

ଗୌରିଶଙ୍କର ପାର୍କ ନିକଟରେ ବିକ୍ରି ହେଉଥିବା ଗଣେଶଙ୍କ ମୃଣ୍ମୟୀ ପ୍ରତିମା କ୍ରୟ କରୁଥିବା ଗ୍ରାହକ

ରାଜଧାନୀରେ ଦୁଇଦିନ ଶଟ୍ଡାଉନ ଓ ଗଣେଶ ପୂଜା ପାଇଁ ୟୁନିଟ-୧ ମାର୍କେଟ ରାସ୍ତା ଭିଡ

ବିନ୍ଦୁସାଗରରେ ଜଣେ ବ୍ୟକ୍ତି ଖେପା ଜାଲ ପକାଇ ମାଛ ଧରୁଛନ୍ତି।

ଓଲ୍ଡଟାଉନ ଲିଙ୍ଗରାଜ ମନ୍ଦିର ପାଖରେ କାରୀଗରଙ୍କ ଦ୍ୱାରା ତିଆରି ହେଉଥିବା ଗଣେଶ ମୂର୍ତ୍ତି। ଜଣେ କାରିଗର ମୁର୍ତ୍ତିରେ ରଙ୍ଗ ଦେଉଛନ୍ତି।

ଓଲ୍ଡଟାଉନରେ ଥିବା ବିନ୍ଦୁସାଗର ପାଣି ଭିତରେ ସ୍ପ୍ରେ ହେଉଥିବା ଦୃଶ୍ୟ


