Advertisement

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୬ , ୨୦୨୦)

ଭୁବନେଶ୍ୱର ସତ୍ୟବିହାର ରାସ୍ତାରେ ଜମିରହିଛି ବର୍ଷାଜଳ

ପୁରୁଣା ଭୁବନେଶ୍ୱରରେ ଥିବା ବୈତାଳ ମନ୍ଦିର ବର୍ଷାଜଳ ଘେରରେ

 

କଟକ ବୋଷ ଗ୍ରାଉଣ୍ଡ ରାସ୍ତା ପାର୍ଶ୍ଵରେ ଗ୍ରାହକ ଅପେକ୍ଷାରେ ଆତ ବ୍ୟବସାୟୀ

 କଟକ ମହାନଦୀରେ ପଦ୍ମ ପତ୍ର ଉପରେ ବର୍ଷା ଜଳ

କଟକ ତାଳଦଣ୍ଡା କେନାଲ ରୋଡରେ ଠେଲାଗାଡ଼ିରେ ଗୁପଚୁପ ନେଇ ଯାଉଛନ୍ତି ବିକାଳୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୯, ୨୦୨୦)

ସୋମବାର ରାଜଧାନୀ ଭୁବନେଶ୍ୱରରେ ବର୍ଷାର ଦୃଶ୍ୟ ଭୁବନେଶ୍ୱରସ୍ଥିତ ଏଜି ଛକ ଟ୍ରାଫିକ ପୋଷ୍ଟରେ କମିଶନର ପୋଲିସ ପକ୍ଷରୁ ସୋଲାର ସହାୟତାରେ ଫ୍ଲାସ ଲାଇଟର ବ୍ୟବସ୍ଥା ହେଉଛି।...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୧୬, ୨୦୨୨)

ପିପିଲି ବାଇପାସ୍ ନିକଟରେ ଜଣେ ବ୍ୟକ୍ତି ତାଙ୍କ ମୁଣ୍ଡରେ ଜାଳେଣି କାଠ ନେଇଯାଉଛନ୍ତି ଜୁମ୍ବା ନୃତ୍ୟ ଗୋଷ୍ଠୀର ସଦସ୍ୟମାନେ ଭୁବନେଶ୍ୱରର ଫରେଷ୍ଟ ପାର୍କ ନିକଟରେ ରଜ...

ଓଡ଼ିଶା: ଆଜିର ଫଟୋ (ମେ ୧୧, ୨୦୨୧)

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଦୟା ନଦୀ ପୋଲ ତଳେ ମାଛ ଧରୁଛନ୍ତି ବ୍ୟକ୍ତି     ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା     ଭୁବନେଶ୍ୱର ଖଣ୍ଡଗିରିରେ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୧, ୨୦୨୧)

 ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପାଇଁ ଗଜପତି ମହାରାଜ ଶ୍ରୀନହରରେ ଗୁଆ ଟେକି କାର୍ଯ୍ୟର ଶୁଭାରମ୍ଭ କରୁଛନ୍ତି ଛାଡଖାଇ ଉପଲକ୍ଷେ ଭୁବନେଶ୍ୱରରେ ମାଛ, ମାଂସ କିଣିବାପାଇଁ ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୧, ୨୦୨୧)

ଶ୍ରୀରାମନବମୀ ଅବସରରେ କଟକ ରାମନିଗମେଶ୍ୱର ମନ୍ଦିର ବାହାରେ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ   ଶ୍ରୀରାମନବମୀ ଅବସରରେ ଭୁବନେଶ୍ୱର ରାମ ମନ୍ଦିର ବାହାରେ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୭, ୨୦୨୨)

ଆମେରିକା, ୟୁକ୍ରେନ ଏବଂ ଜାପାନର ବୌଦ୍ଧ ଭିକ୍ଷୁମାନେ ଶାନ୍ତି ପଦଯାତ୍ରାରେ ଭୁବନେଶ୍ୱର ସର୍କିଟ ହାଉସରୁ ଧଉଳି ପର୍ଯ୍ୟନ୍ତ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରୁଛନ୍ତି ଭୁବନେଶ୍ୱରର...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୫, ୨୦୨୨)

ଭୁବନେଶ୍ୱର ସେଣ୍ଟ ଜୋସେଫ ସ୍କୁଲରେ ଶୁଭ ଶୁକ୍ରବାର ଅବସରରେ ‘ଯୀଶୁଙ୍କ କ୍ରୁଶବିଦ୍ଧ’ର ନାଟ୍ୟ ରୂପାନ୍ତର   ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏଫଆଇଏଚ ମେନ୍ସ ହକି...

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୨୯, ୨୦୨୧ )

କଳାକାରମାନେ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପଶୁ ମୁଖା ନୃତ୍ୟ ଏବଂ ଯୋଡି ଶଙ୍ଖ ନୃତ୍ୟ ପରିବେଷଣ କରୁଛନ୍ତି   ଜାତୀୟ ହସ୍ତ୍ରତନ୍ତ୍ର ମେଳା : ଭୁବନେଶ୍ୱର...

Advertisement
Archives

Model This Week