ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୫, ୨୦୨୦)

କଟକ ତୁଳସୀପୁର ଡିଅର ପାର୍କରେ ହରିଣଙ୍କ ବିଚରଣ

 

କଟକ ସିଡିଏରେ ସିଝା ମକା ବିକୁଛନ୍ତି ବ୍ୟବସାୟୀ

 

କଟକ ରେଳଷ୍ଟେଶନ ନିକଟରେ ରିକ୍ସା ଉପରେ ବିଶ୍ରାମ ନେଉଛନ୍ତି ଚାଳକ

 

କଟକ ବାଲିଯାତ୍ରା ତଳ ପଡିଆରେ ଥିବା ଏକ ଥୁଣ୍ଟା ଗଛରେ ଆଶ୍ରୟ ନେଇଛନ୍ତି ପକ୍ଷୀ

 

ରାଜଧାନୀରେ ଲଘୁଚାପ ଜନିତ ଲଗାଣ ବର୍ଷା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୪, ୨୦୨୧)

ଭୁବନେଶ୍ୱର ଓୟୁଏଟି ପରିସରରେ ମହିଳାମାନେ ମାଣ୍ଡିଆ କିଆରୀରେ ଉଠିଥିବା ଅନାବନା ଘାସ ବାଛୁଛନ୍ତି     ଶଟଡାଉନରେ ଭୁବନେଶ୍ୱର   କଟକ ଏସସିବି ମେଡିକାଲରେ ଆଉଟଡୋର...

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୮ , ୨୦୨୦ )

 ପ୍ରଭୁ ଲିଙ୍ଗରାଜ ଙ୍କୁ ଦର୍ଶନ କରିସାରି ଫେରୁଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ସେବାୟତ ମାନେ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ଗବେଷଣା କେନ୍ଦ୍ର ‘ଉତ୍କଳ ରଙ୍ଗମଞ୍ଚ’ ଜି.କେ.ସି.ଏମ୍...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୧୦, ୨୦୨୦)

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅଗ୍ନିଶମ କର୍ମଚାରୀ ବିଶୋଧକ ସିଞ୍ଚନ କରୁଛନ୍ତି   ଶ୍ରୀଜୀଉଙ୍କ ଲାଗି ଓଡ଼ିଆ ମଠରୁ ଯାଉଛି ଫୁଲୁରି ତେଲ   ଭୁବନେଶ୍ୱରରେ...

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୨୮, ୨୦୨୨ )

କଟକ କୁମ୍ଭାର ସାହିରେ ଜଣେ ଶିଳ୍ପୀ ଦେବୀ ସରସ୍ଵତୀଙ୍କ ପ୍ରତିମାରେ ରଙ୍ଗ ତୁଳୀର ଶେଷ ସ୍ପର୍ଶ ଦେଉଛନ୍ତି    କଟକ ଯୋବ୍ରା ଆନିକଟ ମହାନଦୀରୁ ମାଛ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୩, ୨୦୨୧)

କଟକ ରାଣୀହାଟ ପୂଜାମଣ୍ଡପରେ ଶ୍ୟାମାକାଳୀଙ୍କ ମୂର୍ତ୍ତି ଗଢିବାରେ ନିମଗ୍ନ ଶିଳ୍ପୀ   କଟକ ରାଣୀହାଟ ପୋଲ ଉପରେ ଗ୍ରାହକ ଅପେକ୍ଷାରେ ଫଳ ବ୍ୟବସାୟୀ   ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୬, ୨୦୨୧)

ଭୁବନେଶ୍ୱର ର ନୟାପଲ୍ଲୀ ର ରାସ୍ତାକଡ଼ରେ ଜଣେ ମହିଳା ଟ୍ରାଡିସନାଲ ତାୱା ବିକୁଛନ୍ତି   ଶ୍ରେଣୀକୁ କୁ ଯିବା ପୂର୍ବରୁ ହାତକୁ ସାନିଟାଇଜର କରି ଯାଉଥିବା...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨, ୨୦୨୦)

କଟକ ଚୌଧୁରୀ ବଜାର ଅଞ୍ଚଳରେ ଗୁଡ଼ି କିଣୁଛନ୍ତି ଗ୍ରାହକ   ନରାଜ ଆନିକଟରେ ମାଛଧରୁଛନ୍ତି ଧୀବର   ଛାଡ଼ଖାଇ ଲାଗି ଭୁବନେଶ୍ୱରରେ ଆମିଷ କିଣିବା ପାଇଁ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୮, ୨୦୨୨)

କଟକ ଫିରିଙ୍ଗି ବଜ଼ାରରେ ପଗଡ଼ି ତିଆରି କରୁଛନ୍ତି ମହିଳା   ଭୁବନେଶ୍ୱର ୟୁନିଟ-୯ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ପାର୍ଶ୍ୱରେ ବିଦ୍ୟୁତ ଟ୍ରାନ୍ସଫର୍ମର ମରାମତି ଚାଲିଛି  ...

Advertisement
Archives

Model This Week