ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୯, ୨୦୨୧)

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାଧୁମାନେ ମାଘ ସପ୍ତମୀ ଉପଲକ୍ଷେ ଖଣ୍ଡଗିରି ମେଳାରେ ଯୋଗଦେବା ପାଇଁ ପହଞ୍ଚିଛନ୍ତି

 

କଟକ ସିଡ଼ିଏ ସେକ୍ଟର ୧୩ରେ ନିର୍ମାଣଧୀନ ରେଭେନ୍‌ସା ଦ୍ୱିତୀୟ କ୍ୟାମ୍ପସରେ ପଶିଥିବା ହାତୀ

 

କଟକ ସିଡ଼ିଏ ସେକ୍ଟର ୧୩ରେ ନିର୍ମାଣଧୀନ ରେଭେନ୍‌ସା ଦ୍ୱିତୀୟ କ୍ୟାମ୍ପସରେ ପଶିଥିବା ହାତୀକୁ ଏକ ଛାତ ଉପରୁ ଲୋକମାନେ ଦେଖୁଛନ୍ତି

 

ରେଲୱେ ଷ୍ଟେସନରେ ଜଣେ ଯାତ୍ରୀ ଗୋଟେ ହାତରେ ଟ୍ରଲି ବ୍ୟାଗ ଓ ଅନ୍ୟ ହାତରେ କୁନି ଝିଅକୁ ଧରି ଯାଉଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୭ ଅକ୍ଟୋବର, ୨୦୨୬ )

ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ କଟକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଏବିଭିପିର ଛାତ୍ରୀ ପ୍ରତିନିଧିମାନେ     କଟକର ବିଭିନ୍ନ ଦେବୀପୀଠରେ…

ଓଡ଼ିଶା: ଆଜିର ଫଟୋ ( ୬ ଅକ୍ଟୋବର, ୨୦୨୬ )

ଭୁବନେଶ୍ୱର ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏବିଭିପି ପକ୍ଷରୁ କଲେଜ କ୍ୟାମ୍ପସରେ ପ୍ରଚାର ଅଭିଯାନ     କଟକର ବିଭିନ୍ନ ଦେବୀପୀଠରେ ବିଭିନ୍ନ ବେଶ     କଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?