ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୫, ୨୦୨୩)

ଭୁବନେଶ୍ୱରରେ ୧୮ତମ ତୋଷାଳୀ ନେଶନାଲ କ୍ରାଫ୍ଟସ ମେଳା ଉଦଘାଟିତ

 

ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ଫୁଟବଲ ଏରିନାରେ ଆୟୋଜିତ ଇଣ୍ଡିଆନ ଓମେନ୍ସ ଲିଗ ୨୦୨୩-୨୪ରେ ସ୍ପୋର୍ଟ୍ସ ଓଡ଼ିଶା ଏବଂ ଓଡ଼ିଶା ଫସି ମଧ୍ୟରେ ମ୍ୟାଚ

 

ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିସର୍ଚ ସେଣ୍ଟରରେ ଆୟୋଜିତ ୧୩ତମ ଭାରତ ମୁନି ଫେଷ୍ଟିଭାଲ

୭ ଦଫା ଦାବିରେ ଗଣଶିକ୍ଷା ସଚିବଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ଆଗରେ ଓଡ଼ିଶା ଅଭିଭାବକ ମହାସଂଘର ଧାରଣା

 

କଟକ ସ୍ଥିତ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଇଣ୍ଡୋନେସିଆ ଏବଂ ଭାରତ ମଧ୍ୟରେ ଖେଳାଯାଇଥିବା ‘BWF Tour Super 100 Tournament’ର କ୍ୱାର୍ଟର ଫାଇନାଲ ମ୍ୟାଚ

 

କଟକ ସିଡିଏ ସ୍ଥିତ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ୪୩ତମ ଆନୁଆଲ ସ୍ପୋର୍ଟ୍ସ ମିଟ ଉଦଘାଟନୀ ସମାରୋହ ଅନୁଷ୍ଠିତ

ଓଡ଼ିଶା ଜୁନିୟର ବାଳିକା ହ୍ୟାଣ୍ଡବଲ୍ ପ୍ରତିଯୋଗିତା ପାଇଁ ଉତ୍ତରପ୍ରଦେଶର କାଶୀଠାରେ ହେବାକୁ ଥିବା ସର୍ବଭାରତୀୟ ଜୁନିୟର ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡିଶାରୁ ୪ ଜଣ ଖେଳାଳି ମନୋନୀତ

ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣି ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହ ଏମ୍ସ ପ୍ଲସ ମାନ୍ୟତା ଦାବିରେ ସମାଜ ସେବୀଙ୍କ ଧାରଣା

ବ୍ରହ୍ମପୁର ସହରସ୍ଥିତ କୋର୍ଟପେଟା ଛକ ଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୭୧ତମ ତିରୋଧାମ ଦିବସ ଅବସରରେ ତାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?