ଓଡିଶା: ଆଜିର ଫଟୋ ( ଜୁଲାଇ ୫, ୨୦୨୨ )

ରାଜଧାନୀରେ ବର୍ଷା

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଶ୍ରୀ ଜଗନ୍ନାଥ ଭକ୍ତି ସଂଗୀତ ସମାରୋହ, ‘ଗୁହାରି’

 

କଟକ ସିଏମସି ଏବଂ କମିଶନରେଟ ପୋଲିସର ବାରମ୍ବାର ବାରଣ ସତ୍ତ୍ୱେ ଯାନବାହାନ ଓଡ଼ିଶା ହାଇକୋର୍ଟ ସମ୍ମୁଖ ରାସ୍ତାରେ ବେଆଇନ ଭାବେ ପାର୍କିଂ ହୋଇଛି

 

କଟକ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରରୁ ରୂପା ପାଲିଙ୍କିରେ ମାଲକ୍ଷ୍ମୀ ଶୋଭାଯାତ୍ରାରେ କାଫିଆ ବଜ଼ାରସ୍ଥିତ ଗୁଣ୍ଡିଚା ମନ୍ଦିରକୁ ଯାଉଛନ୍ତି, ( ହେରା ପଞ୍ଚମୀ ) ଶୋଭାଯାତ୍ରାରେ ଆଖଡ଼ା ସଂଘ ସମର କଳା ପଦର୍ଶନ କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri