ଓଡିଶା: ଆଜିର ଫଟୋ ( ଜୁଲାଇ ୫, ୨୦୨୨ )
ରାଜଧାନୀରେ ବର୍ଷା ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଶ୍ରୀ ଜଗନ୍ନାଥ ଭକ୍ତି ସଂଗୀତ ସମାରୋହ, ‘ଗୁହାରି’ କଟକ ସିଏମସି ଏବଂ କମିଶନରେଟ ପୋଲିସର ବାରମ୍ବାର ବାରଣ ସତ୍ତ୍ୱେ ଯାନବାହାନ…
ଓଡ଼ିଶା: ଆଜିର ଫଟୋ (ଜୁଲାଇ ୪, ୨୦୨୨)
ରାଜଧାନୀରେ ପ୍ରବଳ ବର୍ଷା ପିଏମଜି ଛକ ର ମୁଖ୍ୟ ରାସ୍ତାରେ ପାଣି, ବିକ୍ଷବକାରି ମାନେ ମୁଣ୍ଡରେ ଛତା ଓ ବ୍ୟାନର ଧରି ଛିଡାହୋଇଛନ୍ତି ସହୀଦ ନଗର ଆଇଡିବିଆଇ ପେଟ୍ରୋଲ ପମ୍ପ ରୁ ଓଭର ବ୍ରିଜ ମୁଖ୍ୟ ରାସ୍ତାରେ ପାଣି ଜମିଛି ରହିଛି…
ଓଡ଼ିଶା: ଆଜିର ଫଟୋ (ଜୁଲାଇ ୩, ୨୦୨୨)
ଗୁଣ୍ଡିଚା ମନ୍ଦିର ରେ ଆଡ଼ପ ଦର୍ଶନ ଓ ଆଡ଼ପ ଅଭଡ଼ା ବିଯେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଦୋଷୀ ଙ୍କୁ ଦୃଢ଼କାର୍ଯ୍ୟାନୁଷ୍ଠାନ ଦାବିରେ ଅଖିଳ ଭାରତୀୟ ଛାତ୍ର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟୀନ ଛକରେ ବୀକ୍ଷବ ପ୍ରଦର୍ଶନ ଖଣ୍ଡଗିରି ଓ ବରମୁଣ୍ଡା…
ଓଡିଶା: ଆଜିର ଫଟୋ ( ଜୁଲାଇ ୨, ୨୦୨୨ )
ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ରାଇମୋହନ ପରିଡ଼ାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଓଡ଼ିଶା ସଂଗୀତ ମହାବିଦ୍ୟଳୟର ଛାତ୍ରୀଛାତ୍ର ଏବଂ ଅଧ୍ୟାପକଙ୍କ ଭୁବନେଶ୍ୱରରେ କ୍ୟାଣ୍ଡେଲ ରାଲି ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ‘କଟନ ଫ୍ୟାବ-୨୦୨୨’ର ଉଦଘାଟନ ବନ ମହୋତ୍ସବ ଉପଲକ୍ଷେ…
ଓଡିଶା: ଆଜିର ଫଟୋ ( ଜୁଲାଇ ୧, ୨୦୨୨ )
କଟକରେ ରଥଯାତ୍ରା କଟକସ୍ଥିତ ବେଲଭ୍ୟୁ ପାର୍କରେ ସିଏମସି ଦ୍ୱାରା ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ରଥଯାତ୍ରା
ଓଡ଼ିଶା: ଆଜିର ଫଟୋ (ଜୁନ୍ ୩୦, ୨୦୨୨)
କଟକ, ଦୋଳମୁଣ୍ଡାଇ ଛକ ନିକଟ ବିଜୟୀ ଗୋବିନ୍ଦ ଭବନରେ ‘ଓଡିଶା ମୋ ପରିବାର’ ଦ୍ୱାରା ଆୟୋଜିତ ଝୋଟି ପ୍ରତିଯୋଗିତା କଟକସ୍ଥିତ ବାଦାମବାଡି ମୁଖ୍ୟ ରାସ୍ତାରେ ପାଣି ଜମିଛି କଟକର ଚାନ୍ଦିନୀ ଚୌକ ଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥଗୁଡିକ ରଖାଯାଇଛି ରଥଯାତ୍ରା ପୂର୍ବରୁ…
ଓଡିଶା: ଆଜିର ଫଟୋ (ଜୁନ ୨୯, ୨୦୨୨)
ଅଗ୍ନିପଥ ଯୋଜନାକୁ ବିରୋଧ କରି ଭୁବନେଶ୍ୱର ରାଜମହଲଠାରୁ ମାଷ୍ଟର କ୍ୟାଣ୍ଟିନ ଛକ ଯାଏ ଏଆଇଏସଏଫ ସଦସ୍ୟଙ୍କ ରାଲି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ଭୁବନେଶ୍ୱର ଗୋପବନ୍ଧୁ ଛକସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଧରିତ୍ରୀ ଏବଂ ଓଡିଶାପୋଷ୍ଟ ସମ୍ପାଦକ ତଥାଗତ ସତପଥିଙ୍କ…
ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୭, ୨୦୨୨)
କଟକ ମହାନଗର ନିଗମ ସଭାଗୃହରେ ସହରର ବର୍ଷାଜଳ ନିଷ୍କାସନ ଓ ପଙ୍କ ଉଦ୍ଧାରକୁ ନେଇ ଅନୁଷ୍ଠିତ ବୈଠକ କଟକ ଶହୀଦ ଭବନରେ ପୂର୍ବତଟ ରେଳପଥ ଚାଳକ ସଂଘର ଦ୍ୱିତୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ
ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୬ , ୨୦୨୨)
ବାରବାଟୀ ଷ୍ଟାଡିୟମ୍ ହର୍ଷ ଗେଟ୍ ସମ୍ମିଳନୀ ଗୃହରେ କଟକ ଜିଲ୍ଲା ଚେସ୍ ଆସୋସିଏସନ୍ ଦ୍ୱାରା ଆୟୋଜିତ ଚେସ୍ ପ୍ରତଯୋଗିତା ଏଲଜିବିଟିକ୍ଯୁ ସମ୍ପ୍ରଦାୟରେ ଭାଗନେଇଥିବା ଲୋକମାନେ ମାଷ୍ଟର କ୍ୟାଣ୍ଟିନ ସ୍କୋୟାରରୁ ଭୁବନେଶ୍ୱରର ରାମ ମନ୍ଦିର ସ୍କୋୟାର ପର୍ଯ୍ୟନ୍ତ ପ୍ୟାରେଡ୍ ରେ ଯାଉଛନ୍ତି ରେସ୍…
ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୫, ୨୦୨୨)
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡିଶା ଉର୍ଦ୍ଦୁ ଏକାଡେମୀ ଦ୍ୱାରା ଆୟୋଜିତ ଜାତୀୟ ସୁଫି କୱାଲି କାର୍ଯ୍ୟକ୍ରମରେ ‘ଇଣ୍ଡିଆ ଗଟ ଟ୍ୟାଲେଣ୍ଟ’ରେ ଖ୍ୟାତିଲାଭ କରିଥିବା ନିଜାମୀ ବ୍ରଦରସଙ୍କ କୱାଲି ପରିବେଷଣ ଲେଖିକା ଆରତୀ ନାୟକଙ୍କ ପୁସ୍ତକ ‘ଅଶାନ୍ତ ଆତ୍ମା’ ଭୁବନେଶ୍ୱର ପାନ୍ଥନିବାସରେ ଆୟୋଜିତ…
ଓଡ଼ିଶା: ଆଜିର ଫଟୋ ( ଜୁନ୍ ୨୪ , ୨୦୨୨ )
କଟକ ଦୋଳମୁଣ୍ଡାଇ ରଥ ଖଳାରେ ଶିଳ୍ପୀ ରଥରେ ଲାଗୁଥିବା ପ୍ରଭା ଓ ଅଶ୍ୱ ଗୁଡିକୁ ରଙ୍ଗ ତୁଳୀରେ ରୂପରେଖ ଦେଉଛନ୍ତି ଭୁବନେଶ୍ୱର ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଅଭିନେତା ରାଇମୋହନ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି କଟକ ମିଶନ ରୋଡସ୍ଥିତ ଷ୍ଟିୱାର୍ଟ…
ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୨, ୨୦୨୨ )
ଭୁବନେଶ୍ୱରରେ ମୌସୁମୀଜନିତ ଲଗାଣ ବର୍ଷା ଭୁବନେଶ୍ୱର ଲୋୟର ପିଏମଜିରେ ଓଡ଼ିଶା ପ୍ରଜା ସଂଘର୍ଷ ସମିତି ପକ୍ଷରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା କୀର୍ତ୍ତନ କଳାକାରଙ୍କ ବିକ୍ଷୋଭ ପ୍ରଦର୍ଶନ ଭୁବନେଶ୍ୱର ନୂଆପଲ୍ଲୀ ସ୍ଥିତ ଦେବରାୟ କଲେଜରେ ପ୍ରେରଣା ପକ୍ଷରୁ ବୃକ୍ଷରୋପଣ…
Archives


