
ରାମମନ୍ଦିର ସମ୍ମୁଖରେ ପାରାମାନେ ଚାଉଳ ଖାଉଛନ୍ତି

ଲକଡାଉନ କୋହଳ ଯୋଗୁ ବାପୁଜିନଗର ପାଣି ଟାଙ୍କି ରୋଡରେ ପ୍ରବଳ ଗାଡି ଜାମ

ଲକଡାଉନ କୋହଳ ପରେ ମାର୍କେଟ ବିଲଡିଙ୍ଗ ଛୋଟ ଦୋକାନ ରୁ ଲୋକ ମାନେ ସାର୍ଟ କିଣୁଛନ୍ତି
ନବଯୌବନ ଦର୍ଶନ ର ଅବ୍ୟବହିତ ପୂର୍ଵରୁ ଗୌରୀଶଙ୍କର ପାର୍କ ନିକଟରେ ଜଣେ ଶିଳ୍ପୀ ଶ୍ରୀଜିଉ ଙ୍କୁ ରଙ୍ଗ ତୁଳି ରେ ନୂତନ ରୂପରେଖ ଦେଉଛନ୍ତି


