ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୮, ୨୦୨୦)

ଗଣେଶଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କଟକ କୁମ୍ଭାରସାହିର ମୂର୍ତ୍ତିକାର

 

କଟକ ତୁଳସୀପୁରରେ ସ୍କାଉଟସ ଓ ଗାଇଡ୍ସ ଛାତ୍ରୀ ପିଲାଙ୍କୁ ମାସ୍କ ପିନ୍ଧାଇ ସଚେତନ କରାଉଛନ୍ତି

 

ସ୍ୱାବଲମ୍ବୀ: କଟକ ମଧୁସୂଦନ ନଗରରେ ଟ୍ରଲି ରିକ୍ସାରେ ନଡ଼ା ଲଦି ଯାଉଛନ୍ତି ମହିଳା

 

ତଥାପି ରହିଛି ଆଦର : ଖଣ୍ଡଗିରି ନିକଟରେ ଶିଳ କିଣୁଛନ୍ତି ମହିଳା

 

ଭୁବନେଶ୍ୱର ରାଜଭବନ ନିକଟ ରାସ୍ତା ପାର୍ଶ୍ବରେ ବିକ୍ରି ପାଇଁ ରହିଥିବା କଣ୍ଢେଇ

 

କଟକ ନରାଜରେ ଚାଲିଛି ମାଛଧରା

 

ଭୁବନେଶ୍ୱର ଉପକଣ୍ଠ ଏକ ବରଗଛରେ ନିଜ ଶାବକଙ୍କୁ ଖୁଆଉଛି ବଗ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୨ ଅଗଷ୍ଟ, ୨୦୨୬)

ବୁଧବାର ରବୀନ୍ଦ୍ର ମଣ୍ଡପରେ ହୃଦୟ ସଂଗଠନ ପକ୍ଷରୁ ସେକ୍ସପିୟରଙ୍କ ନାଟକ ପରିବେଷଣ   📲 Follow Dharitri – Odisha’s No.1 Odia Daily 📰✨

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri