ଭୁବନେଶ୍ୱରର ଦୃଷ୍ଟିହୀନ ବିଦ୍ୟାଳୟରେ ଆୟୋଜିତ ଦୃଷ୍ଟିହୀନ ଛାତ୍ରୀଛାତ୍ରମାନଙ୍କ ପାଇଁ କ୍ରିକେଟ୍ କୋଚିଂ କ୍ୟାମ୍ପ

ଓଡିଶାର ରାଜ୍ୟପାଳ ଗଣେସି ଲାଲ ଭୁବନେଶ୍ୱରର ସୁଚନା ଭବନରେ ଦୃଷ୍ଟିଦାନର ୨୦ ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଛନ୍ତି

୫ଦଫା ଦାବିରେ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ବିଯେବି କଲେଜ ରୁ ନବୀନ ନିବାସ ଅଭିମୁଖେ ବାହାରିଥିବା ରାଲିରେ କଳ୍ପନା ମୁଜିଯମ ଛକରେ ପୋଲିସ ଆନ୍ଦୋଳନ କାରୀଙ୍କୁ ଗିରଫ କରି ନଉଛି



