ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୯, ୨୦୨୧ )

ରାଜମହଲ ଛକରେ ଜଣେ ବ୍ୟକ୍ତି ବେତ ଦୋଳିରେ ରଙ୍ଗ ଦେଉଛନ୍ତି

 

ଆଗକୁ ୨ ଦିନ ଶଟ୍‌ଡାଉନ୍‌ ହେବାକୁଥିବାରୁ ବାପୁଜୀନଗର ରାସ୍ତାରେ ପ୍ରବଳ ଭିଡ

 

ଆଜି ପୁରୀ ଶ୍ରୀମନ୍ଦିରରେ ନବଯୌବନ ଦର୍ଶନ, କୋଭିଡ କଟକଣା ପାଇଁ ଭକ୍ତମାନେ ପତିତପାବନଙ୍କ ଦର୍ଶନ କଲେ

 

ରାଜଧାନୀ ଭୁବନେଶ୍ୱରରେ ଆକସ୍ମିକ ବର୍ଷା

 

ଟ୍ରାଫିକ ଅବ୍ୟବସ୍ଥା ପାଇଁ କଟକ ଚୌଧୁରୀ ବଜାର ଅଂଚଳରେ ଅସମ୍ଭାଳ ଭିଡ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri