ପଡୋଶୀ ରାଜ୍ୟ ରୁ ଆସିଥିବା ବ୍ୟକ୍ତିମାନେ ସ୍ନାନକରିବା ପାଇଁ ଗଡଗଡିଆ ଘାଟ ମହାନଦୀ ତଟ କୁ ମେଳି ବାନ୍ଧି ଯାଉଛନ୍ତି

ରାଜଧାନୀ ରେ ପ୍ରବଳଖରା ରେ ୨ ଜଣ ଛାତ୍ରୀ ମୁହଁରେ ଓଢଣୀ ବାନ୍ଧି ରୋଡ ରେ ଯାଉଛନ୍ତି

ମାଲଗୋଦାମ ଥାନା ଅଂଚଳରୁ ଜବତ କରାଯାଇଥିବା ବିପୁଳ ପରିମାଣ ର ନକଲି ଓ ଅପମିଶ୍ରିତ ମସଲା ସାମଗ୍ରୀ କୁ ମାଲଗୋଦାମ ଥାନା ପୋଲିସ ଶିଖରପୁର ଅଂଚଳ ର ଏକ ପଡିଆ ରେ ପୋତି ନଷ୍ଟ କରିଦେଉଛନ୍ତି



