ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୦, ୨୦୨୨)

   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ FIFA under -17 Women’s World Cup 2022 ର ଲୋଗୋ ଉନ୍ମୋଚନ କରୁଛନ୍ତି

 

ଭୁବନେଶ୍ୱର ସ୍ଥିତ ସୂଚନାଭବନରେ ଭାରତୀୟ ଶିକ୍ଷା ଗବେଷଣା ପ୍ରତିଷ୍ଠାନ (ଓଡ଼ିଶା)ର୧୪ତମ ସ୍ଵନକ୍ଷତ୍ର ଉତ୍ସବ ସମାରୋହରେ ଚିତ୍ରାଙ୍କନ କରୁଛନ୍ତି ଛାତ୍ରୀଛାତ୍ର

 

କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ରାଷ୍ଟ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଭୁବନେଶ୍ୱରରେ ‘ଭାରତରେ ସ୍ଥାୟୀ ଉପକୂଳ ପରିଚାଳନା’ ଜାତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି

 

ଭୁବନେଶ୍ୱରସ୍ଥିତ ରମାଦେବୀ ବିଶ୍ଵବିଦ୍ୟାଳୟ ପରିସରରେ ଗୃହିଣୀମାନଙ୍କ ଲାଗି ନିଯୁକ୍ତି ସମ୍ପର୍କିତ କର୍ମଶାଳା

କଟକ ଓଡ଼ିଆବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନରେ ଆସି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୩୦, ୨୦୨୧ )

ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ଛାତ୍ରୀଛାତ୍ର ମାନେ ପରୀକ୍ଷା କେନ୍ଦ୍ରକୁ ଯାଉଛନ୍ତି   କଟକର ଚାନ୍ଦନୀଚୌକ୍ ମୁଖ୍ୟ ରାସ୍ତାରେ ଗୋରୁଗୁଡିକ ବିଶ୍ରାମ ନେଉଛନ୍ତି  ...

ଓଡ଼ିଶା: ଆଜିର ଫଟୋ (ମେ ୧୧, ୨୦୨୧)

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଦୟା ନଦୀ ପୋଲ ତଳେ ମାଛ ଧରୁଛନ୍ତି ବ୍ୟକ୍ତି     ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା     ଭୁବନେଶ୍ୱର ଖଣ୍ଡଗିରିରେ...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୧୨, ୨୦୨୨)

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଏଫଆଇଏଚ ପ୍ରୋ ଲିଗ (ମହିଳା)ରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ   କଟକ କାଠଗଡ଼ା ସାହିରେ ଚାଲିଛି ପଞ୍ଚୁ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୬, ୨୦୨୧)

କୋଭିଡ଼ କଟକଣା କୋହଳ ସମୟରେ ରାଜଧାନୀର ରାସ୍ତା      କଟକ ରେଳଷ୍ଟେସନରୁ ଫେରୁଛନ୍ତି ଯାତ୍ରୀ   କଟକଣା କୋହଳ ବେଳେ କଟକ ରାଣୀହାଟ ମୁଖ୍ୟ ରାସ୍ତାର...

ଓଡ଼ିଶା: ଆଜିର ଫଟୋ (ଜୁନ ୨, ୨୦୨୧)

ଭୁବନେଶ୍ୱର ବିନ୍ଦୁସାଗରରେ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଚାପ ଖେଳ   ଭୁବନେଶ୍ୱରରେ ବର୍ଷା ଯୋଗୁଁ ଗରମରୁ ଆଶ୍ବସ୍ତି   ଭୁବନେଶ୍ୱର ରସୁଲଗଡ଼ରେ ମାଛ କିଣିବାକୁ...

ନୟାପଲ୍ଲୀ ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ନୟାପଲ୍ଲୀ ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ।

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୮ , ୨୦୨୧)

ମହିଳା ଦିବସ ଉପଲକ୍ଷେ ବାଇକ ରାଲି କରାଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଯୁବତୀ ଭୁବନେଶ୍ୱର ର ମାଷ୍ଟ୍ରରକ୍ୟାଣ୍ଟନ ଛକ ଠାରେ ଆତ୍ମଶକ୍ତି...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨୭, ୨୦୨୧)

ହୋଲି ପାଇଁ ଭୁବନେଶ୍ୱର ବିଗ ବଜାର ଛକରେ ବିକ୍ରି ହେଉଛି ରଙ୍ଗ ମହାତ୍ମା ଗାନ୍ଧୀଙ୍କ ଶ୍ରୀକ୍ଷେତ୍ର ଆଗମନର ଶତବାର୍ଷିକି ଅବସରରେ ପୁରୀ ରେଳଷ୍ଟେସନରୁ ଗୁଣ୍ଡିଚା ମନ୍ଦିର...

Advertisement
Archives

Model This Week