ଭୁବନେଶ୍ୱର ଖାରବେଳନଗରସ୍ଥିତ ଲଳିତ କଲା ଏକାଡେମୀରେ ଆୟୋଜିତ ଆନ୍ତର୍ଜାତୀୟ କଣ୍ଟେମ୍ପରାରି କଳା ପ୍ରଦର୍ଶନୀ
ଇଣ୍ଡିଆନ ମେଟାଲସ ପବ୍ଲିକେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ଟେନିସ ତାରକା ଖେଳାଳି ଦେବାଶିଷ ସାହୁଙ୍କୁ ୩୧ତମ ଏକଲବ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି




ବାଲିଯାତ୍ରାରେ ହୋଇଥିବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବିକରି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ସିଡିଏ ସେକ୍ଟର-୬ରୁ ବାହାରିଥିବା ମଟରସାଇକେଲ ଶୋଭାଯାତ୍ରା

