେ ହିଂସାତ୍ମକ କାର୍ଯ୍ୟକଳାପକୁ ନିନ୍ଦା କରୁଥିବା ଏହି ସଂକଳ୍ପକୁ ଭାରତ ସମର୍ଥନ କରିଛି। ଏହି ରିଜୋଲ୍ୟୁସନ ବିରୋଧରେ ଭୋଟ ଦେଇଥିବା ଦେଶଙ୍କ ମଧ୍ୟରେ କାନାଡା, ହଙ୍ଗେରୀ, ଇସ୍ରାଏଲ, ମାର୍ଶଲ ଦ୍ୱୀପପୁଞ୍ଜ, ମାଇକ୍ରୋନେସିଆର…

କାଠ ଜାଳିଲେ ରାତି କଟେ

ନୟାଗଡ଼,୯।୧୧(ଲୋକନାଥ ମିଶ୍ର) ଦେଶ ସ୍ବାଧୀନତାର ୭୫ ବର୍ଷ ପରେ ବି ନୟାଗଡ଼ ଜିଲା ଗଣିଆ ବ୍ଲକ ବଡ଼ସିଲିଙ୍ଗା ପଞ୍ଚାୟତର ସଲପଗଣ୍ଡା ଓ ମୂଷିଗୁଡ଼ା ଗାଁରେ ବିଦ୍ୟୁତ୍‌ ବ୍ୟବସ୍ଥା ନାହିଁ । ଗାଁକୁ ରାସ୍ତା ନାହିଁ । ରାତିରେ କାଠ ଜଳାଯାଏ। ସେହି…

ମୁଣ୍ଡ ନୂଆଁଇଲେ ନବଘନଙ୍କ ପରିବାର

ରସୁଲପୁର,୪ା୧୧(ରଞ୍ଜିତ ରାଉତ): କୁଆଖିଆ ଥାନା ଅନ୍ତର୍ଗତ ବଡ଼କଇଞ୍ଚତ୍ ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମର ନବଘନ ରଥ(୪୫)ଙ୍କ ପରିବାର ଶେଷରେ ମୁଣ୍ଡ ନୂଆଁଇଛନ୍ତି। ଗାଁଲୋକଙ୍କ ନିଷ୍ପତ୍ତି ଅନୁସାରେ ସେମାନେ ନବଘନଙ୍କ ମୃତଦେହ ଶେଷକୃତ୍ୟରେ ସାମିଲ ହୋଇଛନ୍ତି। ନବଘନଙ୍କ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା।…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଡିଜନି ମଧ୍ୟରେ ହୋଇଥିବା ଚୁକ୍ତିରେ ସମସ୍ୟା! ହୋଇପାରେ ବଡ ପ୍ରତିବନ୍ଧକ

ନୂଆଦିଲ୍ଲୀ, ୨୪।୧୦: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ୱାଲ୍ଟ ଡିଜନି କମ୍ପାନୀ ମଧ୍ୟରେ ହୋଇଥିବା ଚୁକ୍ତି ବାଟରେ ବଡ଼ ସମସ୍ୟା ଆସିପାରେ। ସୋମବାର ବ୍ଲୁମବର୍ଗର ରିପୋର୍ଟରୁ ଜଣା ପଡିଥିଲା ଯେ, ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍…

ବିଦେଶୀ ଯୁବତୀଙ୍କୁ ବିବାହ କରିଥିବା ପ୍ରଥମ ଭାରତୀୟ କ୍ରିକେଟର୍‌

ଭାରତର ମହାନ ସ୍ପିନର ବିଶନ ସିଂ ବେଦିଙ୍କ ଦେହାନ୍ତ ହୋଇଛି। ଦୀର୍ଘ ଦିନର ଅସୁସ୍ଥତା ଯୋଗୁ ସେ ୭୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବେଦି ସ୍ପିନ ବୋଲିଂ ପାଇଁ ଜଣାଶୁଣା। ତାଙ୍କ ନାମରେ ଅନେକ ରେକର୍ଡ ରଖିଛି।…

‘ଭାରତରେ ଥିଲେ ମହୁଆ, ଦୁବାଇରେ ଲଗଇନ୍ ହୋଇଥିଲା ପାର୍ଲିଆମେଣ୍ଟ ଆଇଡି’: ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ(ଟିଏମସି) ଏମପି ମହୁଆ ମୋଇତ୍ରା ଏବଂ ଭାଜପା ଏମପି ନିଶିକାନ୍ତଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ସଂସଦରେ ମହୁଆ ପ୍ରଶ୍ନ କରିବା ପାଇଁ ଟଙ୍କା ନେଉଥିବା ଅଭିଯୋଗ ଲଗାଇବା ପରେ ଏବେ ନିଶିକାନ୍ତ ମହୁଆଙ୍କ ଉପରେ ଆହୁରି ଗମ୍ଭୀର…

ନଭେମ୍ବର ୨୭ରୁ ଡିସେମ୍ବର ୪ କଟକ ବାଲିଯାତ୍ରା

କଟକ,୧୩ା୧୦ (କାର୍ତ୍ତିକ ସାହୁ): ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ଯାଏ ଅନୁଷ୍ଠିତ ହେବ। ବାଲିଯାତ୍ରାକୁ ଅଧିକ ଚିତ୍ତାକର୍ଷକ, ସୁରକ୍ଷିତ ଓ ଜନାଦୃତ କରିବା ସହ ଉତ୍ତମ ସମନ୍ବୟ ରକ୍ଷା କରିବା ଉପରେ ଅତିରିକ୍ତ ମୁଖ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri