
ଭୁବନେଶ୍ୱର ଶହୀଦନଗରରେ ଦୁର୍ଗା ପୂଜା ପାଇଁ ମା’ ଦୁର୍ଗାଙ୍କ ରୂପ ଅଳଙ୍କାର ଭୁଷଣଗୁଡ଼ିକୁ ସଫା କରାଯାଉଛି

ରାଜଧାନୀରେ ଡେଙ୍ଗୁ ଜ୍ୱର ବଢୁଥିବା ଯୋଗୁଁ ୟୁନିଟ-୩ ଅଞ୍ଚଳର ଏନଏସି କଲୋନୀରେ କବାଡିଆମାନେ ଜମା କରିଥିବା ଅଳିଆକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସଫା କରାଯାଉଛି
କଟକ ଶଙ୍କରପୁର ବାଦାମବାଡ଼ି ପୂଜା କମିଟି ପକ୍ଷରୁ ବାଦାମବାଡ଼ି ମୁଖ୍ୟ ରାସ୍ତାରେ ନିର୍ମାଣାଧୀନ ତୋରଣ


