ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୨, ୨୦୨୨ )

ଭୁବନେଶ୍ୱରରେ ମୌସୁମୀଜନିତ ଲଗାଣ ବର୍ଷା

 

ଭୁବନେଶ୍ୱର ଲୋୟର ପିଏମଜିରେ ଓଡ଼ିଶା ପ୍ରଜା ସଂଘର୍ଷ ସମିତି ପକ୍ଷରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା କୀର୍ତ୍ତନ କଳାକାରଙ୍କ ବିକ୍ଷୋଭ ପ୍ରଦର୍ଶନ

 

ଭୁବନେଶ୍ୱର ନୂଆପଲ୍ଲୀ ସ୍ଥିତ ଦେବରାୟ କଲେଜରେ ପ୍ରେରଣା ପକ୍ଷରୁ ବୃକ୍ଷରୋପଣ

କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ବ୍ୟାଡମିଣ୍ଟନ କୋଚିଂ ଓ ଟ୍ରେନିଂ ସେଣ୍ଟର ପକ୍ଷରୁ ଅନୁଷ୍ଠିତ କଟକ ଜିଲା ବ୍ୟାଡମିଣ୍ଟନ ରାଙ୍କିଙ୍ଗ ଚାମ୍ପିଅନଶିପରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନେ

କଟକ ରେଭେନଶା ବିଶ୍ଵବିଦ୍ୟାଳୟରେ ଆୟୋଜିତ ମାନସିକ ସ୍ୱାସ୍ଥ୍ୟ ସେମିନାରରେ ପ୍ରଫେସର ଯଶୋବନ୍ତ ମହାପାତ୍ର ବକ୍ତବ୍ୟ ରଖୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୭ ଜୁଲାଇ, ୨୦୨୬)

କଟକ ଦରଘାବଜାର ଚିତ୍ରକାର ସାହିରେ ଜଣେ ଶିଳ୍ପୀ ରଙ୍ଗତୂଳୀରେ ଶ୍ରୀଜିଉଙ୍କ ରୂପରେଖାକୁ ଚିତ୍ରଣ କରୁଛନ୍ତି       କଟକ ନରାଜ ଆନିକଟରେ ପ୍ରବାହିତ ବନ୍ୟାଜଳରେ ଧୀବର…

ଓଡ଼ିଶା: ଆଜିର ଫଟୋ (୪ ଜୁଲାଇ, ୨୦୨୬)

ରାଜଧାନୀ ଭୁବନେଶ୍ୱରରେ ମୌସୁମୀ ବର୍ଷା     ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ନିକଟସ୍ଥ ଡ୍ରେନ୍‌ରେ ଖସିପଡ଼ିଥିବା ଜଣେ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ଓଡ୍ରାଫ୍ (ODRAF) ଟିମ୍ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri