
କଟକର ମଙ୍ଗଳାବାଗ ମହାନାଦୀ ରିଙ୍ଗବନ୍ଧଠାରେ ବେଆଇନ ଭାବେ ପାର୍କିଂ କରାଯାଉଥିବା ଯାନବାହାନ ଗୁଡିକ ରାସ୍ତା ପାଶ୍ୱର୍ରେ ଛିଡା ହୋଇଛି

ଜଣେ ଗରିବ ବ୍ୟବସାୟୀ ସଚିବାଳୟ ମାର୍ଗ ରାସ୍ତାରେ ହାତତିଆରି ଜିନିଷ ଧରି ବିକ୍ରି କରିବା ପାଇଁ ଯାଉଛନ୍ତି

ଲଘୁଚାପ ଜନିତ ପ୍ରବଳ ବର୍ଷା ହେତୁ ଓଏମପି ଛକ ଠାରେ ବର୍ଷା ଜଳ ଜମି ରହିଛି

ଗଣେଶ ମୂର୍ତ୍ତି କଟକସ୍ଥିତ ଗଡଗଡିଆ ଘାଟ ଠାରେ ବିସର୍ଜନ କରାଯାଉଛି


