ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୨, ୨୦୨୧)

ସହୀଦନଗର ରୁ ରସୁଲଗଡ ରୋଡରେ ଭସାବାଦଲ ର ଦୃଶ୍ୟ ପୁରୀରେ ଶ୍ରୀଜଗନାଥ ଙ୍କ ପହଣ୍ଡି ଖଣ୍ଡଗିରି ଧର୍ମଵିହାର ଜଗନ୍ନାଥମନ୍ଦିର ପରିସରରେ ଅନୁଷ୍ଟିତ ରଥଯାତ୍ରା

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୧, ୨୦୨୧)

ବିନ୍ଦୁସାଗର ରେ ପିଲା ମାନେ ପାଣିରେ ଗାଧୋଉଛନ୍ତି କଳ୍ପନା ଛକରେ କାଉଟି ଥଣ୍ଟରେ ଖାଦ୍ୟ ଧରି ଉଡୁ଼ଯାଉଥିବାର ଦୃଶ୍ୟ ଦେବୀଗଡା କାଠଯୋଡ଼ି ନଦୀତଟ ବାଲୁକାଶଯ୍ୟା ରେ କ୍ରିକେଟ ଖେଳୁଥିବା ପିଲାମାନେ କଲେଜ ଛକ ପିଲଗ୍ରିମ ରୋଡ ପାର୍ଶ୍ୱରେ ପାଇପ୍ ଫାଟି ନିର୍ଗତ…

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୦, ୨୦୨୧)

ପୁରୁଣା ଭୁବନେଶ୍ୱର ସ୍ଥିତ ଏକ ମନ୍ଦିର ପ୍ରାଙ୍ଗଣରେ କ୍ରିକେଟ ଖେଳୁଛନ୍ତି ପିଲାମାନେ     କୋଭିଡ କଟକଣା ଯୋଗୁଁ ମନ୍ଦିର ବନ୍ଦ ଥିବାରୁ ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର ବାହାରୁ ଦର୍ଶନ କରୁଛନ୍ତି ଭକ୍ତ     ଶଟଡାଉନରେ ଭୁବନେଶ୍ୱର    …

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୯, ୨୦୨୧ )

ରାଜମହଲ ଛକରେ ଜଣେ ବ୍ୟକ୍ତି ବେତ ଦୋଳିରେ ରଙ୍ଗ ଦେଉଛନ୍ତି   ଆଗକୁ ୨ ଦିନ ଶଟ୍‌ଡାଉନ୍‌ ହେବାକୁଥିବାରୁ ବାପୁଜୀନଗର ରାସ୍ତାରେ ପ୍ରବଳ ଭିଡ   ଆଜି ପୁରୀ ଶ୍ରୀମନ୍ଦିରରେ ନବଯୌବନ ଦର୍ଶନ, କୋଭିଡ କଟକଣା ପାଇଁ ଭକ୍ତମାନେ ପତିତପାବନଙ୍କ ଦର୍ଶନ…

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୮, ୨୦୨୧)

ଭୁବନେଶ୍ୱରର ବାପୁଜୀନଗର ଠାରେ ପ୍ରବଳ ଭିଡ ଯୋବ୍ରା ରେଳ ବ୍ରିଜ୍, କଟକ ଠାରେ ମହାନଦୀରେ ମତ୍ସ୍ୟଜୀବୀ ମାନେ ମାଛ ଧରୁଛନ୍ତି ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତି ଭୁବନେଶ୍ୱରର ୧୨୦ ବାଟାଲିଅନ୍ ରାସ୍ତାରେ ନିଜ ପରିବାର ସହିତ ଯାଉଛନ୍ତି କଟକର ମଙ୍ଗଳାବାଗ କାଠ…

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୭ , ୨୦୨୧)

ଭୁବନେଶ୍ୱର ଉପକଣ୍ଠ ଧଉଳି ନିକଟରେ ଜମିରେ ବିହନ ବୁଣୁଛନ୍ତି ଚାଷୀ     ଭୁବନେଶ୍ୱର ରାଜଭବନ ନିକଟ ଜଳାଶୟରେ ପାଣି ପିଉଛି ପାରା     ଭୁବନେଶ୍ୱର ଉପକଣ୍ଠ ଦୟା ନଦୀରେ ଚାଲିଛି ମାଛଧରା

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୬, ୨୦୨୧)

କୋଭିଡ଼ କଟକଣା କୋହଳ ସମୟରେ ରାଜଧାନୀର ରାସ୍ତା      କଟକ ରେଳଷ୍ଟେସନରୁ ଫେରୁଛନ୍ତି ଯାତ୍ରୀ   କଟକଣା କୋହଳ ବେଳେ କଟକ ରାଣୀହାଟ ମୁଖ୍ୟ ରାସ୍ତାର ଦୃଶ୍ୟ     ଅପରାହ୍ନରେ ବର୍ଷା ଯୋଗୁଁ କଟକ ସହରର ବିଭିନ୍ନ ସ୍ଥାନ ଜଳମଗ୍ନ

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୫, ୨୦୨୧)

ରାଜମହଲ ଛକ ରେ ବହୁତ ଗାଡି ମଟର ସହ ଜନ ଗହଳି ଲାଗିରହିଛି କରୋନା ମହାମାରୀ କୁ ନେଇ ବନ୍ଦ ଥିବା ସିଲଭର ସିଟି ବୋଟ କ୍ଳବ ସୋମବାର ଠାରୁ ଖୋଲିଲା ଯୋବ୍ରା ଆନିକଟ ମହାନଦୀ ଜଳ ରାଶି ମଧ୍ୟ ରେ…

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୪, ୨୦୨୧)

ସଟଡାଉନ ରେ ରାଜମହଲ ଓଭରବ୍ରିଜ ରୋଡ ଶୂନଶାନ ଯୋବ୍ରା ଆନିକଟ ଦେଇ ଯାଇଥିବା ପାଇପ ଖୁମ୍ବ ଉପରେ ବସି ମାଛ ଧରୁଥିବା ଯୁବକ ସାପ୍ତାହିକ ସଟଡାଉନ ହେତୁ ଛତ୍ର ବଜ଼ାର ପରିବା ମାର୍କେଟ ରାସ୍ତା ପାର୍ଶ୍ୱରେ ଅଦା ଗୁଡିକୁ ଶୁଖାଇବା ସହ…

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୩, ୨୦୨୧)

ଭୁବନେଶ୍ୱରରେ ଶଟଡାଉନ ଲାଗି ଦୋକାନ ବଜାର ବନ୍ଦ   ଶଟଡାଉନ ଲାଗି ଭୁବନେଶ୍ୱରରେ ଗାଡ଼ି ମଟର ଯାଞ୍ଚ କରୁଛନ୍ତି ପୋଲିସ   ଭୁବନେଶ୍ୱର ରାଜମହଲ ଓଭରବ୍ରିଜ ତଳ ରାସ୍ତାରେ ଜମିଛି ପାଣି   କାକଟପୁର ଦେଉଳିମଠରୁ ମହାପ୍ରଭୁଙ୍କ ଲାଗି ଅଣସର ଫଳ…

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨, ୨୦୨୧ )

ସୂର୍ଯ୍ୟାସ୍ତ ସମୟରେ ପୁରୀ ଆକାଶର ଦୃଶ୍ୟ   ଆଗକୁ ୨ ଦିନ ଶଟ୍‌ଡାଉନ୍ ହେବାକୁଥିବାରୁ ଲୋକଙ୍କ ପ୍ରବଳ ଭିଡ   ଭୁବନେଶ୍ୱରରେ ମୌସୁମୀ ବର୍ଷାର ଦୃଶ୍ୟ   ଭୁବନେଶ୍ୱର ପିଏମଜି ଠାରେ ଏକ ଟ୍ରଲିରେ ଜଣେ କବାଡିଆଵାଲା ଲୁନା ଗାଡି ଲଦି…

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧, ୨୦୨୧)

ରାମମନ୍ଦିର ସମ୍ମୁଖରେ ପାରାମାନେ ଚାଉଳ ଖାଉଛନ୍ତି ଲକଡାଉନ କୋହଳ ଯୋଗୁ ବାପୁଜିନଗର ପାଣି ଟାଙ୍କି ରୋଡରେ ପ୍ରବଳ ଗାଡି ଜାମ ଲକଡାଉନ କୋହଳ ପରେ ମାର୍କେଟ ବିଲଡିଙ୍ଗ ଛୋଟ ଦୋକାନ ରୁ ଲୋକ ମାନେ ସାର୍ଟ କିଣୁଛନ୍ତି ନବଯୌବନ ଦର୍ଶନ ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri