ପୁରୁଣା ଭୁବନେଶ୍ୱର ସ୍ଥିତ ଏକ ମନ୍ଦିର ପ୍ରାଙ୍ଗଣରେ କ୍ରିକେଟ ଖେଳୁଛନ୍ତି ପିଲାମାନେ
କୋଭିଡ କଟକଣା ଯୋଗୁଁ ମନ୍ଦିର ବନ୍ଦ ଥିବାରୁ ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର ବାହାରୁ ଦର୍ଶନ କରୁଛନ୍ତି ଭକ୍ତ
ଶଟଡାଉନରେ ଭୁବନେଶ୍ୱର
ଶଟଡାଉନରେ କଟକ ସହରର ଦୃଶ୍ୟ

