ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୫, ୨୦୨୨)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡିଶା ଉର୍ଦ୍ଦୁ ଏକାଡେମୀ ଦ୍ୱାରା ଆୟୋଜିତ ଜାତୀୟ ସୁଫି କୱାଲି କାର୍ଯ୍ୟକ୍ରମରେ ‘ଇଣ୍ଡିଆ ଗଟ ଟ୍ୟାଲେଣ୍ଟ’ରେ ଖ୍ୟାତିଲାଭ କରିଥିବା ନିଜାମୀ ବ୍ରଦରସଙ୍କ କୱାଲି ପରିବେଷଣ

ଲେଖିକା ଆରତୀ ନାୟକଙ୍କ  ପୁସ୍ତକ ‘ଅଶାନ୍ତ ଆତ୍ମା’ ଭୁବନେଶ୍ୱର ପାନ୍ଥନିବାସରେ ଆୟୋଜିତ କାର୍ଯ୍ୟକ୍ରମରେ ଉନ୍ମୋଚିତ

ଭୁବନେଶ୍ୱର ଜୟଦେବ ଭବନରେ ଶ୍ରେଷ୍ଠ ଓଡ଼ିଆଣୀ-୨୦୨୨ ପୁରସ୍କାର ବିତରଣ ସମାରୋହ

 

ଭୁବନେଶ୍ୱର ସ୍ଥିତ ରମାଦେବୀ ବିଶ୍ୱବିଦ୍ୟାଳୟରେ ଆନୁଆଲ ଆଲୁମନି ମିଟ-୨୦୨୨

କଟକ ଶ୍ରୀରାମଚନ୍ଦ୍ର ଭବନରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ କବି ଅନନ୍ତ ପଟ୍ଟନାୟକ ସ୍ମୃତିସନ୍ଧ୍ୟାରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ଅନନ୍ତ ପଟ୍ଟନାୟକ ସୃଜନ ସମ୍ମାନ ପ୍ରଦାନ ଅବସରରେ ଉପସ୍ଥିତ ଅତିଥି ମାନେ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୭ ଅକ୍ଟୋବର, ୨୦୨୬ )

ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ କଟକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଏବିଭିପିର ଛାତ୍ରୀ ପ୍ରତିନିଧିମାନେ     କଟକର ବିଭିନ୍ନ ଦେବୀପୀଠରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?