ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୧, ୨୦୨୩)

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କବ ବୁଲବୁଲ ଉତ୍ସବ ଭାରତ ସ୍କାଉଟସ ଆଣ୍ଡ ଗାଇଡ୍ସ ପକ୍ଷରୁ ଆୟୋଜିତ

 

ଭୁବନେଶ୍ୱର ୟୁନିଟ-୨ ସର୍ଦ୍ଦାର ପଟେଲ କମ୍ପ୍ଲେକ୍ସ ପରିସରରେ ବାହାରତୀୟ ଭାଷା ଦିବସକୁ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଛନ୍ତି

 

‘ଆଗ୍ରି ଜର୍ଣ୍ଣାଲିଜମ – ଟ୍ରାନ୍ସଫରମିଂ ଫାର୍ମ ସେକ୍ଟର ଇନ ଓଡିଶା’ ଶୀର୍ଷକ ଆଲୋଚନା ଚକ୍ର ଭୁବନେଶ୍ୱରସ୍ଥିତ ଓୟୁଏଟି ପରିସରରେ ଅନୁଷ୍ଠିତ

 

ବଡ଼ଦିନ ପୂର୍ବରୁ କଟକ ମିଶନ ରୋଡ ପାର୍ଶ୍ୱରେ ଖୋଲିଥିବା ଦୋକାନରେ ଘର ସଜାଇବା ଉପକରଣ ବିକ୍ରି ହେଉଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୨ ଅଗଷ୍ଟ, ୨୦୨୬)

ବୁଧବାର ରବୀନ୍ଦ୍ର ମଣ୍ଡପରେ ହୃଦୟ ସଂଗଠନ ପକ୍ଷରୁ ସେକ୍ସପିୟରଙ୍କ ନାଟକ ପରିବେଷଣ   📲 Follow Dharitri – Odisha’s No.1 Odia Daily 📰✨

ଓଡ଼ିଶା: ଆଜିର ଫଟୋ ( ୧୧ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅଗଷ୍ଟ ୧୫ ପାଇଁ ପରେଡ୍‌ ରିହର୍ସାଲ୍‌       କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri