ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୮, ୨୦୨୦)

ପାଓ୍ବାର ହାଉସ ଛକରେ ଜଣେ ବ୍ୟକ୍ତି ବେକେ ଜିନିଷ ଧରି ଯାଉଛନ୍ତି।

 

ଖାରବେଳ ନଗର ମାଳିସାହି ରାସ୍ତାରେ ଥିବା ବେଆଇନ ଦୋକାନ ଘରକୁ ବିଡିଏ ଦ୍ୱାରା ଉଚ୍ଛେଦ କରାଯାଉଛି।

 

ଦୁଇଦିନ ପ୍ରବଳ ବର୍ଷା ପରେ ପାଗରେ ହୋଇଛି ପରିବର୍ତ୍ତନ, ଦିନ ମଜୁରିଆମାନେ ଖରା ଦାଉରୁ ରକ୍ଷା ପାଇବାକୁ ଗଛତଳେ ବିଶ୍ରାମ ନେଉଛନ୍ତି

 

ମହାନଦୀ ବନ୍ୟାଜଳ ଘେରରେ କହ୍ନେଇପୁର ବାଡିମୂଳା ଅଞ୍ଚଳ

 

ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳରେ ଲୋକମାନେ ବନ୍ୟା ପାଣିରେ ଜାଲ ପକାଇ ମାଛ ଧରୁଛନ୍ତି।

 

ବନ୍ୟାଜଳ ଘେର ମଧ୍ୟରେ ଜୋବ୍ରା ଟ୍ରେନ୍‌ ପୋଲ ତଳ ରାସ୍ତା

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୪ ସେପ୍ଟେମ୍ବର, ୨୦୨୬)

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଗଣେଶ ପୂଜା       କଟକର ବିଭିନ୍ନ ସ୍ଥାନରେ ଗଜାନନଙ୍କ ପୂଜା       ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଗଣେଶ…

ଓଡ଼ିଶା: ଆଜିର ଫଟୋ ( ୧୩ ସେପ୍ଟେମ୍ବର, ୨୦୨୬)

ଭୁବନେଶ୍ୱରରେ ଗଣେଶ ଚତୁର୍ଥୀ ପୂର୍ବରୁ ବଜାରରୁ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଭକ୍ତମାନେ ନେଉଛନ୍ତି       କଟକ ଚାନ୍ଦିନୀଚୌକ ବନ୍ଧବାସେଳି କ୍ଲବରେ ଗଣେଶ ପୂଜାର ଅବ୍ୟବହିତ…

ଓଡ଼ିଶା: ଆଜିର ଫଟୋ ( ୧୨ ସେପ୍ଟେମ୍ବର, ୨୦୨୬)

କାରିଗର ଈଶ୍ୱର ରାଓଙ୍କ ଦ୍ୱାରା ଗୁଆ ଖୋଳପାରେ ତୋରଣ ଓ ଧଳା ପଥରରେ ୨ ଇଞ୍ଚର ଗଣେଶଙ୍କ ମୂର୍ତ୍ତି ନିର୍ମାଣ ସତାବାଡ଼ି ଭବନରେ ଅନୁଷ୍ଠିତ ଜାତୀୟ ଓଡ଼ିଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?