ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୮, ୨୦୨୧)

ପ୍ରୟାସ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାମୁହିକ ବିବାହ ମହୋତ୍ସବ ଭୁବନେଶ୍ୱରର ରାମମନ୍ଦିର ନିକଟରେ

ରବିବାର କାଲିଙ୍ଗ ଷ୍ଟାଡିୟମରେ ଓଡିଶା ମହିଳା ଲିଗର ଉଦ୍ଘାଟନୀ ମ୍ୟାଚରେ ଓଡିଶା ପୋଲିସ ଏବଂ ସ୍ପୋର୍ଟସ ହଷ୍ଟେଲ ଖେଳାଳିଙ୍କ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଛି

ଭୁବନେଶ୍ୱର ର ସୂଚନା ଭବନ ଠାରେ ବୀଣାପାଣି ନାଟ୍ୟ ସଂସ୍ଥା ପକ୍ଷରୁ ଆୟୋଜିତ ଓଡିଶା ପ୍ରଗତିଶୀଳ ଦିବ୍ୟାଙ୍ଗ ସାଂସ୍କୃତିକ ସମିଳନୀ ରେ କଳାକାରମାନେ ଓଡିଶୀ ନୃତ୍ୟ ପରିବେଷଣ କରୁଛନ୍ତି

ପ୍ରବଳ ଉତ୍ତାପ ଫଳରେ ନିଜକୁ ରକ୍ଷ୍ୟା କରିବା ପାଇଁ ଦୁଇଜଣ ଝିଅ ମୁଣ୍ଡରେ ଓଢ଼ଣୀ ଦେଇ ରାସ୍ତାରେ ଆସୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୨ ଅଗଷ୍ଟ, ୨୦୨୬)

ବୁଧବାର ରବୀନ୍ଦ୍ର ମଣ୍ଡପରେ ହୃଦୟ ସଂଗଠନ ପକ୍ଷରୁ ସେକ୍ସପିୟରଙ୍କ ନାଟକ ପରିବେଷଣ   📲 Follow Dharitri – Odisha’s No.1 Odia Daily 📰✨

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri