ରାଜମହଲ ଛକ ରେ ବହୁତ ଗାଡି ମଟର ସହ ଜନ ଗହଳି ଲାଗିରହିଛି

କରୋନା ମହାମାରୀ କୁ ନେଇ ବନ୍ଦ ଥିବା ସିଲଭର ସିଟି ବୋଟ କ୍ଳବ ସୋମବାର ଠାରୁ ଖୋଲିଲା

ଯୋବ୍ରା ଆନିକଟ ମହାନଦୀ ଜଳ ରାଶି ମଧ୍ୟ ରେ ମାଛ ଧରୁଥିବା ଧୀବର

ଭୁବନେଶ୍ୱର ର ବାପୁଜୀ ନଗର ଠାରୁ କଳ୍ପନା ଛକ ଯିବା ରାସ୍ତାରେ ପ୍ରବଳ ଗାଡି ମଟର ଭିଡ ଲାଗି ରହିଛି


