Uncategorized

ଏସ୍‌ଏନ୍‌ସିୟୁରୁ ନବଜାତ ଶିଶୁ ଚୋରି: ୧୨ ଘଣ୍ଟା ପରେ ବୌଦ୍ଧରୁ ଉଦ୍ଧାର

ବଲାଙ୍ଗୀର, ୧୭ା୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିସରସ୍ଥ ମାତୃ ଓ ଶିଶୁ ହସ୍ପିଟାଲର ନବଜାତ ଶିଶୁ ସ୍ବତନ୍ତ୍ର ନବଜାତ ଯତ୍ନ ୟୁନିଟ୍‌(ଏସ୍‌ଏନ୍‌ସିୟୁ)ରୁ ଶୁକ୍ରବାର ସକାଳେ ଜଣେ ନବଜାତ ଶିଶୁପୁତ୍ର ଚୋରି ହୋଇଯାଇଥିଲା। ଘଟଣା ଜଣାପଡ଼ିବା…

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶେଫ୍‌ ଇମ୍‌ତିଆଜ୍‌ କ୍ୟୁରେସିଙ୍କ ପରଲୋକ

ନୂଆଦିଲ୍ଲୀ,୧୬।୨: ଆଉ ନାହାନ୍ତି ପଦ୍ମଶ୍ରୀ ପ୍ରାପ୍ତ ଶେଫ୍‌ ଇମ୍‌ତିଆଜ୍‌ କ୍ୟୁରେସି। ଶୁକ୍ରବାର ୯୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସେ ଆଇଟିସି ହୋଟେଲର ଖ୍ୟାତନାମା ମାଷ୍ଟରଶେଫ୍‌ ଥିଲେ। ତେବେ ତାଙ୍କ ନିଧନ ଖବର ଆସିବା ପରେ ଅନେକ ସେଲିବ୍ରିଟି ଶେଫ୍‌…

ଟିମ୍‌ ବସ୍‌ରେ ମଦ ପିଉଥିଲେ କୋଚ୍‌, ଭିଡିଓ ସାମ୍ନାକୁ ଆସିବା ପରେ ହେଲେ ନିଲମ୍ବିତ

ହାଇଦ୍ରାବାଦ,୧୬।୨: ଯଦି ଖେଳାଳୀଙ୍କୁ ଖେଳ ସହିତ ଅନୁଶାସନ ଶିକ୍ଷା ଦେଉଥିବା ପ୍ରଶିକ୍ଷକ ନିୟମ ଏବଂ ସୀମା ଅତିକ୍ରମ କରନ୍ତି, ତେବେ ଏହା କୌଣସି ଖେଳ, ଖେଳାଳି କିମ୍ବା ଦଳ ପାଇଁ ଶୁଭଙ୍କର ନୁହେଁ । ହାଇଦ୍ରାବାଦରୁ ଏପରି ଏକ ମାମଲା ଆସିଛି…

ଜେଇଇ ମେନ୍ସ-୨୦୨୪ରେ ଓଡିଏମ୍‌ର ବାଜିମାତ୍‌

ଭୁବନେଶ୍ୱର,୧୪।୨:ରାଜ୍ୟର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ଏବଂ ଓଡିଏମ୍‌ ଗ୍ଲୋବାଲ୍‌ ସ୍କୁଲର ଛାତ୍ରୀଛାତ୍ରମାନେ ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମିଶନ(ମେନ୍‌) ବା ଜେଇଇ ମେନ୍ସ-୨୦୨୪ ପରୀକ୍ଷା ଫଳାଫଳରେ ଉଲ୍ଲେଖନୀୟ ସଫଳତା ସହ ବାଜିମାତ କରିଛନ୍ତି। ନ୍ୟାଶନାଲ ଟେଷ୍ଟିଂ…

ନକଲି…

ଦିନେ ମନରେ ଆସିଲା-ମୋ ମୁଣ୍ଡର ରୂପାନ୍ତରୀକରଣ ନିହାତି ଦରକାର l ମାତ୍ର ତିରିଶି ବର୍ଷ ବୟସରେ କେଶ-ଘାସ ଉପୁଡ଼ି ତୃଣଶୂନ୍ୟ ପଡ଼ିଆ ବା କତାଛଡ଼ା ନଡ଼ିଆ ପରି ମୁଣ୍ଡ ମୋର ଦିଶୁଛି l ଏଇ କେଶ ପାଇଁ ବୟସ ଥାଇ ବି…

ଆସୁଛି ନିର୍ବାଚନ, ଘରେ ବସି ଭୋଟର୍‌ ଆଇଡି କାର୍ଡ ଲାଗି ଏଭଳି କରନ୍ତୁ ଆବେଦନ; ଜାଣନ୍ତୁ ପୁରା ପ୍ରକ୍ରିୟା…

