ସିଏଆଇଟି ତରଫ ରୁ ଭାରତ ବନ୍ଦ ଗୋଟିଏ ଦିନ ପୂର୍ବରୁ ବୁଧବାର ଭୁବନେଶ୍ୱରରେ ଗ୍ରାହକମାନେ ଯାନବାହନ ରେ ତେଲ ଭରିବା ପାଇଁ ଲାଇନ ଲଗାଉଛନ୍ତି

‘ପୁରବା ରଙ୍ଗ ଗୁଆହାଟୀ’ର କଳାକାରମାନେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଅଭିନୟ କରୁଛନ୍ତି

ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ବଢିଯିବାରୁ ଦୁଇଟି ଝିଅ ଛତା ନେଇ ରାସ୍ତାରେ ଯାଉଛନ୍ତି



