ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୧, ୨୦୨୧)

ବିନ୍ଦୁସାଗର ରେ ପିଲା ମାନେ ପାଣିରେ ଗାଧୋଉଛନ୍ତି

କଳ୍ପନା ଛକରେ କାଉଟି ଥଣ୍ଟରେ ଖାଦ୍ୟ ଧରି ଉଡୁ଼ଯାଉଥିବାର ଦୃଶ୍ୟ

ଦେବୀଗଡା କାଠଯୋଡ଼ି ନଦୀତଟ ବାଲୁକାଶଯ୍ୟା ରେ କ୍ରିକେଟ ଖେଳୁଥିବା ପିଲାମାନେ

କଲେଜ ଛକ ପିଲଗ୍ରିମ ରୋଡ ପାର୍ଶ୍ୱରେ ପାଇପ୍ ଫାଟି ନିର୍ଗତ ଜଳ

କଲେଜ ଛକ ଠାରେ ବିଦ୍ୟୁତ ଖୁଣ୍ଟ ଉପରେ ଚଢି ଅସୁରକ୍ଷିତ ଭାବେ କାର୍ଯ୍ୟରତ ଶ୍ରମିକ ମାନେ

ଯୋବ୍ରା ଆନିକଟ ଠାରେ ମହାନଦୀ ରେ ପ୍ରବାହିତ ଗୋଳିଆ ପାଣି

ଭୁବନେଶ୍ୱର ର ରବୀନ୍ଦ୍ର ମଣ୍ଡପ ଠାରେ ବାଲୁକା ଶିଳ୍ପୀ ସୁବଳ ମହାରଣା ଙ୍କ ଦ୍ୱାରା ରଥ ଯାତ୍ରା ଉପଲକ୍ଷ୍ୟେ ଜଗନାଥ ଙ୍କ ମୂର୍ତି ସହ ତିନି ରଥ ପ୍ରଦର୍ଶନ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୯, ୨୦୨୨)

କଟକ ନରାଜ ଆନିକଟରେ ପ୍ରବାହିତ ବନ୍ୟାଜଳରେ ମାଛ ଧରୁଛନ୍ତି ଧୀବର   କଟକରେ ଓଡିଶା ବନ୍ଦ ପ୍ରଭାବ ଶୁନ୍ୟ   କଟକ କୁମ୍ଭାରସାହି ଅଞ୍ଚଳରେ ଖୁଦୁରୁକୁଣିଙ୍କ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୮, ୨୦୨୦)

କଟକ ସିଟି ହସ୍ପିଟାଲ ପରିସର ହେଉଛି ବିଶୋଧନ   କଟକ କଚେରୀ ରିଂ ବନ୍ଧରେ ଯୁବକଙ୍କ ଦ୍ୱାରା ସାଇକେଲରେ ମାସ୍କ ବିକ୍ରି   ଖୁଦୁରୁକୁଣୀ ମୃଣ୍ମୟୀ...

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୮, ୨୦୨୨)

କଟକ ଚାନ୍ଦିନୀ ଚୌକ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି: ସାରଥୀ ପ୍ରତିମୂର୍ତ୍ତିରେ ରଙ୍ଗ ଦେଉଛନ୍ତି କାରିଗର କଟକ କଚେରୀ ରୋଡ ପାର୍ଶ୍ୱରେ ଛତା...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୪, ୨୦୨୧)

ମକର ସଙ୍କରାନ୍ତି ଉପଲକ୍ଷେ କଟକସ୍ଥିତ ଖାନନଗର ଅଞ୍ଚଳରେ ଏକ କୋଠା ଉପରେ ଯୁବକମାନେ ଗୁଡ଼ି ଉଡାଉଛନ୍ତି କଟକସ୍ଥିତ କାଠଯୋଡ଼ି ନଦୀ ନିକଟରେ ରେଳ ଟ୍ରାକ ନିକଟରେ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୬, ୨୦୨୨)

ରାଜ୍ୟ ଅଭିଲେଖାଗାର ପରିସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିନୋଦ କାନୁନଗୋଙ୍କ ୧୧୦ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି   ରାଜ୍ୟସଭାକୁ ନିର୍ବାଚିତ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୪, ୨୦୨୧)

ହସ୍ତତନ୍ତ୍ର ଏବଂ ହସ୍ତଶିଳ୍ପ ବିଭାଗ ଦ୍ୱାରା ଭୁବନେଶ୍ୱରର ଏକାମ୍ରା ହାଟରେ ଟେରାକୋଟା ଏକ୍ସପୋ କଟକସ୍ଥିତ ବିଡାନାସୀ କୁମ୍ଭାରସାହି ଅଞ୍ଚଳରେ କୁମ୍ଭକାରମାନେ ମାଟି ଦୀପ ପ୍ରସ୍ତୁତ କରୁଛନ୍ତି...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୫, ୨୦୨୨)

ଭୁବନେଶ୍ୱରସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସରସ୍ବତୀ ପୂଜା   କଟକ ତୁଳସୀପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସରସ୍ବତୀ ପୂଜା   କଟକରେ ସରସ୍ବତୀ ପୂଜା ଅବସରରେ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୬, ୨୦୨୧)

କଟକ ପୁରୀଘାଟ ଦେବୀଗଡା କାଠଯୋଡ଼ି ତଟରେ ନିର୍ମିତ ସ୍ୱତନ୍ତ୍ର ପୁଷ୍କରିଣୀରେ ମା’ ଦୁର୍ଗାଙ୍କୁ ବିସର୍ଜନ      ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼...

Advertisement
Archives

Model This Week