ଜାନୁଆରୀ ପରେ ଫେବୃଆରୀ ୨୦୨୪ ଶେଷ ହେବାକୁ ବସିଲାଣି। ଏମିତିରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେବା ଆରମ୍ଭ ହେଲାଣି। ଆସନ୍ତା ଏପ୍ରିଲ କିମ୍ବା ମେ’ ୨୦୨୪ରେ ନିର୍ବାଚନ ଆୟୋଜିତ ହେବ। ଏମିତିରେ ଦେଶର ଦାୟିତ୍ୱବାନ ନାଗରିକ ଭାବେ…

୧୯ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ଜେଲ୍‌ ଦଣ୍ଡାଦେଶ ସହ ଜୋରିମାନା

ବାଲିଗୁଡା: ୦୭/୦୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଏସଡିଜେଏମ କୋର୍ଟ ଏକ ୧୯ ବର୍ଷୀୟା ଯୁବତୀକୁ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତ ଯୁବକ ବୁନୁ ଦିଗାଲକୁ ବିଭିନ୍ନ ଦଫାରେ ୪ବର୍ଷ ୧୦ ମାସ ସଶ୍ରମ କାରାଦଣ୍ଡା ଦେଶ…

ଜଣେ ନିର୍ଦ୍ଦେଶକଙ୍କ ସହ ରୋମାନ୍ସ ଉର୍ମିଳାଙ୍କ କ୍ୟାରିୟରରେ ଲଗାଇଥିଲା ଗ୍ରହଣ, ଧରିଛନ୍ତି ୯ ବର୍ଷ ସାନ ବ୍ୟକ୍ତିଙ୍କ ହାତ

ବମ୍ବେ: ନବେ ଦଶକର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଉର୍ମିଲା ମାତୋଣ୍ଡକର ଅନ୍ୟତମ। ନିଜ ଅଭିନୟକୁ ନେଇ ଏବେ ବି ସେ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରନ୍ତି। ୧୯୭୪ ଫେବୃୟାରୀ ୪ରେ ମୁମ୍ବାଇରେ ଅଭିନେତ୍ରୀଙ୍କ ଜନ୍ମ। ଆଜି ସେ ୫୦ ବର୍ଷର ହୋଇଛନ୍ତି।…

ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ପଦ୍ମଶ୍ରୀ ସାଧୁ ମେହେରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୨(ଅସମାପିକା ସାହୁ): ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରି ଟୁଇଟ୍‌ କରି ଲେଖିଛନ୍ତି, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ସାଧୁ…

Video: ସୁପରମ୍ୟାନ୍‌ ସାଜି ଏମିତି କ୍ୟାଚ୍‌ ଧରିଲେ ବୋଲ୍ଡ, ଲୋକେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୧: ଟ୍ରେଣ୍ଟ ବୋଲ୍ଟ ତାଙ୍କ ସୁଇଙ୍ଗ ବୋଲିଂ ପାଇଁ ଜଣାଶୁଣା। କିନ୍ତୁ ଫିଲ୍ଡିଂରେ ସେ ଯାହା କରିଥିଲେ ତାହା ମଧ୍ୟ ଶ୍ରେଷ୍ଠ ଫିଲ୍ଡରମାନେ କରିପାରି ନ ଥିଲେ। ଆଜିକାଲି ଖେଳାଯାଉଥିବା ଅନ୍ତର୍ଜାତୀୟ ଲିଗ ଟି-୨୦ରେ ବୋଲ୍ଟ ଗୋଟିଏ ହାତରେ ଏତେ ସୁନ୍ଦର…

Video: ଗଛରେ ଝୁଲୁଛି ବିଶାଳକାୟ ଅଜଗର; ଦେଖିଲେ ଲାଗିବ ଭୟ…

ଗଛରେ ଝୁଲିଛି ବିଶାଳକାୟ ଅଜଗର। ଯିଏ ଦେଖୁଛି ଭୟରେ ଥରୁଛି। କିଛି ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଖିଆଗକୁ ଯେଉଁ ଦୃଶ୍ୟ ଆସୁଛି ତା’ ଉପରେ ବିଶ୍ୱାସ କରିହେଉନାହିଁ। ଏଯାବତ ହଜାର ହଜାର ଲୋକେ ଏହାକୁ…

ରବିବାର ସକାଳ ୧୦ଟାରେ ଇସ୍ତଫା ଦେବେ ନୀତୀଶ, ଅପରାହ୍ନରେ ନେବେ ଶପଥ-ରିପୋର୍ଟ

ପାଟନା,୨୭।୧: ବିହାର ରାଜନୀତି ସହ ଜଡ଼ିତ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ସକାଳ ୧୦ଟାରେ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ଦେବେ। ଏହାପରେ ଏନ୍‌ଡିଏ ସହ ମେଣ୍ଟ କରି ପୁଣିଥରେ ସେ ଅପରାହ୍ନ ୪ଟାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri