ଓଡିଶା: ଆଜିର ଫଟୋ (ଜୁନ ୨୯, ୨୦୨୨)

ଅଗ୍ନିପଥ ଯୋଜନାକୁ ବିରୋଧ କରି ଭୁବନେଶ୍ୱର ରାଜମହଲଠାରୁ ମାଷ୍ଟର କ୍ୟାଣ୍ଟିନ ଛକ ଯାଏ ଏଆଇଏସଏଫ ସଦସ୍ୟଙ୍କ ରାଲି

 

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ଭୁବନେଶ୍ୱର ଗୋପବନ୍ଧୁ ଛକସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଧରିତ୍ରୀ ଏବଂ ଓଡିଶାପୋଷ୍ଟ ସମ୍ପାଦକ ତଥାଗତ ସତପଥିଙ୍କ ସମେତ ଉତ୍କଳ ସମ୍ମିଳନୀ କର୍ମକର୍ତ୍ତା ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର ସୂଚନା ଭବନରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ‘ଭାରତର ସ୍ୱାଧୀନତା ସଂଗ୍ରାମ’ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦାନ କରିଛନ୍ତି

କଟକ ଚାନ୍ଦିନୀ ଚୌକ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ନବ ଯୌବନ ବେଶ ଦର୍ଶନ

ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ କଟକ ସ୍ଥିତ ବାସ ଭବନରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିବା ପଦାଧିକାରୀ ମାନେ

କଟକ ମହାନଗର ନିଗମ ବୈଠକରେ ନୂତନ ଭାବେ ଯୋଗ ଦେଇଥିବା କମିଶନର ନିଖିଲ ପବନ କଲ୍ୟାଣଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି କର୍ପୋରେଟର୍ସ

କଟକ ମହାନଗର ନିଗମ ବୈଠକ ସଭା ଗୃହରେ ଅନୁଷ୍ଠିତ ବୈଠକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୮ , ୨୦୨୦)

କଟକସ୍ଥିତ ଚୌଧୁରୀ ବଜାର ପୂଜା ମଣ୍ଡପରେ ମା ଙ୍କ ମେଢ଼ ରେ ଅଳଙ୍କାର ଲଗାଯାଉଛି ଜଣେ ବ୍ୟକ୍ତି ଭୁବନେଶ୍ୱରର ରାମ ମନ୍ଦିର ଛକରେ ଏକ ଗଛ...

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୪, ୨୦୨୦)

ମହାନଦୀ ଜଳରାଶିରେ ଶୋଭା ପାଉଥିବା ନୀଳାକାଶର ଭସା ବାଦଲଖଣ୍ଡର ପ୍ରତିବିମ୍ବ ପୁରୀଘାଟ ପାର୍ଶ୍ୱସ୍ଥ କାଠଯୋଡି ଜଳରାଶି ମଧ୍ୟରେ ବିଶ୍ରାମ ନେଉଥିବା ମଇଁଷିପଲ ବନ୍ୟାଜଳ ହ୍ରାସ ପାଇବା...

ଆଜିର ଫଟୋ(ଜୁନ୍ ୧୧, ୨୦୨୦)

ମିଶନ ରୋଡସ୍ଥିତ ନିଉ ଷ୍ଟୁଆର୍ଟ ସ୍କୁଲ ପରିସରରେ ଦି ଡିଓସେଶନ ବୋର୍ଡ ଅଫ ସୋସିଆଲ ସର୍ଭିସ ପକ୍ଷରୁ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମ। ହାଇକୋର୍ଟ ସମ୍ମିଳନୀ କକ୍ଷରେ...

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୧୭, ୨୦୨୨ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଉଦଯାପିତ ହେଲା ଜାତୀୟ ଛଉ ମହୋତ୍ସବ ‘ନାଟକୀ’   କଟକ ମିଶନ ରୋଡସ୍ଥିତ ଷ୍ଟୁଆର୍ଟ ସ୍କୁଲରେ ବଡ ଦିନ ଉପଲକ୍ଷେ ଉତ୍ସବ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୯ , ୨୦୨୦)

କଟକ ବାରବାଟୀ ଷ୍ଟାଡିୟମ ରାସ୍ତାରେ ଫୁଲଚାରା କିଣୁଛନ୍ତି ଗ୍ରାହକ ବଡଦିନ ଉପଲକ୍ଷେ ଚାଲିଛି ସାଜସଜ୍ଜା ସାମଗ୍ରୀ କିଣାକିଣି ପିପିଲି ବାଇପାସ୍‌ ରାସ୍ତା ପାର୍ଶ୍ୱରେ ନଡାକୁ ବିଡା...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୮ , ୨୦୨୧)

ନେତାଜୀ ବସ୍ ଟର୍ମିନାଲକୁ ଯିବା ପାଇଁ କଟକସ୍ଥିତ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ଲାଇବ୍ରେରୀକୁ ଭାଙ୍ଗି ଦିଆ ଯାଉଥିବାର ଦୃଶ୍ୟ   ଜଣେ ବ୍ୟକ୍ତି ମୁଣ୍ଡରେ ଧାନ...

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୮, ୨୦୨୨ )

କଟକ ଗଡଗଡିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବ   କଟକ ମହାନଗର ତୈଳିକ ବୈଶ୍ୟ ସମାଜ ପକ୍ଷ୍ୟରୁ ଗଡଗଡିଆ ବାଲିଯାତ୍ରା ତଳ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୮ , ୨୦୨୦)

କଟକରେ ମଙ୍ଗଳାବାଗ ମହାନଦୀ ରିଙ୍ଗ ବନ୍ଧ ରାସ୍ତାରେ ଜଣେ ଫଳ ବିକ୍ରେତା ନିଜର ଠେଲାଗାଡିରେ ଫଳ ନେଇ ବ୍ୟବସାୟ କରିବାକୁ ଯାଉଛନ୍ତି   କଟକରେ ଏସସିବି...

Advertisement
Archives

Model This Week