ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୪, ୨୦୨୨)

ଶିକ୍ଷକ ନିଯୁକ୍ତି ଦାଵୀରେ ଭୁବନେଶ୍ୱର ସ୍ଥିତ ଭୀମଭୋଇ ଅନ୍ଧ ସ୍କୁଲର ଛାତ୍ରୀଛାତ୍ରଙ୍କ ଧାରଣା ଓଡିଶା ସଚେତନ ନାଗରିକ ଫୋରମ ପକ୍ଷରୁ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୩, ୨୦୨୨)

ଭୁବନେଶ୍ୱର ଶହୀଦନଗରରେ ଦୁର୍ଗା ପୂଜା ପାଇଁ ମା’ ଦୁର୍ଗାଙ୍କ ରୂପ ଅଳଙ୍କାର ଭୁଷଣଗୁଡ଼ିକୁ ସଫା କରାଯାଉଛି ରାଜଧାନୀରେ ଡେଙ୍ଗୁ ଜ୍ୱର ବଢୁଥିବା ଯୋଗୁଁ ୟୁନିଟ-୩ ଅଞ୍ଚଳର ଏନଏସି କଲୋନୀରେ କବାଡିଆମାନେ ଜମା କରିଥିବା ଅଳିଆକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସଫା କରାଯାଉଛି…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୧, ୨୦୨୨)

ଶ୍ରୀକ୍ଷେତ୍ରର ନରେନ୍ଦ୍ର ପୁଷ୍କରିଣୀ ପରିସରରେ ଶ୍ରଦ୍ଧାଳୁ ମାନେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଲତର୍ପଣ କରୁଛନ୍ତି ।ଏହା ଆସନ୍ତା ମହାଳୟା ରେ ଶେଷ ହେବ ଭୁବନେଶ୍ୱରରେ ଲଘୁଚାପ ଜନିତ ପ୍ରବଳ ବର୍ଷା ପ୍ରବଳ ବର୍ଷା ଯୋଗୁ ଭୁବନେଶ୍ୱରରେ ବମିଖାଲ-ରସୁଲଗଡ ରାସ୍ତାରେ ପାଣି ଜମିରହିଛି

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୦, ୨୦୨୨)

   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ FIFA under -17 Women’s World Cup 2022 ର ଲୋଗୋ ଉନ୍ମୋଚନ କରୁଛନ୍ତି   ଭୁବନେଶ୍ୱର ସ୍ଥିତ ସୂଚନାଭବନରେ ଭାରତୀୟ ଶିକ୍ଷା ଗବେଷଣା ପ୍ରତିଷ୍ଠାନ (ଓଡ଼ିଶା)ର୧୪ତମ ସ୍ଵନକ୍ଷତ୍ର ଉତ୍ସବ ସମାରୋହରେ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୯, ୨୦୨୨)

କଟକ ଷ୍ଟିୱାର୍ଟ ସ୍କୁଲ ଛାତ୍ରୀଛାତ୍ରମାନେ ପୃଥିବୀର ସୁରକ୍ଷା ଓ ବିଶ୍ୱ ଓଜୋନ ଦିବସ ପାଳନ ଅବସରରେ ପଥ ପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଉଛନ୍ତି   ଭୁବନେଶ୍ୱର ସରକାରୀ ଆୟୁର୍ବେଦିକ ଡାକ୍ତରଖାନାରେ ଜାତୀୟ ଆୟୁଷ ମିଶନ ଦ୍ୱାରା ହର୍ବାଲ ଉଦ୍ୟାନର…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୮, ୨୦୨୨)

କଟକ ସ୍ଥିତ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ରାଜ୍ୟ ସବ-ଜୁନିଅର ବାସ୍କେଟ ବଲ ଚାମ୍ପିଅନଶିପ ପ୍ରତିଯୋଗିତା ଆଜୀବନ ସଜା କଟୁଥିବା ବିଲକିସ ବାନୋଙ୍କ ବଲାତ୍କାରୀଙ୍କୁ ଗୁଜୁରାଟ ସରକାରଙ୍କ ଅନୁକମ୍ପାମୂଳକ ଖଲାସ ପ୍ରତ୍ୟାହାର କରିବା ଦାବିରେ ରାଷ୍ଟ୍ରୀୟ ଯୁବ ସଙ୍ଗଠନ ପକ୍ଷରୁ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୭, ୨୦୨୨)

ଲଘୁଚାପ ପ୍ରଭାବରେ ଭୁବନେଶ୍ୱରରେ ଲଗାଣ ବର୍ଷା   ବିଡିଏ ପକ୍ଷରୁ ଗୃହ ଯୋଗାଣ ବ୍ୟବସ୍ଥାକୁ ଭୁବନେଶ୍ୱର ବିଡିଏ କାର୍ଯ୍ୟାଳୟରେ ଉଦଘାଟନ କରୁଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ   ସିଆରଆରଆଇ ଥାନାକୁ ଉପସ୍ଥିତ ଅତିଥିମାନଙ୍କ ଗହଣରେ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୬, ୨୦୨୨ )

  ନୂଆଦିଲ୍ଲୀରେ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଫେରିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ଦଳୀୟ କର୍ମୀ   ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସମୟରେ ରାଜଧାନୀରେ ସୃଷ୍ଟି ହୋଇଥିବା ଟ୍ରାଫିକ ସମସ୍ୟା ଓଡିଶା ରାଜ୍ୟ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୫, ୨୦୨୨)

ଭୁବନେଶ୍ୱର ୟୁନିଟ -୩ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଛାତ୍ରୀଛାତ୍ରମାନେ ଗୁରୁଦିବସ ପାଳନ କରୁଛନ୍ତି   ଭୁବନେଶ୍ୱର ପିଏମଜି ସ୍କୋୟାରରେ ଓଡିଶା ଭୋକେସନାଲ୍ ଟ୍ରେନର ଆସୋସିଏସନ୍ ଧାରଣା ଦେଉଛନ୍ତି   କଟକ ରେଭେନ୍ସା କଲେଜିଏଟ୍ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ନେତାଜୀ ଅଡିଟୋରିୟମରେ ଗୁରୁଦିବସ ପାଳନ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୪, ୨୦୨୨)

ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲରେ ଜୁନିଅର ବେଲ୍ଟ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିବା କରାଟେ ଛାତ୍ରୀଛାତ୍ର     ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ କମିଶନରେଟ ପୋଲିସ ପକ୍ଷରୁ ‘ଆତ୍ମହତ୍ୟା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି’ ସମ୍ପର୍କିତ ଆୟୋଜିତ ସ୍ୱତନ୍ତ୍ର କର୍ମଶାଳାରେ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୩, ୨୦୨୨)

ଭୁବନେଶ୍ୱରର ଦୃଷ୍ଟିହୀନ ବିଦ୍ୟାଳୟରେ ଆୟୋଜିତ ଦୃଷ୍ଟିହୀନ ଛାତ୍ରୀଛାତ୍ରମାନଙ୍କ ପାଇଁ କ୍ରିକେଟ୍ କୋଚିଂ କ୍ୟାମ୍ପ ଓଡିଶାର ରାଜ୍ୟପାଳ ଗଣେସି ଲାଲ ଭୁବନେଶ୍ୱରର ସୁଚନା ଭବନରେ ଦୃଷ୍ଟିଦାନର ୨୦ ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଛନ୍ତି ୫ଦଫା ଦାବିରେ ନବନିର୍ମାଣ ଯୁବ ଛାତ୍ର ସଂଗଠନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri