Uncategorized

ମୁଣ୍ଡରେ ବସିଛି ଚଢ଼େଇ! ଭାଇରାଲ ହେଉଛି…

ଏଇ ଫଟୋଟି ଦେଖି ଭାବୁଛନ୍ତି କି ମହିଳାଙ୍କ ମୁଣ୍ଡ ଉପରେ ଚଢେଇଟିଏ ବସିଛି। ହେଲେ ସେମିତି କିଛି ନୁହେଁ। ମହିଳାଙ୍କ ମୁଣ୍ଡ ଉପରେ ଚଢ଼େଇ ବସି ନାହିଁ। ବରଂ ତାଙ୍କ କେଶରେ କରାଯାଇଛି ଚଢ଼େଇ ପରି ହେୟାରଷ୍ଟାଇଲ୍‌। ତମାଲିକା ରେ’ ନାମ୍ନୀ…

ଷ୍ଟିୟରିଂ କମିଟିରେ ଆଉ ୭ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ: ଏଥିରେ ବି ନାହିଁ ବାହିନୀପତିଙ୍କ ନାଁ

ଭୁବନେଶ୍ୱରଳ,୨୩।୮: ପିସିସି ଭଙ୍ଗ ହେବା ପରେ ଘୋଷଣା ହୋଇଥିଲା ଷ୍ଟିୟରିଂ କମିଟି। ଏହି ଷ୍ଟିୟରିଂ କମିଟି ପିସିସି ସଭାପତି ବାଛିବ।ପୂର୍ବରୁ ୧୪ ଜଣିଆ ଷ୍ଟିୟରିଂ କମିଟି ସଦସ୍ୟଙ୍କ ନାଁ ଘୋଷଣା ହୋଇଥିଲା। ଏହି ୧୪ ଜଣିଆ ଷ୍ଟିୟରିଂ କମିଟି ପିସିସି ଚଳାଇବ…

୨୪ ଅଗଷ୍ଟରୁ ୧୪ ସେପ୍ଟେମ଼୍ବର ମଧ୍ୟରେ ୫୨ ଟ୍ରେନ୍‌ ବାତିଲ୍‌ କଲା ରେଳ ବିଭାଗ

ନୂଆଦିଲ୍ଲୀ, ୨୧।୦୮: ଭାରତୀୟ ରେଳ କେତେକ ଟ୍ରେନ୍‌ ବାତିଲ୍‌ କରିଛି । ଏନେଇ ବିଭାଗ ବାତିଲ୍‌ ଟ୍ରେନ୍‌ ଗୁଡ଼ିକର ଲିଷ୍ଟ୍‌ ଜାରି କରିଛି । ଏହି ଲିଷ୍ଟରେ ଭୋପାଳରୁ ବିଳାଶପୁର ଯାତାୟତ କରୁଥିବା କିଛି ଟ୍ରେନ୍‌ ମଧ୍ୟ ରହିଛି । ଭୋପାଳରୁ…

ଦୈନିକ ଆସିବ ୧ ଲକ୍ଷ ମେଟ୍ରିକ ଟନ୍: ନରମିଲେ ମମତା, ବ୍ୟବସାୟୀ ଖୁସି

ଭୋଗରାଇ, ୨୦।୮ ( ପ୍ରଦୀପ ଦାସ ): ଦୀର୍ଘ ମାସେଧରି ପଶ୍ଚିମବଙ୍ଗ ସରକାର ଓଡିଶା ସମେତ ଭିନ୍ନ ରାଜ୍ୟକୁ ଆଳୁରପ୍ତାନି କଟକଣା ଲଗାଇବା ପରେ ମଙ୍ଗଳବାର ନିଷେଧାଜ୍ଞା ପରଦା ହଟାଇଛନ୍ତି। ବଙ୍ଗୀୟ ଆଳୁ ବ୍ୟବସାୟୀଙ୍କ ଘନ ଘନ ସରକାରଙ୍କ ଉପରେ ଚାପ,…

ଘରକୁ ପୋକ ଆସୁଛନ୍ତି କି? ଜାଣନ୍ତୁ କେମିତି ଦୂରକରିବେ ଏହି ସମସ୍ୟା

ବର୍ଷାଦିନେ ସାଧାରଣତଃ କୀଟପତଙ୍ଗଙ୍କ ସଂଖ୍ୟା ବହୁ ଅଧିକ ହୋଇଯାଇଥାଏ। ତେବେ ଘର ଭିତରେ ଏମାନଙ୍କ ପ୍ରବେଶ ରୋକିବାକୁ ଚାହୁଁଥିଲେ ଜାଣିରଖନ୍ତୁ କିଛି ଘରୋଇ ଉପାୟ। କୀଟପତଙ୍ଗଙ୍କ ପ୍ରବେଶ ବନ୍ଦ କରିବାକୁ ଚାହୁଁଥିଲେ କର୍ପୂର ଜଳାଇ ରଖନ୍ତୁ। କର୍ପୂର ଗନ୍ଧରେ କୀଟପତଙ୍ଗମାନେ ରହି…

କଂଗ୍ରେସକୁ ନେଇ ତାରାଙ୍କ ବିସ୍ଫୋରକ ବୟାନ: କହୁକହୁ କହିଦେଲେ ଭିତିରି କଥା

ଭୁବନେଶ୍ୱର,୧୮।୮: କଂଗ୍ରେସକୁ ନେଇ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ବିସ୍ଫୋରକ ବୟାନ। ସେ କହିଛନ୍ତି ଦଳରେ କାହାସହ କାହାର ମତ ଠିକ ନାହିଁ, ତାଙ୍କ ଭଳି ପ୍ରକୃତ କଂଗ୍ରେସ କର୍ମୀଙ୍କୁ କାନ୍ଦ ଲାଗୁଛି। କଂଗ୍ରେସରେ ବିଭାଜନ ସୃଷ୍ଟି ହେଉଛି, ଏହା…

ଭାଜପାରେ ଯୋଗଦେବାର ୩ ଘଣ୍ଟା ପରେ ଦଳରୁ ବିଦା ଦେଲେ ପୂର୍ବତନ ମନ୍ତ୍ରୀ

ଚଣ୍ଡିଗଡ଼,୧୧।୮: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ବିବାଦ ସହ ଜଡିତ ସନ୍ଦୀପ ବାଲ୍ମୀକି ଭାଜପାରେ ଯୋଗଦେବାର ମାତ୍ର ତିନି ଘଣ୍ଟା ପରେ ଦଳରୁ ବହିଷ୍କୃତ ହୋଇଥିଲେ। ସନ୍ଦୀପ ଶନିବାର ପଞ୍ଚକୁଲାରେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନିଙ୍କ…

ଦେଶର ୭୭ ପ୍ରତିଶତ ଗ୍ରାମାଞ୍ଚଳରେ ପାଇପ୍‍ ପାଣିର ସୁବିଧା ଅଛି; ରାଜ୍ୟସଭାରେ ଉତ୍ତର ରଖିଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ

ନୂଆଦିଲ୍ଲୀ, ୮ା୮: ଦେଶର ଗ୍ରାମାଞ୍ଚଳରେ ୭୭ ପ୍ରତିଶତ ପରିବାରକୁ ଜଳ ଜୀବନ ମିଶନ ଅଭିଯାନରେ ପାଇପ୍‍ ଯୋଗେ ପାନୀୟ ଜଳ ଉପଳବ୍ଧ କରାଯାଇଛି । ଲୋକସଭାରେ ଆଜି ଏ ସଂକ୍ରାନ୍ତ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଜଳଶକ୍ତି ମନ୍ତ୍ରୀ ସି.ଆର୍‍.ପାଟିଲ କହିଛନ୍ତି,…

ଅମିତ ଶାହା କଲେ ବଡ଼ ଭବିଷ୍ୟବାଣୀ: ୨୦୨୯ରେ ଏନ୍‌ଡିଏ…

ଚଣ୍ଡିଗଡ,୪।୮: ଚଣ୍ଡିଗଡ଼ ଗସ୍ତରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଣିମାଜ୍ରା ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ସମୟରେ ସେଠାକାର ଲୋକଙ୍କୁ ସମ୍ବୋଧିତ କରିବାବେଳେ ସେ କହିଥିଲେ,୨୦୨୯ରେ ମଧ୍ୟ ଏନଡିଏ ସରକାର ଗଠନ ହେବାକୁ ଯାଉଛି। ଅମିତ ଶାହା କହିଛନ୍ତି,…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପର୍ବତାରୋହୀ ବିଭାରାଣୀ

ଭୁବନେଶ୍ୱର,୨।୮ (ଅସମାପିକା ସାହୁ): ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ବିଭାରାଣୀ ପାତ୍ର ଶୂୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟଛନ୍ତି। ତାଙ୍କର ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଆଗାମୀ ଅଗଷ୍ଟ ୬…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କେଉଁମାନେ କରିପାରିବେ ଆବେଦନ: ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୯।୭: ଅନେକ ଯୋଜନା ଦେଶର ନାଗରିକଙ୍କ ପାଇଁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ। ଦେଶର କୋଟି ଲୋକ ସରକାରୀ ଯୋଜନାର ଲାଭ ଉଠାନ୍ତି। ନିଜର ଏକ ଘର ରହିବା ସମସ୍ତଙ୍କ ଜୀବନରେ ଏକ ବଡ଼ ସ୍ବପ୍ନ। କିନ୍ତୁ ଅନେକ ଲୋକ ଘର…

ସଂଖ୍ୟାଗରିଷ୍ଠତାରେ ମାନର ନୂ୍ୟନତା

ନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ସଂଖ୍ୟାର ସଂସ୍ପର୍ଶରେ ଆସି ଜୀବନର ଗତିପଥକୁ ଭିନ୍ନଭିନ୍ନ ପରିଚୟରେ ନିବଦ୍ଧ କରିଥାଏ। କେତେବେଳେ ସଂଖ୍ୟା ମଣିଷ ପ୍ରତି ସଦୟ ହୋଇଥାଏ ତ ପୁଣି କେତେବେଳେ ସଂଖ୍ୟା ମଣିଷ ପ୍ରତି ନିର୍ଦ୍ଦୟ ହୋଇଥାଏ, ଯେଉଁଥିରେ ମଣିଷ ଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?