ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୯, ୨୦୨୦)

କଟକରେ ଏକ ବରଗଛ ପାଲଟିଛି ପକ୍ଷୀଙ୍କ ଆଶ୍ରୟସ୍ଥଳୀ ମହାନଦୀରେ ବୃଦ୍ଧି ପାଉଛି ଜଳସ୍ତର କଟକରେ କାଠଯୋଡ଼ି ନଦୀ ପାର୍ଶ୍ୱରେ ଥିବା ବସ୍ତି ଜଳମଗ୍ନ ଭୁବନେଶ୍ୱରରେ ସପ୍ତାହାନ୍ତ ଶଟଡାଉନ ଭୁବନେଶ୍ୱର ରାଜମହଲ ଛକର ରାସ୍ତା ପାର୍ଶ୍ଵରେ ଜମିରହିଥିବା ପାଣିରେ ଖେଳୁଛନ୍ତି ପାରା

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୮, ୨୦୨୦)

ପାଓ୍ବାର ହାଉସ ଛକରେ ଜଣେ ବ୍ୟକ୍ତି ବେକେ ଜିନିଷ ଧରି ଯାଉଛନ୍ତି।   ଖାରବେଳ ନଗର ମାଳିସାହି ରାସ୍ତାରେ ଥିବା ବେଆଇନ ଦୋକାନ ଘରକୁ ବିଡିଏ ଦ୍ୱାରା ଉଚ୍ଛେଦ କରାଯାଉଛି।   ଦୁଇଦିନ ପ୍ରବଳ ବର୍ଷା ପରେ ପାଗରେ ହୋଇଛି ପରିବର୍ତ୍ତନ,…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୭ , ୨୦୨୦)

ବନ୍ୟା ଜଳରେ ଜଣେ ମତ୍ସ୍ୟଜୀବୀ ମାଛ ଧରୁଛନ୍ତି ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ନିକଟରେ ଏକ ଶିଶୁ ସାଇକେଲରେ ସାମଗ୍ରୀ ନେଇ ଯାଉଛନ୍ତି କଟକର ବିଡାନାସୀ ମହାନଦୀକୂଳରେ କାଶତଣ୍ଡୀ ଫୁଲ ଫୁଟି ଥିବାର ଦୃଶ୍ୟ ଜଣେ ମହିଳା ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୬ , ୨୦୨୦)

ଭୁବନେଶ୍ୱର ସତ୍ୟବିହାର ରାସ୍ତାରେ ଜମିରହିଛି ବର୍ଷାଜଳ ପୁରୁଣା ଭୁବନେଶ୍ୱରରେ ଥିବା ବୈତାଳ ମନ୍ଦିର ବର୍ଷାଜଳ ଘେରରେ   କଟକ ବୋଷ ଗ୍ରାଉଣ୍ଡ ରାସ୍ତା ପାର୍ଶ୍ଵରେ ଗ୍ରାହକ ଅପେକ୍ଷାରେ ଆତ ବ୍ୟବସାୟୀ  କଟକ ମହାନଦୀରେ ପଦ୍ମ ପତ୍ର ଉପରେ ବର୍ଷା ଜଳ କଟକ ତାଳଦଣ୍ଡା…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୫, ୨୦୨୦)

କଟକ ତୁଳସୀପୁର ଡିଅର ପାର୍କରେ ହରିଣଙ୍କ ବିଚରଣ   କଟକ ସିଡିଏରେ ସିଝା ମକା ବିକୁଛନ୍ତି ବ୍ୟବସାୟୀ   କଟକ ରେଳଷ୍ଟେଶନ ନିକଟରେ ରିକ୍ସା ଉପରେ ବିଶ୍ରାମ ନେଉଛନ୍ତି ଚାଳକ   କଟକ ବାଲିଯାତ୍ରା ତଳ ପଡିଆରେ ଥିବା ଏକ ଥୁଣ୍ଟା…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୪, ୨୦୨୦)

କଟକର ମଙ୍ଗଳାବାଗ ମହାନାଦୀ  ରିଙ୍ଗବନ୍ଧଠାରେ ବେଆଇନ ଭାବେ ପାର୍କିଂ କରାଯାଉଥିବା ଯାନବାହାନ ଗୁଡିକ ରାସ୍ତା ପାଶ୍ୱର୍ରେ ଛିଡା ହୋଇଛି ଜଣେ ଗରିବ ବ୍ୟବସାୟୀ ସଚିବାଳୟ ମାର୍ଗ ରାସ୍ତାରେ ହାତତିଆରି  ଜିନିଷ ଧରି ବିକ୍ରି କରିବା ପାଇଁ ଯାଉଛନ୍ତି   ଲଘୁଚାପ ଜନିତ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୩, ୨୦୨୦)

କାଠଯୋଡ଼ି ବନ୍ୟା ଜଳରେ ମାଛ ଧରିବା ପାଇଁ ଦୁଇଜଣ ମତ୍ସ୍ୟଜୀବୀ ଲୋକମାନେ ଗଣେଶ ମୂର୍ତ୍ତିଗୁଡ଼ିକୁ କୁଆଖାଇ ନଦୀରେ ବିସର୍ଜନ କରୁଛନ୍ତି ପୋଟାପୋଖରୀ ରାସ୍ତାରେ ଥିବା ଏକ ପୁଷ୍କରିଣୀରେ ଖାଦ୍ୟ ସଂଗ୍ରହ କରୁଥିବା ବତକମାନେ ପ୍ରବଳ ବର୍ଷା ଯୋଗୁଁ ବମିଖାଲ-ରସୁଲଗଡ ରାସ୍ତାରେ ପ୍ରବଳ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୨, ୨୦୨୦)

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଗଣେଶ ପୂଜା   ଭୁବନେଶ୍ୱରରେ ସପ୍ତାହାନ୍ତ ଶଟଡାଉନ ଯୋଗୁଁ ରାସ୍ତାଘାଟ ଶୂନଶାନ   ଭୁବନେଶ୍ୱର ଝାରପଡାରେ ଅଗ୍ନିଶମ ବିଭାଗ ତରଫରୁ ବିଶୋଧକ ସିଞ୍ଚନ ଭୁବନେଶ୍ୱର ରେଳଷ୍ଟେଶନରେ ଯାତ୍ରୀ କଟକ ପାଲାମଣ୍ଡପ ରାସ୍ତା ପାର୍ଶ୍ଵରେ ପାରାଙ୍କୁ ଖାଇବାକୁ ଦେଉଛନ୍ତି…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୧, ୨୦୨୦)

ଗୌରିଶଙ୍କର ପାର୍କ ନିକଟରେ ବିକ୍ରି ହେଉଥିବା ଗଣେଶଙ୍କ ମୃଣ୍ମୟୀ ପ୍ରତିମା କ୍ରୟ କରୁଥିବା ଗ୍ରାହକ   ରାଜଧାନୀରେ ଦୁଇଦିନ ଶଟ୍‌ଡାଉନ ଓ ଗଣେଶ ପୂଜା ପାଇଁ ୟୁନିଟ-୧ ମାର୍କେଟ ରାସ୍ତା ଭିଡ     ବିନ୍ଦୁସାଗରରେ ଜଣେ ବ୍ୟକ୍ତି ଖେପା ଜାଲ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୦, ୨୦୨୦)

ପ୍ରବଳ ବର୍ଷା ମଧ୍ୟରେ କୁଆଖାଇ ନଦୀ ଭୁବନେଶ୍ୱରର ବମିଖାଲ ଅଞ୍ଚଳରେ ଡ୍ରେନ୍ ପାଣିରେ ବତକ ମାନେ ଖେଳୁଛନ୍ତି ଗଣେଶ ଚତୁର୍ଥୀ ଆଗରୁ ଭୁବନେଶ୍ୱର ୟୁନିଟ୍-୨ ବଜାରରେ ଏକ ଶିଶୁ ବାଉଁଶ ନିର୍ମିତ ଟେବୁଲ କିଣିନେଉଛନ୍ତି ପଳାଶୁଣୀ ବ୍ରିଜରେ ରାସ୍ତା ଖରାପ ହୋଇଥବାରୁ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୯, ୨୦୨୦)

ରାଜଧାନୀରେ ଲଗାଣ ବର୍ଷା ଅନୁଗୋଳରେ ରୋଇବା ଲାଗି ଧାନ ତଳି ନେଇ ଯାଉଛନ୍ତି ଚାଷୀ କଟକ ଚାଉଳିଆଗଞ୍ଜରେ ଆହାର କରୁଛି ଗୁଣ୍ଡୁଚି କଟକ ସିଡିଏରେ ସିମେଣ୍ଟ ପାଇପ ଉପରେ ପିଲା ମାରୁଛନ୍ତି ଡ଼ିଆଁ

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୮, ୨୦୨୦)

ଗଣେଶଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କଟକ କୁମ୍ଭାରସାହିର ମୂର୍ତ୍ତିକାର   କଟକ ତୁଳସୀପୁରରେ ସ୍କାଉଟସ ଓ ଗାଇଡ୍ସ ଛାତ୍ରୀ ପିଲାଙ୍କୁ ମାସ୍କ ପିନ୍ଧାଇ ସଚେତନ କରାଉଛନ୍ତି   ସ୍ୱାବଲମ୍ବୀ: କଟକ ମଧୁସୂଦନ ନଗରରେ ଟ୍ରଲି ରିକ୍ସାରେ ନଡ଼ା ଲଦି ଯାଉଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri